ତାଜା ଖବର ରାଜନୀତି ରାଜ୍ୟ ବେଦାନ୍ତ ପରେ ହେଲିକପ୍ଟର ଦୁର୍ନୀତି ମାମଲା; ରାଜ୍ୟପାଳଙ୍କ ମଞ୍ଜୁରୀ ଲୋଡ଼ିଲେ ସାମାଜିକ କର୍ମୀ September 28, 2024 Papirani ପୁରୀ ଜମି ବିବାଦ ପରେ ପୁଣି ଏକ ବଡ଼ ବିବାଦକୁ ନେଇ ଅଦାଲତୀ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହେଲିକପ୍ଟର ଦୁର୍ନୀତି ପାଇଁ ରାଜ୍ୟପାଳ ରଘୁବର ଦାସଙ୍କ…
ତାଜା ଖବର ରାଜ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର September 28, 2024 Papirani ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏସ୍ଏମ୍ଏସ୍-୧ ୟୁନିଟ୍ରେ ବିସ୍ଫୋରଣରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୫ ଶ୍ରମିକଙ୍କ ମଧ୍ୟରେ…
ତାଜା ଖବର ରାଜ୍ୟ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀ ଆରମ୍ଭ September 28, 2024 Papirani ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ବୈଠକ ଆରମ୍ଭ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ୫ ଜିଲ୍ଲାର ଏସ୍ପି…
ତାଜା ଖବର ରାଜ୍ୟ ଆଜିଠୁ ନର୍ସିଂ ଅଫିସରଙ୍କ ଅହୋରାତ୍ର ଆନ୍ଦୋଳନ September 28, 2024 Papirani ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜିଠୁ ଦଶ ଦଫା ଦାବି ପୂରଣ ନେଇ ଅହୋରାତ୍ର ଧାରଣାକୁ ଓହ୍ଲାଯାଉଛି । ଆଜିଠାରୁ ରାଜ୍ୟବ୍ୟାପୀ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶାର ସମସ୍ତ ନର୍ସିଂ କର୍ମଚାରୀ। ପୂର୍ବରୁ ନର୍ସିଂ କର୍ମଚାରୀମାନେ ୨ଦିନ ଜରୁରିକାଳୀନ…
ତାଜା ଖବର ରାଜନୀତି ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଆହ୍ୱାନ September 27, 2024 Papirani ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ: ବିଜେପି September 27, 2024 Papirani ୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି । ନିଜେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ । ଶିକ୍ଷା, ନିଯୁକ୍ତି,…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବିଭାଗର କନିଷ୍ଠ ଯନ୍ତ୍ରୀ September 27, 2024 Papirani ଭିଜିଲାନ୍ସ ଜାଲରେ ପଞ୍ଚାୟତ ରାଜ ବିଭାଗର କନିଷ୍ଠ ଯନ୍ତ୍ରୀ । କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଧରିଲା ଭିଜିଲାନ୍ସ । ହିତାଧିକାରୀଙ୍କଠୁ ଭାନୁମତୀ ଟୁଡୁ ଶୁକ୍ରବାର ଜଣେ ଚାଷୀଙ୍କୁ ଗାଈ ଗୁହାଳ…
ତାଜା ଖବର ରାଜ୍ୟ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସିର ଚେୟାରମ୍ୟାନ୍ September 27, 2024 Papirani ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଚେୟାରମ୍ୟାନ୍ । ଅରୁଣ ଷଡଙ୍ଗୀଙ୍କୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଦଳ ଭିତରେ ନେତା ନେତାଙ୍କ ମଧ୍ୟରେ ଗୋଡ ଟଣାଟଣି ହିଁ ନିର୍ବାଚନ ହାରିବାର ମୁଖ୍ୟ କାରଣ: ମହୀଧର ରଣା September 27, 2024 Papirani ଚଳିତ ନିର୍ବାଚନରେ ବିଜେଡି ହାରିବାର କାରଣ ନେଇ ବିଭିନ୍ନ ଦଳୀୟ ନେତାଙ୍କ ଭିନ୍ନଭିନ୍ନ ବୟାନ ଏବେ ସାମ୍ନାରେ ଆସିବାକୁ ଲାଗିଛି। ପୂର୍ବରୁ ବରିଷ୍ଠ ନେତା ପ୍ରଦୀପ ମାଝୀ, ଅବିନାଶ ସାମଲ ପରେ ଆଜି କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର ରଣା ଏହାର…
ତାଜା ଖବର ରାଜ୍ୟ ଭରତପୁର ଥାନା ମାମଲା; ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା’ September 27, 2024 Papirani ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା’ । ପୀଡ଼ିତା ଯେଉଁ ମହିଳା ପୋଲିସ ହାତ କାମୁଡ଼ିଥିଲେ…