ତାଜା ଖବର ରାଜ୍ୟ ଭଦ୍ରକରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା; ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ September 28, 2024 Papirani ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ କୁ ଆକ୍ରମଣ ଓ ମାଜିଷ୍ଟ୍ରେଟ ଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା ରେ ଆକ୍ସନ ରେ ରହିଛି ପୋଲିସ ଓ ପ୍ରଶାସନ । ଗଣ୍ଡଗୋଳ…
ତାଜା ଖବର ରାଜନୀତି ରାଜ୍ୟ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 28, 2024 Papirani ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ରେ ଯିବେ । ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଅଥାତ୍ ସେପ୍ଟେମ୍ୱର ୩୦ରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ । ସେଠାରେ ପ୍ରାକ୍ ନିର୍ବାଚନୀ…
ତାଜା ଖବର ରାଜନୀତି ରାଜ୍ୟ ରାତି ୨ଟାରେ ବି ଥାନାକୁ କୌଣସି ଅଭିଯୋଗ ଆସିଲେ ଶୁଣିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ September 28, 2024 Papirani ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକଙ୍କୁ…
ତାଜା ଖବର ପ୍ରିମିୟମ ଖବର ଡିଜିପିଙ୍କ ବିରୋଧରେ ବିଦ୍ରୋହ କରିବେ କି ପୁଲିସଓ୍ବାଲା ? September 28, 2024 Papirani ଭରତପୁର ଥାନାର ୫ଜଣ ବାବୁ ଓ ବାବୁଆଣିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଉତକ୍ଷିପ୍ତ ହୋଇପଡ଼ିଲେ ପୁଲିସ ମହସଂଘର କିଛି ପାରିବାରବାବୁ । ଯାହା କେବେ ଦେଖାଯାଇନଥିଲା ତାହା ଦେଖାଇବାକୁ ଦୁଃସାହସ କଲେ ସେମାନେ । ସପ୍ତମ ବାଟେଲିୟନରେ ବୈଠକୀ…
ତାଜା ଖବର ରାଜନୀତି ରାଜ୍ୟ ବେଦାନ୍ତ ପରେ ହେଲିକପ୍ଟର ଦୁର୍ନୀତି ମାମଲା; ରାଜ୍ୟପାଳଙ୍କ ମଞ୍ଜୁରୀ ଲୋଡ଼ିଲେ ସାମାଜିକ କର୍ମୀ September 28, 2024 Papirani ପୁରୀ ଜମି ବିବାଦ ପରେ ପୁଣି ଏକ ବଡ଼ ବିବାଦକୁ ନେଇ ଅଦାଲତୀ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହେଲିକପ୍ଟର ଦୁର୍ନୀତି ପାଇଁ ରାଜ୍ୟପାଳ ରଘୁବର ଦାସଙ୍କ…
ତାଜା ଖବର ରାଜ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର September 28, 2024 Papirani ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏସ୍ଏମ୍ଏସ୍-୧ ୟୁନିଟ୍ରେ ବିସ୍ଫୋରଣରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୫ ଶ୍ରମିକଙ୍କ ମଧ୍ୟରେ…
ତାଜା ଖବର ରାଜ୍ୟ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀ ଆରମ୍ଭ September 28, 2024 Papirani ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ବୈଠକ ଆରମ୍ଭ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ୫ ଜିଲ୍ଲାର ଏସ୍ପି…
ତାଜା ଖବର ରାଜ୍ୟ ଆଜିଠୁ ନର୍ସିଂ ଅଫିସରଙ୍କ ଅହୋରାତ୍ର ଆନ୍ଦୋଳନ September 28, 2024 Papirani ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜିଠୁ ଦଶ ଦଫା ଦାବି ପୂରଣ ନେଇ ଅହୋରାତ୍ର ଧାରଣାକୁ ଓହ୍ଲାଯାଉଛି । ଆଜିଠାରୁ ରାଜ୍ୟବ୍ୟାପୀ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶାର ସମସ୍ତ ନର୍ସିଂ କର୍ମଚାରୀ। ପୂର୍ବରୁ ନର୍ସିଂ କର୍ମଚାରୀମାନେ ୨ଦିନ ଜରୁରିକାଳୀନ…
ତାଜା ଖବର ରାଜନୀତି ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଆହ୍ୱାନ September 27, 2024 Papirani ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ: ବିଜେପି September 27, 2024 Papirani ୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି । ନିଜେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ । ଶିକ୍ଷା, ନିଯୁକ୍ତି,…