Author: Papirani

ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ଏବଂ ଐତିହ୍ୟ ବିଦ୍ୟାଳୟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ…

ସମବାୟ ସମିତି ଗୁଡିକ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ; ନହେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ 

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ…

ଚଳତବର୍ଷ କଟକ ବାଲିଯାତ୍ରାକୁ ଆସିବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ

ଆସନ୍ତା କାଲିଠାରୁ ୨୨ ତାରିଖ ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା ମେଳା। ବାଲିଯାତ୍ରା ପ୍ରସ୍ତୁତି ଓ ବ୍ୟବସ୍ତା ନେଇ କଟକ ଜିଲ୍ଲାପାଳଙ୍କ ପ୍ରେସମିଟ । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ଡୋମିନିକାର ସର୍ବୋଚ୍ଚ ସମ୍ମାନ

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର ପାଇବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ଦିଆଯିବ । କରୋନା ମହାମାରୀ ସମୟରେ ଡୋମିନିକା…

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ

ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ସମ୍ବଲପୁର ଟାଉନ ଥାନାରେ ରୁଜୁ ମାମଲାରେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ ।…

ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍‌ରେ ହିନ୍ଦୁ ମହିଳା; ତୁଳସୀ ଗବାର୍ଡ ହେଲେ ଆମେରିକାର ନୂଆ ଗୁଇନ୍ଦା ମୁଖ୍ୟ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଘୋଷଣା କରୁଛନ୍ତି ଟ୍ରମ୍ପ । ପୂର୍ବତନ ସାଂସଦ ତୁଳସୀ ଗବାର୍ଡଙ୍କୁ ଦେଲେ ବଡ଼ ଦାୟିତ୍ବ । ଭାରତୀୟ-ଆମେରିକୀୟ ତୁଳସୀ ଗବାର୍ଡଙ୍କୁ ଆମେରିକାର ନୂଆ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ଟ୍ରମ୍ପ।…

ଅସମ୍ପୂର୍ଣ ମନ୍ତ୍ରୀମଣ୍ଡଳକୁ କେବେ ସମ୍ପୂର୍ଣ କରିବେ ମୋହନ ?

ଓଡ଼ିଶାର ପ୍ରଥମ ଭାଜପା ସରକାର ୫ ମାସ ଶେଷ କରି ୬ମାସରେ ପାଦ ଦେଇଛି । ଏହି ୫ ମାସ ଭିତରେ ମୋହନ ସରକାର ଅନେକଗୁଡ଼ିଏ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କିନ୍ତୁ ଅନେକ ନିଷ୍ଠରିକୁ ଅପେକ୍ଷା କରିଛନ୍ତି ଜନତା ।…

ଗଞ୍ଜାମ ଫେରୁଛନ୍ତି ବିବାଦୀୟ ପୁଲିସ ଅଧିକାରୀ ସବ୍ୟସାଚୀ ମଲ

ପୁଲିସ ଓ ପ୍ରଶାସନିକ ଅଧିକାରୀ ତଥା ସବୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସ‌ହ‌ଯୋଗରେ ବିଜଦ ସରକାର ଦୁର୍ନୀତିରେ ସବୁ ସୀମା ପାର କରିଥିଲା ଗଞ୍ଜାମ ଜିଲ୍ଲାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ୨୪ ବର୍ଷ ଧରି ନିର୍ବାଚିତ ହୋଇ ଶାସନ…

ନବୀନ ଜିଲ୍ଲା ବୁଲିବେ କେବେ ?

କିଛିଦିନ ତଳେ ପ୍ରମିଳା ଦିଦି ଏକ ଗୁରୁତ୍ବପୂର୍ଣ ସୂଚନା ଦେଇଥିଲେ । ଶଙ୍ଖ ଦଳର ସଭ୍ୟ ସଂଗ୍ରହ ଅଭିଯାନପ୍ରତି ବିପୁଳ ସମର୍ଥନ ମିଳୁଚି ଲୋକଙ୍କ ପାଖରୁ । ଖୁବଶୀଘ୍ର ନବୀନ ବାବୁ ଜିଲାଗସ୍ତରେ ବାହାରିବେ । ଭଲ କଥା। ଦଳର ସଭାପତି…