ତାଜା ଖବର ରାଜ୍ୟ ବନ୍ଧମୁଣ୍ଡା ଥାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଅସଦାଚରଣ ଅଭିଯୋଗ September 25, 2024 Papirani ଭରତପୁର ଥାନା ପରେ ଏବେ ରାଉରକେଲାର ବନ୍ଧମୁଣ୍ଡା ଥାନା ଆଇଆଇସିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । ଅଭିଯୋଗ ପରେ ଆଇଆଇସିଙ୍କୁ ଏସ୍ପି ଅଫିସକୁ ବଦଳି କରାଯାଇଥିବା ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫସିଲେ ନବୀନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 25, 2024 Papirani ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ବର୍ଷିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଭୋଟ ପାଇଁ ହୀନ ଚକ୍ରାନ୍ତ କରି ଫଶିଲେ ନବୀନ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡିଆ କଷ୍ଟ ପାଇଲେ…
ତାଜା ଖବର ରାଜନୀତି ରାଜ୍ୟ ଏକ ସପ୍ତାହ ମଧ୍ୟରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା September 25, 2024 Papirani ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ । ଏନେଇ ଆଜି ସୂଚନା ଦେଇ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆଜି ପର୍ଯ୍ୟନ୍ତ ୯୨ ଲକ୍ଷ ଲୋକେ ସୁଭଦ୍ରା ଯୋଜନା…
ତାଜା ଖବର ରାଜ୍ୟ ଭରତପୁର ଥାନାରେ ନିର୍ଯାତନା ମାମଲା; ପଲିଗ୍ରାଫ୍ ଟେଷ୍ଟ ପାଇଁ ଗୁଜୁରାଟ ଯିବେ ନିଲମ୍ବିତ ଆଇଆଇସି September 25, 2024 Papirani ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର । ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ…
ତାଜା ଖବର ପ୍ରିମିୟମ ଖବର ସମ୍ପାଦକୀୟ ସରକାର ନିୟନ୍ତ୍ରଣମୁକ୍ତ କେବେ ହେବ ମନ୍ଦିର ? September 25, 2024 Papirani ତିରୁପତିଙ୍କ ଦର୍ଶନକୁ ଯଉଁମାନେ ଯାଆନ୍ତି ସେମାନଙ୍କର ଦୁଇଟି ଇଚ୍ଛା ଥାଏ। ଗୋବିନ୍ଦା ଶ୍ରୀନିବାସଙ୍କ ମନଭରି ଦର୍ଶନ । ଘରକୁ ତିରୁପତି ଲଡୁ ଅଣାଯାଏ। ଆଖପାଖ ପରିବାରଙ୍କୁ ବଣ୍ଟା ଯାଏ । ସମସ୍ତଙ୍କର ଇଚ୍ଛା ଥାଏ ତିରୁପତି ଦର୍ଶନରୁ ଫେରିଲେ ଆଣିଥିବେ ଲଡୁ…
ତାଜା ଖବର ରାଜ୍ୟ ବାଧକ ସାଜିଛି ବିଦ୍ୟାଳୟ ପରିଚାଳନା କମିଟି; ବ୍ଲାକବୋର୍ଡରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ September 25, 2024 Papirani ରାଜ୍ୟ ସରକାରଙ୍କ ଓସେପା ପକ୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ପର୍ଯ୍ୟାୟ ଭିଭିକ ମାନ ନିର୍ଦ୍ଧାରଣ ପାଇଁ ବିଦ୍ୟାଳୟ ଗୁଡିକରେ ପରୀକ୍ଷା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ସୋମବାର…
ତାଜା ଖବର ରାଜ୍ୟ ଭରତପୁର ପରେ ବାଲିପାଟଣା ଥାନା ନାଁରେ ଅଭିଯୋଗ: ଯୁବକଙ୍କୁ ମାଡ଼ ମାରିଲେ ଥାନା ଅଧିକାରୀ ଓ ସବ-ଇନ୍ସପେକ୍ଟର September 25, 2024 Papirani ଭରତପୁର ଥାନାର କଳଙ୍କ ନ ଲିଭୁଣୁ ପୁଣି ବାଲିପାଟଣା ଥାନା ଅଧିକାରୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନା ଭିତରେ ପୁରାଇ ନିର୍ଧୂମ ମାଡ ମାରିବା ଘଟଣା ପୁଣି ପୁଲିସର ଅପାରଗତାକୁ…
ତାଜା ଖବର ରାଜ୍ୟ ଆସନ୍ତାକାଲିଠାରୁ ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ; ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି September 24, 2024 Papirani ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକଙ୍କ ଚିଠି। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏସ୍ମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ। ସୂଚନା ମୁତାବକ; ଆସନ୍ତା ୨୫ ତାରିଖରେ ୧୦ ଦଫା ଦାବିରେ…
ତାଜା ଖବର ରାଜନୀତି ରାଜ୍ୟ ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଦକ୍ଷ ଯୁବ ଶକ୍ତି – ମୁଖ୍ୟମନ୍ତ୍ରୀ September 24, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା…
ତାଜା ଖବର ରାଜ୍ୟ ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ September 24, 2024 Papirani ପୁରୀର ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ।ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ କେଉଁ ପ୍ରକାର ଘିଅ ବ୍ୟବହୃତ ହେଉଛି ତାହାର ମାନ ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି…