Author: Papirani

ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ୧୮ ମୃତ

ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ମହାକୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ପାଇଁ ପ୍ରୟାଗରାଜ ଯାଉଥିବା ଭକ୍ତଙ୍କ ଏକ ବିଶାଳ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮…

ଓଡ଼ିଆ ଅସ୍ମିତାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ସାହୁ ଓ ସୂର୍ଯ୍ୟବଂଶୀ

ଗୃହରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳର ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ…

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ମାସର ବକେୟା ରାଶି; ଉପକୃତ ହେବେ ୬୨ ହଜାରରୁ ଊର୍ଦ୍ଧ୍ବ ଷ୍ଟାଫ୍

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ…

ରାଜ୍ୟରେ ବଢ଼ିଛି ଇଞ୍ଜିନିୟର ବେକାରୀ ସମସ୍ୟା 

ଆଜି ଗୃହରେ ବିଧାୟକ ପିତ୍ର ସାଉଁଟାଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ୧୦ ବର୍ଷରେ ଇଞ୍ଜିନିୟରିଂ ପଢ଼ି ପାସ୍‌ କରିଛନ୍ତି ୩୪ ହଜାର ୪୭୧ ପିଲା । କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୫,୨୮୯…

ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ

ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ । କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରୀଥିବା ବେଳେ ବରଗଡ଼ରେ ଅଛନ୍ତି ୫୯୫ ଜଣ ଭିକାରୀ । ସେହିପରି ଗଞ୍ଜାମରେ ୫୪୫ ଜଣ, ବଲାଙ୍ଗୀରରେ ୪୮୨ଜଣ ଏବଂ ସୁନ୍ଦରଗଡରେ ୪୧୭ ଜଣ ଥିବା…

ପୁଲୱାମା ଆକ୍ରମଣ; ଆଜିର ଦିନରେ ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ

୨୦୧୯ ମସିହା ଆଜିର ଦିନ ଥିଲା ଭାରତ ପାଇଁ ଏକ କଳା ଦିନ । ପ୍ରାୟ ୬ ବର୍ଷ ତଳର ଆଜିର ଏହି ଦିନରେ ହୋଇଥିବା ଘଟଣା ମନେ ପକାଇଲେ ମନରେ ଯେତିକି ଭୟ ଆସେ ସେତିକି ଦୁଃଖ ମଧ୍ୟ ଲାଗେ…

ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ; ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ଦେଲେ ସୂଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ସୂଚନା ଦିଆଯାଇଛି । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ…

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପାଇଁ ଆମେରିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହ୍ୱାଇଟ୍ ହାଉସରେ ଭେଟ ହୋଇଛି । ଟ୍ରମ୍ପଙ୍କର କ୍ଷମତା ଗ୍ରହଣ କରିବା ପରେ…

ଆଦିବାସୀ ନାବାଳିକାଙ୍କ ଗଣବଳାତ୍କାର ଘଟଣା; ଲକ୍ଷ୍ମୀପୁର ଗସ୍ତ କଲା ବିଜେଡି ଟିମ

ଲକ୍ଷ୍ମୀପୁରରେ ନାବାଳିକା ଆଦିବାସୀ ଝିଅକୁ ଗଣବଳାତ୍କାର ଅଭିଯୋଗର ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରିବା ପାଇଁ ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ କୋରାପୁଟର ଲକ୍ଷ୍ମୀପୁର ଗସ୍ତ କରିଛି। ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ୍, କୌଶଲ୍ୟା ହିକକା, ସସ୍ମିତା ମେଲେକା,…

ଏଡିଇଓଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି । ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ହୋଇଥିବା ଚଢ଼ଉରେ ଏହି ସମସ୍ତ ସ୍ଥାବର ଅସ୍ଥାବର…