Author: Papirani

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରୁ ବିଶ୍ବବିଦ୍ୟାଳୟର ଛାତ୍ରୀ ଉଦ୍ଧାର

ସମ୍ବଲପୁର ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବୁର୍ଲା ସହରର ମେଟାକନୀ ମନ୍ଦିର ପଛପଟ ପଡିଆରୁ ଉଦ୍ଧାର କଲା ପୋଲିସ । ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ…

ଦିଲ୍ଲୀ ସରକାର: ରେଖା ଗୁପ୍ତାଙ୍କ ସହ ଶପଥ ନେବେ ୬ ମନ୍ତ୍ରୀ

ଆଜି ଦିଲ୍ଲୀ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ଆଜି ଅପରାହ୍ନ ୧୨ଟା ୩୦ରେ…

ମୃତ କିଟ୍ ଛାତ୍ରୀ କେବଳ ନେପାଳର ଝିଅ ନୁହେଁ, ଓଡ଼ିଶା ମାଟିର ମଧ୍ୟ ଝିଅ: ସୂର୍ଯ୍ୟବଂଶୀ ସୁରଜ

କିଟ୍ ବିଶ୍ୱବିଦ୍ୟାଳୟର ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି ରାଜ୍ୟ ସରକାର । ନ୍ୟାୟ ଦେବା ସହ କିଟ୍ କଲେଜ ପରିସରରେ ଶାନ୍ତି ଫେରାଇ ଅଣାଯିବା ପାଇଁ ନେପାଳର ଦୁଇ ପ୍ରତିନିଧି ସଂଜୀବ ଦାସ ଶର୍ମା…

କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ଲୋୟର ପିଏମ୍‌ଜିରେ ଏବିଭିପିର ବିକ୍ଷୋଭ

ଭୁବନେଶ୍ୱର କିଟ୍ କ୍ୟାମ୍ପସରେ ଚାଲିଥିବା ଛାତ୍ର ଅଶାନ୍ତି ଏବେ ଜାରି ରହିଥିବା ବେଳେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। କିଟ୍‌ରେ ନେପାଳି ଛାତ୍ରଙ୍କୁ ମାଡ଼ର ନିରପେକ୍ଷ…

ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ୧୯୮୮ ଆଇଏଏସ୍ କ୍ୟାଡର୍ ଜ୍ଞାନେଶ କୁମାର । ୨୬ ତମ ମୁଖ୍ୟ ନିର୍ବାଚନର କମିଶନର ଭାବେ ସେ ଦାୟିତ୍ୱ ନେଇଛନ୍ତି । ଗତକାଲି ସିଇସି ପଦରୁ ରାଜୀବ କୁମାର ଅବସର…

ରାଜ୍ୟକୁ ଆସୁଛି ବର୍ଷା; ଆଗାମୀ ୨୪ ଘଣ୍ଟା ପାଇଁ ୩ ଜିଲ୍ଲା ଜାରି ହେଲା ଅରେଞ୍ଜ ଆଲର୍ଟ

ଆସନ୍ତା କାଲିଠାରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୨୦ରୁ ୨୩ ତାରିଖ ଯାଏ ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ନେଇ ସୂଚନା । ରାଜ୍ୟରେ ଝଡ ବର୍ଷା ସହ କୁଆପଥର ମାଡ ହେବ । କିଛି ସ୍ଥାନରେ ପ୍ରବଳରୁ ଅତି…

କିଟରେ ଛାତ୍ରୀ ମୃତ୍ୟୁ ମାମଲା: ନେପାଳ କାଉନସେଲରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳୀ ସହ କଥା ହେଇଥିବା ଜଣାପଡିଛି । ନେପାଳ କାଉନସେଲର ସଞ୍ଜୀବ ଦାସଶର୍ମା ଓ ନବୀନରାଜ ଅଧିକାରୀଙ୍କ ସହ…

୩ ଲକ୍ଷରୁ ଉର୍ଦ୍ଧ୍ୱ ଭୂତ ଖାଉଥିଲେ ରାସନ ଚାଉଳ

ବିଧାନସଭା ଗୃହରେ ଉଠିଲା ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଆଜି ପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ଏଏସଓଙ୍କୁ ମାଡ଼ ମାରିବା ଘଟଣା; ପୁରୀ ସମୁଦ୍ରକୂଳ ଥାନାର ଦ୍ୱାରସ୍ଥ ହେଲେ ଏଏସଓଙ୍କ ପତ୍ନୀ 

ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ନ୍ୟାୟ ପାଇଁ ଆଜି ପୁରୀ ସ୍ଥିତ ସମୁଦ୍ରକୂଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ହୋଇଛନ୍ତି ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କ ପତ୍ନୀ ସାୟୋଜ ପ୍ରଧାନ ଓ…

ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର

ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେପୁଟି କଲେକ୍ଟର ଶରତ ଗିରି । ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…