Author: Papirani

ହୋଲି ପାଇଁ ଜାରି ହେଲା କଟକଣା

ଆସନ୍ତାକାଲି ଓଡ଼ିଶାରେ ପାଳନ ହେବ ରଙ୍ଗର ପର୍ବ ହୋଲି । ଏଥିପାଇଁ ଜାରି ହୋଇଛି କଟକଣା । କଟକ ସହର ପାଇଁ ହୋଲି କଟକଣା ଲାଗୁ କରିଛନ୍ତି ଡେପୁଟି ପୋଲିସ କମିଶନର୍ ଋଷିକେଶ ଖିଲାରୀ । କଟକ ସହରରେ ୨୨ ପ୍ଲାଟୁନ୍…

ଜେଲ ଗଲେ ବିଜେଡି ନେତା ରାଜା ଚକ୍ର

ଜେଲ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ବାଲେଶ୍ବର ଜେଲ୍ ଗଲେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ତେବେ କୌଣସି ରିମାଣ୍ଡ ଆବେଦନ କଲା…

ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର

ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର। ହାଜର ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି ରାଜାଙ୍କୁ କ୍ରାଇମବ୍ରାଞ୍ଚ…

ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ; ୯ ଗିରଫ

ରାଜଧାନୀର ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ । ବେଆଇନ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ ହୋଇଛି। ଏହି ଚଢାଉ ବେଳେ ୫ ହାଜର ଲିଟର ପୋଚ ସହ ୧ ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି…

ମାର୍ଚ୍ଚ ୧୮ ରୁ ଖୋଲିବ ପାରଦର୍ଶୀ ପୋର୍ଟାଲ

ଆସନ୍ତା ୧୮ ତାରିଖରୁ ଖୋଲିବ ପାରଦର୍ଶୀ ପୋର୍ଟାଲ । ଘରୋଇ ସ୍କୁଲ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ୨୫% ସିଟରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିପାରିବେ । ଏପ୍ରିଲ ୩ ପରିବର୍ତ୍ତେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ…

ଆସନ୍ତା ୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ

ରାଜ୍ୟର ସମସ୍ତଙ୍କର ଯେପରି ପକ୍କା ଘର ଅର୍ଥାତ୍ ଛାତ ଘର ହେବ ସେଥିପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୩୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ । କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ…

ବିଜେପି ସରକାରର ଓଡ଼ିଆ ଅସ୍ମିତା ଗଲା କୁଆଡେ: ବିଜେଡି

ଆଜି ଗୃହରେ ପୋଲାଭରମ ଝଡ଼ ସୃଷ୍ଟି ହୋଇଛି । ପୋଲଭରମ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେ କହିଛନ୍ତି ପୋଲାଭରମ ପ୍ରକଳ୍ପକୁ ନେଇ ସରକାରଙ୍କ ନୀରବ ଆଶ୍ଚର୍ଯ୍ୟ ଜନକ। ଦୀର୍ଘ ବର୍ଷ…

ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜଣଙ୍କ ଜୀବନ

ରାଜ୍ୟରେ ଗତ ଦୁଇ ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜଣଙ୍କ ଜୀବନ। ଆଜି ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ…

ଯୁକ୍ତ ୨ ପରେ ବି.ଏଡ଼ କରିପାରିବେ ଛାତ୍ରଛାତ୍ରୀ

ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବି.ଏଡ଼ ପାଠ୍ୟକ୍ରମ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଏଥର ଗ୍ରାଜୁଏସନ୍ ନୁହେଁ ଯୁକ୍ତ୨ ପରେ ହେବ ବି.ଏଡ଼ ପାଠପଢ଼ା । ITEP (Intigreted teacher…

ରାଜାଙ୍କୁ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି: ବଦ୍ରି ପାତ୍ର 

ରାଜା ଚକ୍ର ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ତତ୍କାଳୀନ ଜିଲ୍ଲାପାଳ…