Author: Papirani

ଧାମନଗରରେ ଗୋଷ୍ଠୀ ସଂଘର୍ଷ; ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ

ଭଦ୍ରକ ଜିଲ୍ଲା ଧାମନଗରର ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପଡାକୁ ନେଇ ଉତେଜନା । ମୁହାଁମୁହିଁ ହେଲେ ୨ ଗୋଷ୍ଠୀ । ଗଣ୍ଡଗୋଳ ଓ ମାରପିଟରେ ୪ ଜଣ ଆହତ ହୋଇଥିବା ବଳେ ଜଣେ…

ସେପ୍ଟେମ୍ବର ୨୪ ସୁଦ୍ଧା ସରିବ ରତ୍ନଭଣ୍ଡାର ସର୍ଭେ: ଏଏସ୍ଆଇଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚିଠି ଅନୁସାରେ ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ…

ରାଜ୍ୟ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ- ମୋହନ

ଆଜି ରାଜ୍ୟରେ ମୋହନ ସରକାରକୁ ପୂର୍ତ୍ତିଲା ୧୦୦ ଦିନ । ଏହି ଅବସରରେ ରାଜ୍ୟବାସୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀ ଶରଧାବାଲିରେ ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି । ଶହେ ଦିନ ପୂର୍ତ୍ତି…

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ:  ପ୍ରଭାତୀ ପରିଡ଼ା

ଆଜି ବିଜେପି ପାଳୁଛି ନୁଆ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ । ପୁରୀ ଶରଧାବାଲିରେ ରାଜ୍ୟରେ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା…

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟହାର ମାମଲା: ଚିହ୍ନଟ ହେବେ ରୋଡ୍‌ ରୋମିଓ

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି ଅଧିକାରୀଙ୍କ ଅଭିଯୋଗ ଆଧାରରେ ମୂଳ ଘଟଣାର ତଦନ୍ତ ହୋଇ ମାମଲା…

ରାହୁଲଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ: ଥାନାରେ ଏତଲା ଦେବେ ରାଜ୍ୟ କଂଗ୍ରେସ କର୍ମୀ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ ବିଜେପି ଓ ତା’ର ସହଯୋଗୀ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଅଭିଯୋଗ ଘଟଣାରେ ସାରା ଦେଶରେ କଂଗ୍ରେସର ପ୍ରତିବାଦ ଆରମ୍ଭ ହୋଇଛି । ସେହିପରି ବିବାଦୀୟ ମନ୍ତବ୍ୟ ଅଭିଯୋଗ ବିରୋଧ କରି…

ରାଜ୍ୟ ସରକାରଙ୍କ ଶହେ ଦିନର କାର୍ଯ୍ୟରୁ ସ୍ପଷ୍ଟ ହେଉଛି ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଯିବ: ବିଜେଡି

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶହେ ଦିନର ବିଫଳତା ଗୁଡିକ ଉପରେ ଆଲୋକପାତ କରିଥିଲେ। ବିଜେପି ଦ୍ୱାରା…

ରତ୍ନଭଣ୍ଡାର ଯାଞ୍ଚ କରି ଫେରିଲେ ବିଶେଷଜ୍ଞ ଟିମ୍

ଆଜି ଚତୁର୍ଥ ପର୍ଯ୍ଯାୟରେ ଖୋଲିଲା ରତ୍ନଭଣ୍ଡାର। ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍। ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ବିଶେଷଜ୍ଞ ଟିମ୍ ଦ୍ବାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ…

ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମିଳିଲା ଅନୁମୋଦନ । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଶୁକ୍ର…

ଯୌନ ନିର୍ଯାତନା ଅଭିଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର ନିଲମ୍ବିତ

ଯୌନ ନିର୍ଯାତନା ଅଭିଯୋଗରେ ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି। ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍‌ରେ ଲିଖିତ ଅଭିଯୋଗ ପରେ କାର୍ଯାନୁଷ୍ଠାନ ନେଇଛନ୍ତି…