ତାଜା ଖବର ରାଜନୀତି ରାଜ୍ୟ ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ ଦାସ April 21, 2025 Papirani ବିଜେଡ଼ିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ଆଜି ରଘୁନନ୍ଦନ ନବୀନ ନିବାସକୁ ଆସିଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ମୁଁ ରାଜନୀତିରୁ ଅବସର ନେଇ ଗଲି । ଟିକେଟ ମିଳିଲାନି ବୋଲି…
ତାଜା ଖବର ରାଜ୍ୟ ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ April 21, 2025 Papirani ପରଲୋକରେ ହାସ୍ୟ ଅଭିନେତା ଅଜୟ ନାୟକ । ଓଡ଼ିଆ ଟେଲିଭିଜନର ହାସ୍ୟ ଅଭିନେତା ଅଜୟ ନାୟକଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ୫୦ ବର୍ଷ ବୟସରେ କ୍ୟାପିଟାଲ ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ…
ଖେଳ ତାଜା ଖବର ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ April 21, 2025 Papirani ବିସିସିଆଇ ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି । ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ କରାଯାଇନି । ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୪ ଖେଳାଳିଙ୍କୁ ରଖାଯାଇଛି । ଗତଥର ଏହି ସଂଖ୍ୟା ୩୦ ଥିଲା ।…
ତାଜା ଖବର ରାଜ୍ୟ ଆଜି ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ April 21, 2025 Papirani ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।ସମ୍ବଲପୁରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗମାନଙ୍କୁ ଭେଟିଥିଲେ। ତାଙ୍କର ସମସ୍ୟା…
ତାଜା ଖବର ରାଜ୍ୟ ଗଞ୍ଜେଇ କାରବାର ମାମଲା: ଚାକିରିରୁ ନିଲମ୍ବିତ ହେଲେ ଆଉ ଜଣେ ଆଇଆର୍ବି ଯବାନ April 21, 2025 Papirani ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ ଥିବା ପଞ୍ଚମ ଆଇଆର୍ବି ବାଟାଲିଅନର ୩ ଜଣ ଆଇଆର୍ବି ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ଘଟଣାରେ ଦ୍ଵାୟିତ୍ଵରେ ଥିବା ଆଇଆର୍ବି ବାଟାଲିଅନର କମାଣ୍ଡରଙ୍କୁ ନିଲମ୍ବନ…
ତାଜା ଖବର ରାଜ୍ୟ ଡେଲାଙ୍ଗରେ ନିଖୋଜଥିବା ନାବାଳକର ମୃତ ଦେହ ପାଇଖାନା ଟାଙ୍କିରୁ ଉଦ୍ଧାର April 21, 2025 Papirani ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ।ଡେଲାଙ୍ଗ ରତନପୁର ଗାଁର ଆଶୀର୍ବାଦ ସାହୁ ଗତ ୭ ଦିନ ଧରି ନିଖୋଜ ଥିଲେ। ଆଜି ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଥିବା…
ତାଜା ଖବର ଦେଶ ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ April 21, 2025 Papirani ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲଙ୍କ ସହିତ ପୋଲିସ ଏବଂ ସିଆରପିଏଫ ଦଳ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ। ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା…
ତାଜା ଖବର ରାଜ୍ୟ ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର : ପୃଥ୍ୱୀରାଜ ହରିଚନ୍ଦନ April 20, 2025 Papirani ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଚେଷ୍ଟା କରାଯାଉଛି । ରତ୍ନଭଣ୍ଡାର ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି ।…
ତାଜା ଖବର ରାଜନୀତି ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର April 20, 2025 Papirani ଆସନ୍ତାକାଲି ସମ୍ବଲପୁର ରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଦୁର୍ଗାପାଲିସ୍ଥିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଣୁ ଏହା ପୂର୍ବରୁ ସମୀକ୍ଷା…
ତାଜା ଖବର ରାଜ୍ୟ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି April 20, 2025 Papirani ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ଆଜି ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ଏ ନେଇ ଆଜି ସୋସିଆଲ ମିଡ଼ିଆ X ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି…