ତାଜା ଖବର ରାଜନୀତି ରାଜ୍ୟ ୫ଟି ଦୁର୍ନୀତିକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 28, 2024 Papirani ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପାଳନ ହେଉଛି ଦୁର୍ନୀତି ନିବାରଣ ସପ୍ତାହ। ଲୋକସେବା ଭବନରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ…
ତାଜା ଖବର ବିଶ୍ୱ ରାଜ୍ୟ ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’, ୧୩୬ରୁ ଉର୍ଦ୍ଧ୍ୱ ମୃତ, ପ୍ରାୟ ୪୦ ଜଣଙ୍କ ମିଳୁନି ପତ୍ତା October 28, 2024 Papirani ଫିଲିପାଇନ୍ସରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’ । ଏହାର ପ୍ରଭାବରେ ବର୍ଷା, ପବନ ସହ ଭୂସ୍ଖଳନ ମଧ୍ୟ ହୋଇଛି । ଏହି ଘୂର୍ଣ୍ଣଝଡ଼ ପ୍ରଭାବରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…
ତାଜା ଖବର ଦେଶ ଆସନ୍ତାବର୍ଷ ହେବ ଜନଗଣନା October 28, 2024 Papirani ଆସନ୍ତାବର୍ଷ ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର ରାଷ୍ଟ୍ରୀୟ ଜନଗଣନା । ଜନଗଣନା ଆସନ୍ତାବର୍ଷ ୨୦୨୫ରୁ ୨୦୨୬ ପର୍ଯ୍ୟନ୍ତ ହେବ। ୨୦୨୬ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରି ଚୂଡାନ୍ତ ରିପୋର୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସରକାରୀ ସୂତ୍ରରୁ ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ଆଜି ମଧ୍ୟ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ October 28, 2024 Papirani ଆଜି ଦ୍ଵିତୀୟ ଦିନରେ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଲୀଖଟିରେ ମଧ୍ୟ ସ୍ଥିତି ଅନୁଧ୍ୟାନ…
ତାଜା ଖବର ରାଜ୍ୟ ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର; ଅଳ୍ପକେ ବର୍ତ୍ତିଲେ ୪ ପରିବାର October 28, 2024 Papirani ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ଘଟିଛି ଅଘଟଣ। ଆଜି ଭୋରୁ ୪ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ବଖରା ଘର…
ତାଜା ଖବର ରାଜ୍ୟ ପୋଲିସ ପିନ୍ଧିବେ ବଡି କ୍ୟାମେରା October 27, 2024 Papirani ଅମାନିଆଙ୍କୁ ସାବାଡ ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏଥିପାଇଁ କମିଶନରେଟ୍ ପୋଲିସ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛି । ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍…
ତାଜା ଖବର ରାଜ୍ୟ ବିମାନବନ୍ଦରରେ ଦେଖାଯାଇଥିବା ଜନ୍ତୁ ବାଘ ନୁହେଁ ବଣଭୂଆଁ ! October 27, 2024 Papirani ଶନିବାର ଭୁବନେଶ୍ୱର ବିମାନବନ୍ଦର ଡମ୍ପିଂ ୟାର୍ଡ ନିକଟରେଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଥିଲା । ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ । ବାଘ ବୁଲୁଥିବା ଭାବି ଯନ୍ତା ଓ ଟ୍ରାପ୍ କ୍ୟାମେରା ଲାଗିଥିବା ବେଳେ ସେଥିରେ ବାଘ ବଦଳରେ ବଣଭୂଆଁ…
ତାଜା ଖବର ରାଜନୀତି ରାଜ୍ୟ ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତିଙ୍କୁ ଡାକିଲେ କିନ୍ତୁ ବିଧାୟକଙ୍କୁ ଡାକିଲେନି ! October 26, 2024 Papirani ବାତ୍ୟାର ସମୀକ୍ଷା ପାଇଁ କେନ୍ଦ୍ରାପଡା ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାତ୍ୟା ପରେ ପ୍ରାଶାସନିକ ସ୍ତରରେ କରିଥିବା ସମୀକ୍ଷା ବୈଠକ କରିଥିଲେ ।କେନ୍ଦ୍ରାପଡ଼ାରେ ବାତ୍ୟା ପରେ ବସିଥିବା ସମୀକ୍ଷା ବୈଠକରେ ବିଜେଡି ବିଧାୟକ ମାନଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା: ବିଜେଡି October 26, 2024 Papirani ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ…
ତାଜା ଖବର ରାଜନୀତି ରାଜ୍ୟ ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ: ମୁଖ୍ୟମନ୍ତ୍ରୀ October 26, 2024 Papirani ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା…