Author: Papirani

ବାର୍‌ରେ ମିଳୁଥିଲା ନକଲି ମଦ; ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

ବ୍ରାଣ୍ଡ ଅସଲି ଥିବା ବେଳେ ମଦ ନକଲି । ନକଲି ମଦକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେଉଥିବା ବେଳେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାରରେ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି। ନିଶ୍ଚିନ୍ତକୋଇଲି ବଜାରରେ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ; ବଦଳିଲେ ୪୩ ଜଣ ବିଡିଓ

ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ଯର ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ :- ଚନ୍ଦ୍ରମଣି ନାଗଙ୍କୁ ରାଜଭୋରାସମ୍ବର, ବରଗଡରୁ…

ପାଣି ଘେରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ଲଘୁଚାପ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ପରିସରରେ ଜମିରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି।…

ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ହେଲା ଜେଲ୍‌

ମାନହାନି ମୋକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ କୋର୍ଟ । ଭାରତୀୟ ଦଣ୍ଡ ସଂହିତାର ଧାରା…

ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଲେ ଜେପି ନଡ୍ଡା

ଓଡିଶାରେ ପହଞ୍ଚି ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଭାରତରେ ୫ ହଜାର…

ଶୁଆଶାରୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଚାଲିଛି ଜଙ୍ଗଲ ଓ ଖଣିଜସଂପଦ ଲୁଟ୍

ଶୁଆଶାରୀରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଚାଲିଛି ଜଙ୍ଗଲ ଓ ଖଣିଜସଂପଦ ଲୁଟ୍ ରାଜ୍ୟରେ ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନ କାଳରେ ଚାଲିଆସିଥିବା ଖଣି ଖାଦାନରୁ ମୂଲ୍ୟବାନ ପଥର ଲୁଟ ଭାରତୀୟ ଜନତା ପାର୍ଟି ସରକାରରେ ବି ବନ୍ଦ ହୋଇପାର…

ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ତୀର ଓ ବାଟୁଳି ଧରି ୫ଦିନ ତେବେ ବନ୍ଧୁକ ଧରିଥିଲେ କେତେଦିନ ?

ବିଶ୍ବର ସ୍ଥିତି ଦୃତବେଗରେ ବଦଳିବାରେ ଲାଗିଛି । ଭାରତର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଶତ୍ରୁ ରାଷ୍ଟ୍ର ଅସ୍ଥିରତା ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । କେତେବେଳେ ଅପହରଣ ତ ଆଉ କେତେବେଳେ ପଣବନ୍ଦୀ ଘଟଣା ଆସୁଛି ସାମ୍ନାକୁ ।…

ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ଛୁଟି ଘୋଷଣା

ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ନଭେମ୍ବର ୧୬ ତାରିଖ ଶନିବାର ଆଞ୍ଚଳିକ ଛୁଟି ଘୋଷଣା ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଜାରି ହୋଇଛି ବିଜ୍ଞପ୍ତି…

ଭରତପୁର ଥାନା ମାମଲା; ସରିଲା କ୍ରାଇମବ୍ରାଞ୍ଚର ପୀଡ଼ିତାଙ୍କ କ୍ରାଇମ ସିନ ରିକ୍ରିଏସନ

ବହୁ ଚର୍ଚ୍ଚିତ ଭରତପୁର ଥାନାରେ ନିର୍ଯାତନା ଘଟଣାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ଭରତପୁର ଥାନାରେ ଘଟିଥିବା ନିର୍ଯାତନାର କ୍ରାଇମ୍ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ । ଉଭୟ ଭରତପୁର ଥାନା ଓ ପଥରଗାଡ଼ିଆର ସୁନ୍ଦରପୁରରେ ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍…

ରାଜ୍ୟରେ ଆଉ ୨ ଦିନ ଲଘୁଚାପ ବର୍ଷା; ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଉତ୍ତର ଆନ୍ଓଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଯୋଗୁ ଭିଜିବ ଓଡି଼ଶା । ଏହାର ପ୍ରଭାବରେ ଆସନ୍ତା ୨…