Author: Papirani

ଓସିଏକୁ ସରଳ ପ୍ରଶ୍ନ; ସନାତନ ପାଣି ଲିଜେଣ୍ଡ ନୁହଁନ୍ତି ?

ଓଡ଼ିଶା କ୍ରିକେଟ ଆ ଆସୋସିଏସନ ଲିଜେଣ୍ଡ ଶବ୍ଦର ଅର୍ଥ ବୁଝେ କି ନା ଆମେ ଜାଣୁନା। ରବିବାରର ଦିନିକିଆ ମ୍ୟାଚବେଳେ ବାରବାଟୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କ ଲାଗି ବସିବା ଓ ମ୍ୟାଚ ଦେଖ‌ିବାର ସୁବିଧା କରାଯାଇଥିଲା। ବିଶେଷ କରି ପଦ୍ମ…

ପ୍ରଭାସ ଆଚାର୍ଯ୍ୟଙ୍କୁ ଅସମ୍ମାନିତ କଲା ଓସିଏ

ଓଡ଼ିଆରେ ଗୋଟୋ ବୋଲି ଅଛି ଭଲା ରାମଚଣ୍ଡୀ ଭଲାରେ…। ସେ ଲାଇନଟି ଏଠି ଏହି ଘଟଣାରେ ଠିକ୍ ବସୁଛି। ଭଲା ଓସିଏ ଭଲାରେ ପ୍ରଭାସଙ୍କୁ ବାଦାମ ଧରାଇ ଭଲା ପାସ୍‌ ପାଇଁ ଗଲାରେ। ପ୍ରଭାସ ଆଚାର୍ଯ୍ୟ ହେଉଛନ୍ତି ଦୈନିକ ସମାଜର ପ୍ରକାଶକ…

ପୁଣି ବଢିଲା ସୁନାଦର; ୮୦ ହଜାର ପାର୍ ହେଲା ୨୨ କ୍ୟାରେଟ୍ ସୁନାର ମୂଲ୍ୟ 

ଆଜି ପୁଣି ବଢିଲା ସୁନାଦର । ଆଜି ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୭୦ ଟଙ୍କା ବଢ଼ିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୮୦୦ ଟଙ୍କା ବଢ଼ିଛି । ଏବେ ସୁନାଦର…

ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ଆଜିଠୁ ବିଶ୍ବ ପ୍ରସିଦ୍ଧ ୧୫୨ ତମ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ। ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ। ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ଏହି ମେଳାରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ…

କୋରାପୁଟର ଲକ୍ଷ୍ମୀପୁରରେ ଲଜ୍ଜା; ପାହାଡ ଉପରକୁ ଟେକି ନେଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ। ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।ନାଟକ ଦେଖିବା ବେଳେ ପାହାଡ ଉପରକୁ ଟେକି ନେଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ…

ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଲେ ସିଆଇଟିୟୁର କର୍ମୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଆଦାନୀ-ଜେଏସଡବ୍ଲ ମେଳି ବିରୋଧରେ ୧୨ଦଫା ଦାବିରେ ସିଆଇଟିୟୁର ରଣହୁଙ୍କାର ଦେଖିବାକୁ ମିଳିଛି । ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଛନ୍ତି ସିଆଇଟିୟୁର କର୍ମୀ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଟୁ କର୍ମୀ ଖଣି…

ରାଜରାସ୍ତାରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକ

ନିଜ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ଶିକ୍ଷକ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶିକ୍ଷକଙ୍କ ବହୁ ଦିନର ଦାବି ପୂରଣ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ। ଜୁନ ୨୦୦୮ରୁ ଡିସେମ୍ବର ୨୦୧୩ ମଧ୍ୟରେ…

ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି

ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା…

ଜଙ୍ଗଲରୁ ମିଳିଲା ସ୍କୁଲ ୟୁନିଫର୍ମ ପିନ୍ଧା ଦୁଇ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ମାଲକାନଗିରି ଜିଲ୍ଲାରେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଙ୍ଗଲରୁ ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି…

ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା: କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେଡି

ଗତକାଲି ବାରବାଟୀରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ଏବେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି…