ତାଜା ଖବର ରାଜ୍ୟ ଦେବଗଡ଼ରେ ସରକାରୀ ମୁଦ୍ରଣାଳୟକୁ ଅଧିକ କାର୍ଯ୍ୟକ୍ଷମ ଦାବି; ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଲେ ବିଧାୟକ February 19, 2025 Papirani ଦେବଗଡ଼ ସହରରେ ଥିବା ସରକାରୀ ମୁଦ୍ରଣାଳୟକୁ ଅଧିକ କାର୍ଯ୍ୟକ୍ଷମ ଦାବିରେ ଭୁବନେଶ୍ଵରରେ ଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ସେ ନିଜ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଦେବଗଡ ସହରରେ ଥିବା ସରକାରୀ…
ତାଜା ଖବର ରାଜ୍ୟ ଭୁବନେଶ୍ବର ଏମ୍ସରେ ସିବିଆଇ ରେଡ୍ February 19, 2025 Papirani ଏମ୍ସରେ ସିବିଆଇ ରେଡ୍। ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଭୁବନେଶ୍ବର ଏମସ୍ରେ ହୋଇଛି ସିବିଆଇ ରେଡ୍। ରିକ୍ୟୁରମେଣ୍ଟ ସ୍କାମ୍ ନେଇ ରେଡ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଆଜି ୯ ଜଣିଆ ସିବିଆଇ…
ତାଜା ଖବର ରାଜ୍ୟ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା; ୪ ଯାଏଁ ଗୃହ ମୁଲତବି February 19, 2025 Papirani ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଗୃହରେ ହଟ୍ଟଗୋଳ । ଗୃହରେ ମିଶନଶକ୍ତିର ଗୈରୀକରଣକୁ ନେଇ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ଏହା ଯୋଗୁଁ ଗୃହ ଅପରାହ୍ନ ୪ଟା…
ତାଜା ଖବର ରାଜ୍ୟ କିଟ୍ ଛାତ୍ରୀ ମୃତ୍ୟୁ ଘଟଣା: ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ February 19, 2025 Papirani କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ ସାମ୍ନାକୁ ଆସିଛି ମୃତ ଛାତ୍ରୀଙ୍କ ହାତଲେଖା ସୁଇସାଇଡ ନୋଟ । ପୋଲିସ ହାତରେ ଲାଗିଛି ଛାତ୍ରୀଙ୍କ ସୁଇସାଇଡ ନୋଟ । ସୁଇସାଇଡ୍ ନୋଟଟି ନେପାଳୀ ଭାଷାରେ…
ରାଜ୍ୟ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ୨୦୨୪-୨୫ ଆର୍ଥିକ ବର୍ଷର ୧ଲକ୍ଷ ଦୁଇ ହଜାର କୋଟି ଟଙ୍କାର ପାଣ୍ଠି February 18, 2025 Papirani ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ହୋଇଥିବା ବ୍ୟୟବରାଦ ଓ ପାଣ୍ଠି ଖର୍ଚ୍ଚକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ । ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ୨୦୨୪-୨୫ ଆର୍ଥିକ ବର୍ଷର ୧ଲକ୍ଷ ୧ହଜାର ୨୭୩ କୋଟି ଟଙ୍କା । ଆଜି ବିଧାନସଭା ଗୃହରେ…
ତାଜା ଖବର ରାଜ୍ୟ କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ୫ ଗିରଫ February 18, 2025 Papirani କିଟ୍ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୫ ଜଣ ଗିରଫ । ପୋଲିସ ପ୍ରାଥମିକ ଭାବରେ ତଦନ୍ତ କରି ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ କରିଥିବା ସୂଚନା ମିଳିଛି। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର,…
ତାଜା ଖବର ରାଜ୍ୟ କିଟ୍ ଘଟଣା: ପିଲାଙ୍କୁ ଫେରାଇ ଆଣିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ February 18, 2025 Papirani କିଟ୍ ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପିଲାଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି କ୍ୟାମ୍ପସ୍ ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇବେ ।କେତେ ପିଲା ଫେରୁଛନ୍ତି…
ତାଜା ଖବର ରାଜ୍ୟ ଦୁଇ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ February 18, 2025 Papirani ଆଜି ବିଧାନସଭାରେ ଉଠିଲା ଦାଦନ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ । ଗୃହରେ ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ୨୦୨୩-୨୪ରେ ରାଜ୍ୟ ଏବଂ ଦେଶ ବାହାରେ କାମ କରିବାକୁ ଯାଇ…
ତାଜା ଖବର ରାଜ୍ୟ କିଟ୍ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର February 18, 2025 Papirani କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ରାଜ୍ୟ ସରକାର । ଅଧିକ ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । କିଟ୍ କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଏହି…
ତାଜା ଖବର ରାଜ୍ୟ କ୍ଷମା ମାଗିଲା କିଟ; ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଲା କାର୍ଯ୍ୟାନୁଷ୍ଠାନ ଘୋଷଣା February 18, 2025 Papirani ଭୁବନେଶ୍ୱର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ମାମଲାରେ ଦୁଃଖ ପ୍ରକାଶ କରିବା ସହ ସଫେଇ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। ଏହି ଘଟଣା ଦୁଃଭାର୍ଗଜନକ କହିବା ସହ ତଦନ୍ତ ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ଏଥିସହ…