ତାଜା ଖବର ରାଜନୀତି ରାଜ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ October 11, 2024 Papirani ଆଜି ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଅଷ୍ଟମୀ ପୂଜା । ଆଜି ମହାମାୟାଙ୍କ ମହାଷ୍ଟମୀ ଅବସରରେ ଭୁବନେଶ୍ୱରର ପୂଜା ମଣ୍ଡପ ବୁଲୁଛନ୍ତି ବିଜେଡ ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ରାଜଧାନୀ । ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ବିଭିନ୍ନ ପୂଜା…
ତାଜା ଖବର ରାଜ୍ୟ ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଆକ୍ରମଣ; ୭ ଆହତ October 11, 2024 Papirani ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଆକ୍ରମଣ ।ଯାଜପୁର ବଡ଼ଚଣାରେ ପୋଲିସ ଟିମ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଡେଲାଙ୍ଗ ଓ ବଡ଼ଚଣା ଥାନାର ୭ ଜଣ ପୋଲିସ ଆହତ ହୋଇଥିବା ଜଣାଯାଇଛି। ଡେଲାଙ୍ଗରୁ ଅପହରଣ ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା…
ତାଜା ଖବର ଦେଶ ଦୁବାଇରେ ମହାଦେବ ଅନଲାଇନ୍ ବେଟିଂ ଆପ୍ର ମାଲିକ ଅଟକ October 11, 2024 Papirani ବହୁ ଚର୍ଚ୍ଚିତ ମହାଦେବ ବୁକ୍ ଅନଲାଇନ୍ ବେଟିଂ ଆପ୍ର ମାଲିକ ଦୁବାଇରେ ଅଟକ । ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ ପରେ ଅଟକ ରଖାଯାଇଛି । ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା । ସପ୍ତାହେ ଭିତରେ ସୌରଭଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ October 11, 2024 Papirani ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଗୁରୁବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଏକାଧିକ ବ୍ରେନ ହାମରେଜ ସହ ବିଭିନ୍ନ ଜାଗାରେ ରକ୍ତ…
ତାଜା ଖବର ରାଜ୍ୟ ଖଣ୍ଡଗିରି ଥାନାରେ ମହିଳାଙ୍କ ଉତ୍ପାତ ଘଟଣା: ରୁଜୁ ହେଲା ମାମଲା; ଦେଖନ୍ତୁ ପୁରା ଭିଡିଓ… October 10, 2024 Papirani ଗତକାଲି ରାତିରେ ମଦ୍ୟପାନ କରି ମହିଳା ଖଣ୍ଡଗିରି ଥାନାରେ ଉତ୍ପାତ କରିବା ଘଟଣାରେ ଆଜି ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଦୁର୍ବ୍ୟବହାର ନେଇ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା October 10, 2024 Papirani ବିଜୁ ଜନତା ଦଳକୁ ପୁଣି ଲାଗିଲା ଶକ୍ତ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା । ଆଜି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜର…
ତାଜା ଖବର ମନୋରଞ୍ଜନ ରାଜ୍ୟ ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କଲା କମିଶନରେଟ ପୋଲିସ October 10, 2024 Papirani ଜମି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ମିଛ ଜମି ଦେଖାଇ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ…
ତାଜା ଖବର ରାଜ୍ୟ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ October 10, 2024 Papirani ଆଜିଠୁ ଖୋଲିଲା ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟ। ଏଥର ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ ପର୍ଯ୍ୟଟକ। ବର୍ଷାଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଏସ୍ସିବି ମେଡିକାଲ ଡାଟାଏଣ୍ଟ୍ରି ଅପରେଟର October 10, 2024 Papirani ଭିଜିଲାନ୍ସ ଜାଲରେ ଫସିଲେ ଏସ୍ସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟାଏଣ୍ଟ୍ରି ଅପରେଟର । ଲାଞ୍ଚ ନେଉଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଲା ଭିଜିଲାନ୍ସ । ମାଗଣା ମେଡିସିନ ପାଇଁ ଏସ୍ସିବି ମେଡିକାଲରେ ଚିକିତ୍ସା ରୋଗୀଙ୍କ ପୁଅଙ୍କ ଠାରୁ…
ତାଜା ଖବର ରାଜ୍ୟ ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ପ୍ରଦାନ କରାଯିବ ‘ମନୀଷ ସ୍ମାରକୀ ଯୁବ ପୁରସ୍କାର’ October 10, 2024 Papirani ଆଜି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ନିର୍ଭୟ ପରିବାର ତରଫରୁ ବିଶେଷ ଘୋଷଣା କରାଯାଇଛି । ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ପ୍ରଦାନ କରାଯିବ ‘ମନିଷ…