ତାଜା ଖବର ରାଜନୀତି ରାଜ୍ୟ ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ମୁଖ୍ୟମନ୍ତ୍ରୀ September 20, 2024 Papirani ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଚାରିଆଡ଼େ ଓଡ଼ିଶା ପୋଲିସକୁ ସମାଲୋଚନା କରିବା ସହିତ ଏହି ଘଟଣାକୁ ନିନ୍ଦା କରି ରାଜ୍ୟ ସରକାରଙ୍କୁ ବିରୋଧି ଦଳ ଘେରିଥିବା ବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ଭରତପୁର ଥାନାରେ ନିର୍ଯାତନା ମାମଲା: ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟିଲେ ସୋଫିଆ September 20, 2024 Papirani ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ପୀଡ଼ିତାଙ୍କୁ ଭେଟି ସରିବା ପରେ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ…
ତାଜା ଖବର ରାଜ୍ୟ ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ September 20, 2024 Papirani ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ୍ । ମୁଖ୍ୟ ବିଚାରପତିଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ଭରତପୁର ଘଟଣାରେ ଆସନ୍ତା କାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି September 20, 2024 Papirani ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଏହି ମାମଲାକୁ ନେଇ ଆସନ୍ତା କାଲି ବିଜୁ ମହିଳା ଜନତା ଦଳ ଭୁବନେଶ୍ବର ୟୁନିଟ୍ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ…
ତାଜା ଖବର ରାଜ୍ୟ ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନରେ ଶତାଧିକ ଆଇଟିଆଇ ଅସ୍ଥାୟୀ ଶିକ୍ଷକ September 20, 2024 Papirani ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ୫ ଶହରୁ ଅଧିକ ଅସ୍ଥାୟୀ ଶିକ୍ଷକ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି, ଦରମା ଓ ଅନ୍ୟାନ୍ୟ…
ତାଜା ଖବର ରାଜ୍ୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ଯାଞ୍ଚ ପାଇଁ ଥାନାରେ ମହିଳା କମିଶନ ଅଧ୍ୟକ୍ଷା September 20, 2024 Papirani ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭରତପୁର ଥାନାରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ନିଜ ଆଡୁ ମାମଲା ରୁଜୁ କରି ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ସେ ଦିନ ଥାନାରେ ହୋଇଥିବା ଘଟଣାକୁ…
ତାଜା ଖବର ରାଜନୀତି ରାଜ୍ୟ ତିନି ଦିନଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 20, 2024 Papirani ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୧…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତା ୨୩ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି; ପଞ୍ଜିକରଣ ଆରମ୍ଭ September 19, 2024 Papirani ଆସନ୍ତା ୨୩ ତାରିଖ ସୋମବାର ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ନିମନ୍ତେ ପଞ୍ଜିକରଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗ ଦେବାକୁ ଥିବା ଜନସାଧାରଣଙ୍କ ପାଇଁ ଗୁରୁବାରଠାରୁ…
ତାଜା ଖବର ରାଜ୍ୟ ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଡିଜିପିଙ୍କୁ ନୋଟିସ ଜାରି କଲେ ଜାତୀୟ ମହିଳା କମିଶନ September 19, 2024 Papirani ଭରତପୁର ଥାନାରେ ସେନା ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୁଲିସ ମାଡ଼ ଘଟଣାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜାଣିବା ପାଇଁ ଡିଜିପିଙ୍କୁ ନୋଟିସ କଲେ ଜାତୀୟ ମହିଳା କମିଶନ। ମାମଲାକୁ ନିଜ ତରଫରୁ ଗ୍ରହଣ କରି ନୋଟିସ ଜାରି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ନୂଆ ସରକାରର ଶହେ ଦିନ ପୂର୍ତ୍ତି ଅବସରରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ September 19, 2024 Papirani ରାଜ୍ୟରେ ବିଜେପି ସରକାରର ଶହେ ଦିନ ପୂର୍ତ୍ତି ପାଇଁ ପୁରୀ ଶରଧାବାଲିରେ ଆୟୋଜିତ ହୋଇଛି ଭବ୍ୟ ଉତ୍ସବ । ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିଥିଲା ବିଜେପି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ…