ତାଜା ଖବର ରାଜନୀତି ରାଜ୍ୟ ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ ; ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ November 27, 2024 Papirani ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଲେକ୍ଟ୍ରି କରେଣ୍ଟ ପାଇଁ ହାତୀଙ୍କ ମୃତ୍ୟୁ ହେଉଥିବାରୁ ବଡ ପଦକ୍ଷେପ ନେଇଛନ୍ତି । ସେ ଚେତାବନୀ ଦେଇ…
ତାଜା ଖବର ରାଜ୍ୟ କାର୍ଯ୍ୟକୁ ଫେରିଲେ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ November 27, 2024 Papirani କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ । ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ November 27, 2024 Papirani ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଛି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି November 27, 2024 Papirani ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ…
ତାଜା ଖବର ଦେଶ ରାଜନୀତି ଧର୍ମେନ୍ଦ୍ର ନା ଭୂପେନ୍ଦ୍ର ଭାଜପା ଅଧ୍ଯକ୍ଷ ? November 27, 2024 Papirani ଡିସେମ୍ବର ୩୧ ସୁଦ୍ଧା ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ଯକ୍ଷ ନିର୍ବାଚିତ ହେବେ। ଏବେ ଅଧିକାଂଶ ରାଜ୍ୟରେ ଭାଜପା ସାଂଗଠନିକ ନିର୍ବାଚନ ଚାଲିଛି। ତେବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଜଗତପ୍ରକାଶ ନଡ୍ଡାଙ୍କର କିଏ ହେବେ ଉତ୍ତରାଧୁକାରୀ ? ଏଥିପାଇଁ ଦୁଇଜଣଙ୍କର…
ତାଜା ଖବର ରାଜ୍ୟ କେନ୍ଦ୍ରାପଡାରେ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୨୨ ଜଣ November 26, 2024 Papirani ଦିନକୁ ଦିନ କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୃହରେ ଆଳିର ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଲିଖିତ ପ୍ରଶ୍ନର କେନ୍ଦ୍ରାପଡାରେ ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ଗତ ୫ ବର୍ଷରେ କୁମ୍ଭୀର…
ତାଜା ଖବର ରାଜ୍ୟ ୫ ମାସ ମଧ୍ୟରେ ଓଡିଶାରେ ହୋଇଛି ୪୦ ହାତୀଙ୍କ ମୃତ୍ୟୁ November 26, 2024 Papirani ୫ ମାସ ମଧ୍ୟରେ ଓଡିଶାରେ ମଲେଣି ୪୦ ହାତୀ । ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ, ପରିବେଶ ମନ୍ତ୍ରୀ କହିଛନ୍ତି ୫ ମାସରେ ୪୦…
ତାଜା ଖବର ରାଜ୍ୟ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ଯିବେ ବିଭାଗୀୟ ଅଧିକାରୀ November 26, 2024 Papirani ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ November 26, 2024 Papirani ଡିସେମ୍ୱର ୨୦ରେ ରାଜ୍ୟସଭା ଉପନିର୍ବାଚନ । ୪ ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିପାଇଁ ଡିସେମ୍ୱର ୩ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ୱର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରେ ଖାଲି…
ତାଜା ଖବର ରାଜ୍ୟ ମୁକ୍ତ ହେବେ ୧୪ ଆଜୀବନ ସଜା ଭୋଗୁଥିବା କଏଦୀ November 26, 2024 Papirani ଆଜୀବନ ସଜା କାଟୁଥିବା କଏଦୀ ହେବେ ମୁକ୍ତ । ରାଜ୍ୟର ବିଭିନ୍ନ ଜେଲ୍ରେ ଆଜୀବନ କାରାଦଣ୍ଡ କାଟୁଥିବା ୧୪ କଏଦୀଙ୍କୁ ମୁକ୍ତ କରିବାକୁ ବିଭିନ୍ନ ଜେଲ୍ ଅଧୀକ୍ଷକଙ୍କୁ ଜେଲ୍ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି । ଏହା ସହ ହାଇକୋର୍ଟ ଓ…