Author: Papirani

ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଜାଣନ୍ତୁ କଣ କହିଲେ ଗଜପତି ମହାରାଜା

ସାରା ଦେଶରେ ରତ୍ନଭଣ୍ଡାର ଖୋଲିବନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ୪୫ ବର୍ଷ ହେଲା ବନ୍ଦ ରହିଛି ଭିତର ରତ୍ନଭଣ୍ଡାର । ମରାମତି ନିହାତି…

ଓଡ଼ିଶା ହାଇକୋର୍ଟରେଥିବା ବିଚାରପତି ଏବେ ହେବେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି

ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି । ଏବେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି ଡକ୍ଟର ଜଷ୍ଟିସ୍ ଷଡ଼ଙ୍ଗୀ । ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଘର ନୟାଗଡ଼ ଓଡ଼ଗାଁରେ ହୋଇଥିବା ବେଳେ ଭୁବନେଶ୍ବର ବିଜେବିରୁ…

ଭୋଲେ ବାବା ସତସଙ୍ଗ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧ କୁ ବୃଦ୍ଧି

ଉତ୍ତରପ୍ରଦେଶର ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୦୮ ଜଣ ମହିଳା ଓ ୭ ଜଣ ଛୋଟ ପିଲା ଅଛନ୍ତି । ଅନ୍ୟପଟେ…

ଦରଦାମ ବୃଦ୍ଧିକୁ ନେଇ ବିଜେଡିର ପ୍ରେସମିଟ୍: ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଶଙ୍ଖ ଭବନରେ ଆଜି ଦରଦାମ ବୃଦ୍ଧିକୁ ନେଇ ପ୍ରେସମିଟ କରିଛି ବିଜେଡି । ପ୍ରେସମିଟ୍ ମାଧ୍ୟମରେ ବିଜେଡି କହିଛି ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କୁ ବେଶ ବଢୁଛି ଏବଂ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ରତ୍ନଭଣ୍ଡାର ଖୋଲିବ ନିଶ୍ଚିତ: ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଏନେଇ ନିଷ୍ପତି ସରିଛି । ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ । ଏନେଇ ସରକାରଙ୍କ…

ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ!

କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ଘରୋଇ ମେଡିକାଲରେ ଉତ୍ତେଜନା । ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ। ଏକ ଅପରେସନ ପାଇଁ ରଶ୍ମୀରଞ୍ଜନ ମେଡିକାଲ…

ଆସାମରେ ତାଣ୍ଡବ କରୁଛି ବନ୍ୟା: ୩୮ ମୃତ

ଆସାମରେ ବନ୍ୟାର ତାଣ୍ଡବ । ଆସାମ ବର୍ତ୍ତମାନ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସାମନା କରୁଛି । ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି,…

‘ମୋ ବସ୍’ରେ ଯାତ୍ରାକରି ସମୀକ୍ଷା କଲେ ଗୃହ ନଗର ଉନ୍ନୟନ ମନ୍ତ୍ରୀ

ମୋ ବସ୍‌ରେ ଯାତ୍ରା କରି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ ‘ମୋ ବସ୍’ରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ସଚିବ ଅରୁଣ ବୋଥ୍ରା ମଧ୍ୟ…

ବବି ଓ ପାଣ୍ଡିଆନ ଦଳର କ୍ଷତି କଲେ, କର୍ମଫଳ ଭୋଗିଲେ: ପ୍ରଭାତରଂଜନ ବିଶ୍ବାଳ

ଚୌଦ୍ବାର କଟକରେ ସୌଭିକ ବିଶ୍ବାଳଙ୍କ ବିଜୟ ପାଇଁ କଟକର ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦ୍‌ବୋଧନ ଦେଇ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ସିଧାସଳଖ ଭି. କେ. ପାଣ୍ଡିଆନ ଓ ବିଜେଡିର ସଙ୍ଗଠନ ସଂପାଦକ…

ରାହୁଲଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼: ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ

ଦୁଇ ରାଜନୈତିକ ଦଳ ପାଇଁ ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ । ବିଜେପି କର୍ମୀଙ୍କ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼କୁ କେନ୍ଦ୍ର କରି ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏପରି ହୋଇଯାଇଥିଲା ଯେ ଉଭୟ ଦଳର…