ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରକୁ ପ୍ରବେଶ ସହ ଦର୍ଶନ ମନା July 17, 2024 Papirani ଗୁରୁବାର ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁଭ ବେଳା ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ଭିତରେ ଖୋଲିବ ତାଲା । ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର…
ତାଜା ଖବର ପ୍ରିମିୟମ ଖବର ସମ୍ପାଦକୀୟ ବାଉଁଶ କହେ ମୁଁ ଶୀଘ୍ର ଉଠେ July 17, 2024 Papirani ପ୍ରଣତି ଆଚାର୍ଯ୍ୟ ମିଶ୍ର(ନୟାଗଡ଼): ଜଳବାୟୁ ପରିବର୍ତନ ହେଉଛି ସବୁଠାରୁ ଗମ୍ଭୀର ବୈଶ୍ବିକ ସମସ୍ୟା । ଯାହା ସମଗ୍ର ବିଶ୍ବର ଇକୋସିଷ୍ଟମ, ଅର୍ଥନୀତି ଏବଂ ଜୀବ ସମୁଦାୟକୁ ପ୍ରଭାବିତ କରେ । ବିଭିନ୍ନ ଦେଶ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ କାର୍ବନ…
ତାଜା ଖବର ଦେଶ ରାଜ୍ୟ କଳାବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା July 17, 2024 Papirani ରାଜ୍ୟରେ କଳାବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।…
ତାଜା ଖବର ରାଜ୍ୟ ଅଙ୍ଗଦାନ କରି ଅମର ହେଲେ ବିରେନ୍ଦ୍ର ସ୍ୱାଇଁ July 17, 2024 Papirani ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅଧିନ ରେଢୁଆ ପଂଚାୟତର ବିଜଦ ସଭାପତି ତଥା ରେଢୁଆ କୃଷି ସମବାୟ ସମିତିର ବୋର୍ଡ ଡାଇରେକ୍ଟର ବିରେନ୍ଦ୍ର ସ୍ୱାଇଁ (୬୦) ଏକ କାର୍ ଧକ୍କାରେ ଗୁରୁତର ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ…
ତାଜା ଖବର ରାଜ୍ୟ ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା July 17, 2024 Papirani ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ରେ ପୁଣି ଏକ…
ତାଜା ଖବର ରାଜ୍ୟ ଆଜି ମହାପ୍ରଭୁଙ୍କ ସୁନାବେଶ; ସୁନାରେ ସଜେଇ ହେବେ ଶ୍ରୀଜିଉ July 17, 2024 Papirani ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହେଉଛି ବଡ଼ଦାଣ୍ଡ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ଏଥିପାଇଁ…
ତାଜା ଖବର ରାଜ୍ୟ ଏସସିବି ମେଡ଼ିକାଲରେ ତେଜୁଛି ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ବିବାଦ; ରୋଗୀସେବା ବାଧାପ୍ରାପ୍ତ July 17, 2024 Papirani କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ବଢିବାରେ ଲାଗିଛି। ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ…
ତାଜା ଖବର ରାଜନୀତି ରାଜ୍ୟ ୧୯୮୫ ମସିହାରେ ବି ଖୋଲା ଯାଇଥିଲା ରତ୍ନ ଭଣ୍ଡାର: ନିରଞ୍ଜନ ପଟ୍ଟନାୟକ July 17, 2024 Papirani ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରର ରହସ୍ୟ ଆଜି ବି ବିଶ୍ବର ଅଗଣତି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଦୀର୍ଘବର୍ଷ ପରେ ଚଳିତବର୍ଷ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର କିନ୍ତୁ ଶେଷଥର କେବେ ଖୋଲା ଯାଇଥିଲା ତାହାକୁ ନେଇ ଦ୍ଵନ୍ଦ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟପାଳ ରଘୁବର ଦାସ ନିଜ ପୁଅକୁ ଆଚରଣ ଶିଖାନ୍ତୁ July 17, 2024 Papirani ପୁଅ-ଝିଅଙ୍କ ପାଇଁ ବହୁବାର ଏବଂ ବହୁକ୍ଷେତ୍ରରେ ବାପାମାନେ ବହୁତ ପସ୍ତେଇଛନ୍ତି। ଭିପି ସିଂଙ୍କ ସମୟରେ ତାଙ୍କ ପୁଅଙ୍କୁ ସେଣ୍ଟ କିଟୁ ମାମଲାକୁ ନେଇ କଂଗ୍ରେସ ଘେରିବାକୁ ଚେଷ୍ଟା କରିଥିଲା । କାର୍ତ୍ତି ଦେଶାଇଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋରାଜୀଙ୍କ ବିରୋଧରେ ମୋହଁ ଖୋଲିଥିଲେ…
ରାଜନୀତି ରାଜ୍ୟ ନବୀନ ନିବାସରେ ରାଜନୀତି ଦୋକାନ ଖୋଲିସାରିଲେଣି ପାଣ୍ଡିଆନ! July 17, 2024 Papirani ସତ ରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ? ଜମାରୁ ନୁହେଁ । ସେ ଶଙ୍ଖ ଭବନ ଯାଉନାହାନ୍ତି ଏକଥା ସତ । ସେ ସାଧାରଣରେ ଲୋକଙ୍କ ସହ ମିଶୁ ନାହାନ୍ତି। ବିଜଦ ନେତାମାନଙ୍କୁ ଖୋଲାଖୋଲି ଗୁରୁ ମନ୍ତ୍ର…