Author: Papirani

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୪ ମାଓବାଦୀ ମୃତ

ଓଡ଼ିଶା ଏବଂ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବଡ଼ ସଫଳତା ମିଳିଛି । ନୂଆପଡ଼ା ଓ ଗରିଆବନ୍ଧ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଗଲା ୩୬ ଘଣ୍ଟା ହେବା ଉଭୟ ରାଜ୍ୟର ସୀମାନ୍ତରେ…

ନୀରଜ ଚୋପ୍ରାଙ୍କ ପତ୍ନୀ ଜଣେ ଭଲ ଟେନିସ ତାରକା

ହଠାତ୍ ରବିବାର ଦିନ ସନ୍ଧ୍ୟାବେଳେ ଜାଭେଲିନ୍ ଲିଜେଣ୍ଡ ନୀରଜ ଚୋପ୍ରା ସୋସିଆଲ ମିଡିଆରେ ନିଜ ବାହାଘରର ଫଟୋ ସେୟା ସୟାର କରି ଏକପ୍ରକାର ଚହଳ ପକାଇ ଦେଇଥିଲେ। ପୂର୍ବରୁ କୌଣସି ପ୍ରକାର ଚିମୁଟାଏ ଖବର ମଧ୍ୟ ନୀରଜଙ୍କ ବିବାହକୁ ନେଇ ଆସୁନଥିଲା…

ବୋଥ୍ରାଙ୍କ ତତ୍ତ୍ବାବଧାନରେ କ୍ରାଇମ୍‌ବ୍ରାଞ୍ଚ କାହାକୁ ସୁରକ୍ଷା ଦେଉଥିଲା ?

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ହେବାକୁ ବସିଥିଲେ ମଧ୍ୟ ଏଯାଏଁ ଘଟଣାର ସତ୍ୟାସତ୍ୟ ଉପରୁ ପରଦା ଉଠିନାହିଁ । ସେତେବେଳେ ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିଲା । ହେଲେ ପରେ ତତ୍କାଳୀନ…

ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ

ରାଜଧାନୀ ଭୁବନେଶ୍ବରରେ କଂଗ୍ରେସର ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’ କରାଯାଇଛି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ଅଭିଯୋଗ ଆଣି ରାଜରାସ୍ତାରେ ପ୍ରତିବାଦ କରିଛି କଂଗ୍ରେସ। ଆଜି ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁଙ୍କ ନେତୃତ୍ୱରେ ୮ ଦଫା ଦାବି…

ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ; ଦୁଇ ମାଓବାଦୀ ନିହତ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ସୀମାନ୍ତ ଗରିଆବନ୍ଧ ଜିଲ୍ଲା କୁଲାରୀଘାଟ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ । ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି…

୪ର୍ଥ ଦିନରେ ଚାଲିଛି ବ୍ରଜକିଶୋର ଦାସଙ୍କ ଘରେ ଚଢ଼ାଉ

ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ୪ର୍ଥ ଦିନରେ ଚାଲିଛି ବ୍ରଜକିଶୋର ଦାସଙ୍କ ଘରେ ଚଢ଼ାଉ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଧନକଉଡ଼ା ସ୍ଥିତ ଘର ଓ ଅଫିସରେ ଏହି ରେଡ କରାଯାଉଛି…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ କଲିକତା ଆରଜି କର ମେଡିକାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀ ସଂଜୟ ରାୟକୁ ମିଳିଲା ଆଜୀବନ କାରା ଦଣ୍ଡାଦେଶ । ଗତ ୧୮ ତାରିଖରେ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ…

୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟରେ ପ୍ରଧାନମନ୍ତୀ ଆବାସ ସର୍ଭେ କାର୍ଯ୍ୟ। ସର୍ଭେ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ସେ କହିଛନ୍ତି ୨୪ରୁ ଆରମ୍ଭ ହେବ ସର୍ଭେ କାର୍ଯ୍ୟ । ଏଥିପାଇଁ ଅଫ୍‌ଲାଇନ୍‌…

ଖଣିମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କୋଣାର୍କ ଇକୋ ରିଟ୍ରିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଣାର୍କରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ‘ବିକଶିତ ଭାରତ ୨୦୪୭’ର ପରିକଳ୍ପନା ଅନୁଯାୟୀ ଆୟୋଜନ କରାଯାଉଛି। ତୃତୀୟ ଜାତୀୟ…

ଶୀତରେ କଲବଲ ସାରା ରାଜ୍ୟ; ୧୦ ଡିଗ୍ରୀ ତଳେ ୫ ସହରର ତାପମାତ୍ରା

ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ରାଜ୍ୟରେ ରାତି ତାପମାତ୍ରା କମିବା ସହିତ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହେଉଛି । ଫୁଲବାଣୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୫ ସହର । ୭…