Author: Papirani

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ଫେଲ୍‌; ନୋ ଡିଟେନ୍ସନ ପଲିସି ରଦ୍ଦ କଲା କେନ୍ଦ୍ର

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେବେନି କଟକଣା ହଟିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇ ‘ନୋ ଡିଟେନ୍ସନ ପଲିସି’ ରଦ୍ଦ କରିଦେଇଛି ।ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ…

ରୁବେନ୍‌ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତି; ବିରୋଧୀଙ୍କ ମତକୁ ନେଇ ଲେଖାଯାଇଛି ବହି: ବିଜେଡି

ରାଜନୈତିକ ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ। ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ବର୍ଷିଛି ବିଜେଡି। ବହିରେ ଥିବା ତଥ୍ୟ…

୩ ଦିନ ଭିତରେ ସରିବ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ; ୫ ଦିନରେ ମିଳିବ କ୍ଷତି ପୂରଣ ରାଶି

ଅମଳ ସମୟରେ ଦାଉ ସାଜୁଛି ଲଗାଣ ବର୍ଷା। ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ କ୍ଷେତରେ ଧାନ ବିଡା ପାଣିରେ ବୁଡି…

କାଲିଠୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା

କାଲିଠାରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି…

ରାଜଧାନୀରେ ଯୁବକଙ୍କୁ ଛୁରୀରେ ଆକ୍ରମଣ ସହ ବାନ୍ଧବୀକୁ ଅପହରଣ ଅଭିଯୋଗ 

ରାତି ଅଧରେ ରାଜଧାନୀରେ ଯୁବତୀଙ୍କୁ ଅପହରଣ। ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଅପହରଣ । ଯୁବକ ଓ ଯୁବତୀ ଦୁଇଜଣ ରାତିରେ ଯାଉଥିବା ସମୟରେ ଛୁରୀରେ ଆକ୍ରମଣ କରି ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ମିଳିଛି । ଯୁବତୀଙ୍କ…

ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନଉଠିଲେ କଂଗ୍ରେସର କରିବ ଆନ୍ଦୋଳନ ଓ ରାସ୍ତାରୋକ: ତାରା 

ଆସନ୍ତା ୨୫ ତାରିଖ ସୁଦ୍ଧା କୋରାପୁଟ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲାରେ ଆନ୍ଦୋଳନ ଓ ବନ୍ଦ କରାଯିବ ବୋଲି ଆଜି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।…

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

ଉତ୍ତର ପ୍ରଦେଶର ପିଲିଭିତରେ ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସ୍ମନପ୍ରୀତ ସିଂହ। ସେମାନଙ୍କ ନିକଟରୁ ୨ଟି ଏକେ ୪୭ ଓ…

୨୪ ବିଦାୟ ଅବଗଣନା ଆରମ୍ଭ: ୬ ମାସିଆ ସ୍କୋର କାର୍ଡ଼; ଅଶ୍ବିନୀ ମ୍ୟାନ୍ ଅଫ ଦି ମ୍ୟାଚ୍

ଆଉ କେଇଟା ଦିନ ପରେ ୨୦୨୪ ବିଦାୟ ନେବ। ଅନେକ ଘଟଣାର ମୂକସାକ୍ଷୀ ହୋଇ ରହିଯିବ ବର୍ଷ ୨୦୨୪ । ସମସ୍ତେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ନୂଆବର୍ଷକୁ । ତେବେ ୨୦୨୪ର ରୋମନ୍ଥନ ଜରୁରୀ । ସେ ଦୃଷ୍ଟିରୁ ଆଜିର…

ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା ବେଳେ ମୋଦୀ କହିଲେ ‘ଜୟ ଜଗନ୍ନାଥ’

ଦୁଇ ଦିନିଆ କୁଏତ ଗସ୍ତ ସମୟରେ ଶୁକ୍ରବାର ମିନା ଅବଦୁଲ୍ଲା ଅଞ୍ଚଳରେ ଥିବା । ଏକ ଶ୍ରମିକ କ୍ୟାମ୍ପକୁ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏକାଠି ସେମାନଙ୍କ ସହ ବସି…

‘ନିର୍ଭୟ’ କହିଥିବା କଥା ହେଲା ସତ; ଏବେ ଅଧିକାଂଶ ଜିଲ୍ଲାରେ ଧାନ ଉଠାଉ ନାହାନ୍ତି ମିଲର୍ସ

ନଭେମ୍ବର ୧୩ ତାରିଖ ନିର୍ଭୟ ସଂସ୍କରଣରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ‘ଧାନ ସଂଗ୍ରହରେ ଅପ‌ଯୋଗ ଆଶଙ୍କା ବଢ଼ୁଛି, ଭାଜପା ସରକାରକୁ ଘେରିବ ମିଲର୍ସ ସଂଘ ! ଠିକ୍ ତାହାହିଁ ହେଉଛି। ଭାଜପା ସରକାରଙ୍କୁ ଠିକ ଧାନ ସଂଗ୍ରହ ଋତୁରେ ବ୍ଲାକ୍‌ମେଲ…