Author: Papirani

ରାଜ୍ୟରେ ୨୩୮୦ ଗାଁକୁ ନାହିଁ ଏବେବି ଗମନାଗମନର ସୁବିଧା

ଆଜି ବିଧାନସଭା ଗୃହରେ ଉଠିଲା ଗମନାଗମନର ଅସୁବିଧାର ପ୍ରସଙ୍ଗ । ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପଚାରିଥିବା ପ୍ରଶ୍ନରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାଏକଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତରରେ…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ।ଆଜି ସକାଳ ୭ ଟାରେ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ମାରାଥନ୍ ରେଡ୍ କରୁଛନ୍ତି ସିବିଆଇର ୮ ଜଣିଆ ଟିମ୍‌ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ସିବିଆଇ ଖୋଳତାଡ଼…

କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା; ପ୍ରତିକ୍ରିୟା ରଖିଲେ ମୃତ ଛାତ୍ରୀଙ୍କ ବାପା

କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଆଜି ହେବ ମେଡିକାଲରେ ଶବ ବ୍ୟବଚ୍ଛେଦ। ମୃତ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ମୃତ ଛାତ୍ରୀଙ୍କ ବାପା ମାଆ। ଭୁବନେଶ୍ଵରରେ…

ରନ୍‌ୱେରେ ବଡ଼ଧରଣର ବିମାନ ଦୁର୍ଘଟଣା: ୧୮ ଆହତ

କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନ (୪୮୧୯) ବଡ଼ଧରଣର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବା ସମୟରେ ରନ୍‌ୱେରେ ଓଲଟି ପଡିଥିଲା ଡେଲ୍ଟା ଏୟାରଲାଇନ୍ସ ବିମାନ । ଦୁର୍ଘଟଣା ସମୟରେ ବିମାନରେ ୭୬ ଜଣ ଯାତ୍ରୀ ଥିବା ବେଳେ…

ଜ୍ଞାନେଶ କୁମାର ହେବେ ମୁଖ୍ୟ ନିର୍ବାଚନ କମିଶନର

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ…

ଆଜି ଠାରୁ ଆରମ୍ଭ +୨ ପରୀକ୍ଷା

ଆଜି ଠାରୁ ଆରମ୍ଭ ଯୁକ୍ତ ୨ର ପରୀକ୍ଷା । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପରୀକ୍ଷାର ସୁପରିଚାଳନା ପାଇଁ…

୧୨ ଜିଲ୍ଲାରେ ନାହିଁ ICU ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି କେଉଁ କେଉଁ ସ୍ଥାନରେ ରୋଗୀଙ୍କ ପାଇଁ ଡାକ୍ତର ଅଭାବ ତ କେଉଁଠି ନାହିଁ ଆଇସିୟୁ ବ୍ୟବସ୍ଥା । ଆଜି ବିଧାସଭାରେ ରାଜ୍ୟର ମୁଖ୍ୟ ହସ୍ପିଟାଲ ଆଇସିୟୁ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ…

ରାଜଧାନୀ ରାଜରାସ୍ତାରେ ମିଶନଶକ୍ତି ମହିଳାଙ୍କ ଗର୍ଜନ; ବିକ୍ଷୋଭ ବେଳେ ଏକାଧିକ ମହିଳା ବେହୋସ

ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଥିବା ବେଳେ ଶତାଧିକ ମହିଳା ବେହୋସ ହୋଇଥିବା ଅଭିଯୋଗ ସମ୍ନାକୁ ଆସିଛି। ବିକ୍ଷୋଭ ବେଳେ ବେହୋସ ହୋଇ ପଡିଛନ୍ତି ମିଶନଶକ୍ତି ମାଆ…

ରଘୁବରଙ୍କ ପୁଅ ମାମଲା ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଧାନସଭା ଗୃହରେ ଉଠିଲା ବହୁ ଚର୍ଚ୍ଚିତ ଏଏସଓଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି…

ବିଧାନସଭାରେ ଉଠିଲା ଛି ଛି ଛିରେ ନନୀ ଗୀତ ପ୍ରସଙ୍ଗ

ବିଧାନସଭାରେ ଉଠିଲା ‘ଛି ଛି ଛିରେ ନନୀ’ ଗୀତା ପ୍ରସଙ୍ଗ ।ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଅଛି ‘ଛି ଛି ଛିରେ ନନୀ’ ଗୀତ। ଏହି କୋରାପୁଟିଆ ଭାଷାକୁ ସ୍ବୀକୃତି…