Author: Papirani

ବିଧାୟକ ପାଣ୍ଠି ବୃଦ୍ଧିକୁ ନେଇ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନମୂଳକ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଆଯାଉଥିବା ବାର୍ଷିକ ବିଧାୟକ ପାଣ୍ଠିକୁ ବୃଦ୍ଧି କରିବା ନେଇ ବିଧାସଭାରେ ଦିଆଯାଇଥିବା…

ଆଜି ଆସିବ ରାଜ୍ୟ ବଜେଟ୍

ଆଜି ରାଜ୍ୟରେ ଆସିବ ନୁଆ ସରକାରଙ୍କ ନୂଆ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ । ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନରେ ୨୦୨୪-୨୫…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଆଜି ବଡ଼ ଧରଣର ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ…

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି: ମନମୋହନ ମନମୋହନ

କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ବିଗତ ରାଜ୍ୟ ସରକାରଙ୍କ…

ଓଡ଼ିଶାରୁ ୨୦ ସାଂସଦ ଜିତିଥିଲେ ସୁଦ୍ଧା ଓଡ଼ିଶାକୁ ଠକି ଦେଲେ କେନ୍ଦ୍ର ସରକାର: ବିଜେଡି

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ନେଇ ଶଙ୍ଖ ଭବନରେ ପ୍ରେସମିଟ୍ କଲା ବିଜେଡି । ବିଜେପିକୁ ବିଜେଡି କଡ଼ା ସମାଲୋଚନା କରି ବିଜେଡି କହିଛି ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ଏବଂ କେନ୍ଦ୍ରରେ ସରକାର ଗଠନ କରିଛି ବିଜେପି । ଗତକାଲି କେନ୍ଦ୍ରୀୟ…

ଅର୍ଥନୈତିକ ସର୍ଭେ ରିପୋର୍ଟ: ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ

ଆଜି ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମସ୍ଥାନରେ ଥିବାର ଜଣାପଡିଛି । ଓଡ଼ିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା…

ରାଜ୍ୟ ବଜେଟ୍ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ରାଜ୍ୟ ସରକାରର ପ୍ରଥମ ବଜେଟ୍। ଏହା ପୂର୍ବରୁ ଆଜି ଉପସ୍ଥାପନ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭…

ନେପାଳ ବିମାନ ଦୁର୍ଘଟଣା: ୧୮ ମୃତ, ପାଇଲଟ ଜୀବିତ ଉଦ୍ଧାର

ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳେ ଏକ ବିମାନ ଦୁର୍ଘଟଣାରେ ବିମାନରେ ଥିବା ପାଇଲଟଙ୍କ ସମେତ ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ ଜୀବିତଥିବା ସୂଚନା ମିଳିଛି। ପାଇଲଟ ମନୀଷ…

ନୂଆ ଉପବାଚସ୍ପତି ହେଲେ ଭବାନୀଶଙ୍କର ଭୋଇ

ଓଡ଼ିଶା ବିଧାନସଭାର ନୂଆ ଉପବାଚସ୍ପତି ହେଲେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ । ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଭବାନୀଶଙ୍କର ଭୋଇଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଗୃହରେ ଉପବାଚସ୍ପତି ଭାବେ ତାଙ୍କ ନାମ…

ପୂର୍ଣ୍ଣାଙ୍ଗ ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ଅଶ୍ୱିନୀ ବୈଷ୍ଣବ 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରେଳବାଇ ପାଇଁ ବଜେଟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବଜେଟ୍‌ରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଏବଂ ସୁରକ୍ଷା ଉପରେ ଅଧିକ…