Author: Papirani

ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ 

ଆଜି ବିଧାନସଭା ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଦୀର୍ଘଦିନ ଧରି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । ବିଭିନ୍ନ କ୍ୟାଡରର…

ବିଧାନସଭା ଶୂନ୍ୟକାଳରେ ଉଠିଲା ଆଳୁ ସଙ୍କଟ ପ୍ରସଙ୍ଗ 

ବିଧାନସଭାରେ ଆଳୁ ପ୍ରସଙ୍ଗକୁ ନେଇ ଗୃହ ତାତି । ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି, ହେଲେ…

ପଦ୍ମ ଧରିଲେ ବଡ଼ମ୍ବା ‘ରଘୁପତି’

ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ବଡମ୍ବା ବିଧାୟକଙ୍କ ନେତୃତ୍ଵରେ ସେ ବିଜେପିରେ ସାମିଲ ହୋଇଛନ୍ତି।…

ବିଜେଡ଼ି ଛାଡ଼ିଲେ ନୟନା ସାହୁ ଓ ଆଲୋକ କୁମାର ସାହୁ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଶକ୍ତ ଝଟକା। ବଡମ୍ବା ବ୍ଲକ ଛାଡୁଛନ୍ତି ବିଜେଡ଼ି ନେତା । ବିଜେଡ଼ି ଛାଡ଼ିଲେ ବଡମ୍ବା ବ୍ଲକ ୩୧ ନମ୍ୱର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ନୟନା ସାହୁ । ସେ…

ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆସିଲା ଆଳୁ

ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ପହଞ୍ଚିଲା ୧୦ ଟ୍ରକ୍‌ ଆଳୁ । ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗରୁ ମଧ୍ୟ କିଛି…

ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି

ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା । ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି । କଟକ ଜିଲ୍ଲା ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା…

ନୀଳାଚଳରେ ସବୁଜ ବନାନୀକୁ ଧ୍ୱଂସ ଉଦ୍ୟମ; ମାନିଲେନି କେନ୍ଦ୍ର ସରକାରଙ୍କ ସର୍ତ୍ତ, କାଟିଦେଲେ ହଜାରହଜାର ଗଛ

ନୀଳାଚଳ ଇସ୍ପାତ୍ କାରଖାନା ପରିସରରୁ ହଜାର ହଜାର ସଂଖ୍ୟାର ପୁରାତନ ଗଛ କଟା ଚାଲିଛି । ଗତ କିଛି ଦିନ ଧରି ବଡବଡ କଟର ମେସିନ୍ ଲଗାଇ ବେଧଡକ ଭାବରେ କାରଖାନର ସବୁଜ ବନାନୀକୁ ଧ୍ବଂସ କରାଯାଉଥିବା ବେଳେ ଜଙ୍ଗଲ ଏବଂ…

ନାଟକ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ଖାଇଲେ କଳାକାର

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ସ୍ବର ଉଠିବା ପରେ ଏହା ଉପରେ କଟକଣା ଜାରି କରାଯାଇଛି । ହେଲେ ନାଟକରେ ଯେଉଁଭଳି ପାଶବିକ ଦୃଶ୍ୟ ପରିବେଷଣ ହୋଇଛି ତାହା ଖାଲି ପରିବେଶବିତକୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ଯ ସ୍ତବ୍ଧ କରିଛି।…

ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ !

ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କିଛି ସିନିୟର ଛାତ୍ର ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ଏନେଇ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର୍ ଛାତ୍ର । ଯାହାକୁ ନେଇ…

ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ

ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ…