ତାଜା ଖବର ରାଜନୀତି ରାଜ୍ୟ ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ November 5, 2024 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।…
ତାଜା ଖବର ରାଜ୍ୟ ଓଡ଼ିଶା ରେ ହାତୀଙ୍କ ରହିବା ପାଇଁ ଜାଗା ଅଭାବ November 5, 2024 Papirani ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜ ସାଥୀ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦଳ ସମେତ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏଥିରେ ବ୍ରେକ୍ ନ ଲାଗି ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗୁଛି ।…
ତାଜା ଖବର ରାଜନୀତି ରାଜ୍ୟ ଧାନ ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା November 5, 2024 Papirani ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା। ଚାଷୀଙ୍କ ସୁରକ୍ଷା, କଟନୀ ଛଟନୀ ମୁକ୍ତ ଧାନ କିଣା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ତେଣୁ ଏହି ଧାନ କିଣା କାରବାରରେ ସ୍ୱଚ୍ଛତା…
ତାଜା ଖବର ରାଜ୍ୟ ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ତ୍ରୀକୁ ନିଜେ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର November 5, 2024 Papirani କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ ଘଟୁଛି ଅଭାବନୀୟ ଘଟଣା । ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ୨୪ ଘଣ୍ଟା ନ…
ଖେଳ ତାଜା ଖବର ୨୦୩୬ରେ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଇଓସିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ November 5, 2024 Papirani ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ । ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି ଦ୍ବାରା ଇଚ୍ଛା ଜାହିର କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ । ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ…
ତାଜା ଖବର ରାଜନୀତି ରାଜ୍ୟ ଜାତୀୟ ଉତ୍ସବ ଭାବେ ପାଳିତ ହେବ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ November 5, 2024 Papirani କେନ୍ଦ୍ର ସରକାର ଉତ୍କଳ କେଶରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏହିପରି ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଜାତୀୟ…
ତାଜା ଖବର ରାଜନୀତି ରାଜ୍ୟ ମେଘନାଦ ପାଚେରୀରୁ ପାଣି ଗଳିବା ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: ବିଜେଡି November 5, 2024 Papirani ମେଘନାଦ ପାଚେରୀରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି । ଗୋଟେ ଦଳ ଅନ୍ୟ ଦଳ ଉପରେ ମେଘନାଦ ପାଚେରୀରେ ଫାଟକୁ ନେଇ ଦୋଷ ଲଦିବାର ସୁଯୋଗ ଛାଡୁନାହାନ୍ତି ।…
ତାଜା ଖବର ରାଜ୍ୟ ଦାଦନ ସର୍ଦ୍ଦାରଙ୍କୁ ନେଇ ଚିନ୍ତାରେ ଶ୍ରମ ବିଭାଗ November 5, 2024 Papirani ବଲାଙ୍ଗିର ଜିଲ୍ଲା ବେଲପଡା଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦାଦନ ଶ୍ରମିକ ଚାଲାଣ ହଟେଇ ଦେବି ବୋଲି ତାଙ୍କ ବକ୍ତବ୍ୟରେ କହିଲା ପରଠାରୁ ଶ୍ରମ ବିଭାଗ ଓ ମଣିଷ ବେପାରୀ ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ମୁଣ୍ଡ ବିନ୍ଧା ବଢ଼ି ଯାଇଛି । ମଣିଷ…
ବିଶ୍ୱ ରାଜନୀତି ଆଜି ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ November 5, 2024 Papirani ଆମେରିକାରେ ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେଉଛି। ଯଦିଓ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୮ ଜଣ ପ୍ରାର୍ଥୀ ଅଛନ୍ତି, ତଥାପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା…
ତାଜା ଖବର ରାଜନୀତି ରାଜ୍ୟ ମୋହନ ସରକାର ଚାହାନ୍ତି ନାହିଁ କି ଝୋଟ ବ୍ୟାଗ୍ ଦୁର୍ନୀତିରୁ ପରଦା ହଟୁ ? November 4, 2024 Papirani ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ…