ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ହେମା ମାଳିନୀ May 17, 2024 Papirani ରାଜ୍ୟରେ ଜମୁଛି ନିର୍ବାଚନ ପ୍ରଚାର। ଓଡ଼ିଶାକୁ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ । ଆଜି ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଡ୍ରିମଗାର୍ଲ ତଥା ସାଂସଦ ହେମା ମାଳିନୀ । ବିଜେପିର ମଥୁରା…
ରାଜନୀତି ରାଜ୍ୟ ହିସାବ ନ ଦେବା ପର୍ଯ୍ୟନ୍ତ ପାଣ୍ଡିଆନଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଦେବୁନି: ଭୁପେନ୍ଦ୍ର ଯାଦବ May 17, 2024 Papirani ଭୁବନେଶ୍ଵର,ତା.୧୬/୦୫: ବିଜେପି ଏବେ ବିଜୟ ଯାତ୍ରାରେ ବାହାରିଛି । ଗତ କିଛିଦିନ ହେବ ଦେଖୁଛି, ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମେତ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି । ଗତ କାଲି ଖଲିକୋଟରେ ବିଜେପି କାର୍ଯ୍ୟକର୍ତାଙ୍କୁ ବିଜେଡିର ଗୁଣ୍ଡାମାନଙ୍କ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ May 16, 2024 Papirani ବିଜେପିରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଭାଜପା ରାଜୁଙ୍କୁ ସୋରରୁ ପ୍ରାର୍ଥୀ କରି ଟିକେଟ୍ ଫେରାଇ ନେଇଥିଲା । ଯାହା ପରେ…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ May 16, 2024 Papirani ବିଜେଡିରେ ସାମିଲ ହେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ । ସେ ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ସେ ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସୋମବାର ପୁରୀରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ May 16, 2024 Papirani ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଟାର୍ଗେଟରେ ଓଡ଼ିଶା । ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ବିଜେପି କେନ୍ଦ୍ର ନେତାଙ୍କ ଓଡ଼ିଶା ଘନଘନ ଗସ୍ତ ରାଜନୀତିକୁ ଆହୁରି ସରଗରମ କରୁଛି । ନିର୍ବାଚନ ପ୍ରଚାର ମଧ୍ୟରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି। ପୁରୀ…
ତାଜା ଖବର ରାଜ୍ୟ କଳାପଥର ମାଇନ୍ସରେ ଧସିଲା ମାଟି ଅତଡ଼ା; ଜଣେ ମୃତ,୩ଜଣ ଶ୍ରମିକ ନିଖୋଜ May 16, 2024 Papirani ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିଛି । ପଥର ଖୋଳୁ ଖୋଳୁ ମାଟି ଅତଡ଼ା ଧସିପଡ଼ିବାରୁ ଚାପିହୋଇ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳୁନଥିବା…
ତାଜା ଖବର ରାଜନୀତି ରାଜ୍ୟ ଖଲ୍ଲିକୋଟରେ ପୋଲିସ୍ ଭ୍ୟାନକୁ ବୋତଲ ଓ ପଥର ମାଡ଼; ୧୪୪ ଜାରି କଲା ପ୍ରଶାସନ May 16, 2024 Papirani ପୁଣି ଖଲ୍ଲିକୋଟରେ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ May 16, 2024 Papirani ଆଜି ଓଡ଼ିଶା ଆସିବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି ଆୟୋଜିତ ହୋଇଥିବା କଂଗ୍ରେସ ମହା ସମାବେଶରେ ଯୋଗଦେବେ । ଗୁଦାରୀ ଏୟାରଷ୍ଟ୍ରିପରେ ଆଜି ଅପରାହ୍ନ ୨ଟା ୪୦ ରେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ…
ତାଜା ଖବର ରାଜନୀତି ରାଜ୍ୟ ଗଞ୍ଜାମ ହିଂସା ନେଇ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର May 16, 2024 Papirani ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ଟ୍ୱଇଟ କରି କହିଛନ୍ତି ପ୍ରାକ୍ ନିର୍ବାଚନୀ ହିଂସାରେ ଆମର ଦଳର…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ସରକାର ଆସିଲେ ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ, ନବୀନ ନୁହେଁ : ଅପରାଜିତା May 16, 2024 Papirani ଚଳିତବର୍ଷ ଯଦି ରାଜ୍ୟରେ ବିଜେଡି ସରକାର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେନି। କ୍ଷମତା ଯାହାର ଚାଲିଯିବ ପାଣ୍ଡିଆନ ହିଁ ହେବେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନଙ୍କୁ ପାଣ୍ଡୁଜୀ ବୋଲି ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ ସାବଧାନ ରହିବାକୁ ଆହ୍ୱାନ କରିଛନ୍ତି ଭୁବନେଶ୍ୱର ବିଜେପି…