Author: Papirani

କଂଗ୍ରେସରେ ମିଶିଲେ ଆପ୍ ବିଧାୟକ ରାଜେନ୍ଦ୍ର ପାଲ ଗୌତମ

ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏବଂ କଂଗ୍ରେସ ନେତା ପୱନ ଖେଡା ଉପସ୍ଥିତ…

୫-ଟି ହାଇସ୍କୁଲ ରୂପାନ୍ତରୀକରଣରେ ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା

ପୂର୍ବ ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ୫-ଟି ଅଧୀନରେ ଥିବା ସରକାରୀ ଡିଜିଟାଲ ହାଇସ୍କୁଲ ଆରମ୍ଭ କରିଥିଲେ । ଏବେ ନୂଆ ସରକାର ଆସିବା ପରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି। ଆଜି…

ସନ୍ଦୀପ ଘୋଷଙ୍କ ଆଗତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

କୋଲକାତା ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଗତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଛି ତଦନ୍ତକୁ ବିରୋଧ କରୁନାହିଁ। ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା…

ରାଜ୍ୟରେ ଖାଲି ପଡିଛି ୩୦ ହଜାରରୁ ଅଧିକ ଶିକ୍ଷକ ପଦବୀ

ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସହିତ ଦାଦନ ପ୍ରମୁଖ ସମସ୍ୟା ରହିଛି । ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଯୁବକ ଯୁବତୀ ।ଆଜି ବିଧାସଭାର ଗୃହରେ ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ଉତ୍ତରରେ ଗଣଶିକ୍ଷା…

ନବୀନ ପଟ୍ଟନାୟକ ଓ ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ୍‌…

ବିଜେପିରେ ଯୋଗଦେଲେ ସୁଜିତ କୁମାର

ପଦ୍ମ ଧରିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି ସୁଜିତ କୁମାର । ଏହି ଅବସରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ…

ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ 

ଭଦ୍ରକରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଟାଇଲ ପାର୍କ । ଆଜି ବିଧାନସଭା ଗୃହରେ ଏହି ସଂପର୍କରେ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଭଦ୍ରକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ…

ରେଭେନ୍ସାଙ୍କ ପରେ ଫକୀରମୋହନଙ୍କ ପାଳି କି: ବିଜେଡି

ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ବିଜେପି ଯୁବମୋର୍ଚ୍ଚାର ସଭାପତି ଯେଉଁଭଳି କଟୁ ଓ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେଡି ଦୃଢ ନିନ୍ଦା କରିଛି। ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା…

ବିଜେପିରେ ଯୋଗଦେଲେ କ୍ରିକେଟର ରବୀନ୍ଦ୍ର ଜାଡେଜା

ସେପ୍ଟେମ୍ବର ୨ରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହୋଇଛି। ଏହି ଅବସରରେ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର କ୍ରିକେଟର ରବୀନ୍ଦ୍ର ଜାଡେଜା ରାଜନୀତିରେ ପାଦ ଦେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା…

ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଖାଇ ଅବସରରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୮ ତାରିଖରେ ପବିତ୍ର ନୂଆଖାଇ ଅବସରରେ ଅପରାହ୍ନ ୪ଟା ୨୫ରେ ସେ ସ୍ଥାନୀୟ ତପସ୍ୱିନୀ ଅଡିଟୋରିୟମରେ ସିଏମ୍‌ କିଶାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।…