Author: Papirani

Minor Reshuffle in OJS: ପବିତ୍ର ମୋହନ ସାମଲ ହେଲେ ଆଇନ ସଚିବ

ପବିତ୍ର ମୋହନ ସାମଲ ଆଇନ ବିଭାଗର ନୂଆ ପ୍ରମୁଖ ସଚିବ । ରାଜ୍ୟ ସରକାର ନୂଆ ଆଇନ ବିଭାଗର ପ୍ରଧାନ ସଚିବ ନିଯୁକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଓ ଦୌରା ଜଜ୍‍ ଭାବେ କାର୍ଯ୍ୟ କରୁଥିବା ଡ. ପବିତ୍ର ମୋହନ ସାମଲ…

Nuapada By-Election: ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ

ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ। ମନରେଗା କାର୍ଯ୍ୟ ଓ ବିଜେପି ସରକାରଙ୍କ ଦାଦନ ଚାଲାଣରେ ଭୂମିକାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ କାର୍ଯ୍ୟାଳୟକୁ ଧସେଇ ପଶିଲା ନୂଆପଡା ପୋଲିସ । ଏହାପରେ ପୋଲିସ ଓ କଂଗ୍ରେସ…

AUS vs IND T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ବାତିଲ୍

କାନବେରାରେ ଖେଳା ଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷାରେ ବାତିଲ୍। ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ । ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ । ବର୍ଷା ଯୋଗୁଁ…

Goods Train Derailed: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ; ଟ୍ରାକରୁ ବାହାରିଗଲା ଟ୍ରେନର ୧୦ ବଗି

ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ବାନୋ ଓ କନରାୱା ଷ୍ଟେସନ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍‌ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହାପରେ ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ ଚଳାଚଳ…

Plus Two Form Fillup: ବାତ୍ୟା ‘ମୋନ୍ଥା’ ପାଇଁ ବୃଦ୍ଧି ହେଲା ଯୁକ୍ତ ୨ ଫର୍ମ ପୂରଣ ଅବଧି

ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି । ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ…

Montha Cyclone: ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌ ଓ ୧୧ ସହରାଞ୍ଚଳ ହୋଇଛି ପ୍ରଭାବିତ: ସୁରେଶ ପୂଜାରୀ

ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବାତ୍ୟା ମୋନ୍ଥା ଦ୍ଵାରା ଗଜପତି ଗୋଷାଣୀ ନୂଆଗାଁ…

T20series: ପ୍ରଥମ ଟି-୨୦; ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଆରମ୍ଭ। ଦିନିକିଆ ସିରିଜ୍ ପରେ ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । କାନବେରାରେ ମାନୁକା ଓଭାଲରେ ଖେଳା ଯାଉଛି ପ୍ରଥମ ଟି-୨୦ । ଏହି…

SIExamScam: ଏସ୍ଆଇ ପରୀକ୍ଷା ଘୋଟାଲା ମାମଲା:୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ପୁଲିସ୍‌ ସବ୍ ଇନ୍ସପେକ୍ଟର ପରୀକ୍ଷା ଘୋଟାଲା ମାମଲାରେ ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ମାଷ୍ଟରମାଇଣ୍ଡ ମୁନା…

Fire At Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ

ଆଜି ଲୋକସେବା ଭବନରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା । ଏକ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିବାବେଳେ ନିଆଁକୁ ଆୟତ୍ତ କରାଯାଇଛି । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ତେବେ…

MaoistSurrender: ଆତ୍ମସମର୍ପଣ କଲେ ୨ ମାଓ ନେତା; ନାଁରେ ଥିଲା ଦେଢ କୋଟିରୁ ଅଧିକ ଟଙ୍କା ପୁରସ୍କାର

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା ।ହାର୍ଡକୋର୍ ସେଣ୍ଟ୍ରାଲ୍ କମିଟି ମେମ୍ବର ପୁଲୁରି ରାଓଙ୍କ ସମେତ ଷ୍ଟେଟ୍ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ୍ ପ୍ରଭାତଙ୍କ ଆତ୍ମସମର୍ପଣ । ୨ ମାଓ ନେତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର…