ତାଜା ଖବର ରାଜ୍ୟ ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ February 27, 2025 Papirani ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଗତ ରାତିରେ ଉଭୟଙ୍କୁ ବାଲେଶ୍ବର ନାଥପାଣି ଛକରେ ଥିବା ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିବା ଅଭିଯୋଗ ହୋଇଛି ।…
ତାଜା ଖବର ରାଜ୍ୟ କିଟ୍ ମାମଲା: ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେଲେ ବିଶ୍ବବିଦ୍ୟାଳୟର ୬ ଅଧିକାରୀ February 27, 2025 Papirani କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ଆଜି ହାଜର ହୋଇଛନ୍ତି ବିଶ୍ୱବିଦ୍ୟାଳୟର ୬ ଜଣ ଅଧିକାରୀ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ହେବ ଜେରା କରାଯାଉଥିବା ସୂଚନା। ଚିଫ୍…
ରାଜ୍ୟ ଲିଙ୍ଗରାଜ ମନ୍ଦିରରେ ଅଘଟଣ; ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 27, 2025 Papirani ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ସମୟରେ ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ୟାପିଟାଲ ହସ୍ପିଟାଲକୁ ଯାଇ ସମସ୍ତ ସେବାୟତଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମହାପ୍ରଭୁଙ୍କ ନିକଟରେ…
ତାଜା ଖବର ରାଜ୍ୟ ଭୋର ୪ଟା ୩୫ରେ ଆଖଣ୍ଡଳମଣି ପୀଠରେ ଉଠିଲା ମହାଦୀପ February 27, 2025 Papirani ବାବା ଆଖଣ୍ଡଳମଣି ପୀଠରେ ଭୋର ୪ଟା ୩୫ ମିନିଟ ସମୟରେ ଉଠିଲା ମହାଦୀପ । ମହାଦୀପ ଉଠିବା ବେଳେ ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାରା ରାତି…
ତାଜା ଖବର ଦେଶ ଆସାମରେ ଭୂମିକମ୍ପ ଝଟକା February 27, 2025 Papirani ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି। ବିଳମ୍ବିତ ରାତିରେ ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆସାମର ମୋରିଗାଓଁ ଜିଲ୍ଲାରେ ଆଜି ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଗୁରୁବାର ରାତି ୨ଟା ୨୫…
ତାଜା ଖବର ରାଜ୍ୟ ନିଲମ୍ବିତ ସହ ଗିରଫ ହେଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ February 26, 2025 Papirani ନିଲମ୍ବିତ ସହିତ ଗିରଫ ହେଲେ ରସିକିଆ ଆଇଆଇସି । କୁଜଙ୍ଗ ଥାନା ରସିକିଆ ତପନ କୁମାର ନାହାକ ନିଲମ୍ବିତ ସହ ଗିରଫ ।କୁଜଙ୍ଗ ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜିପି। ମହିଳା ହୋମାଗାର୍ଡଙ୍କୁ ପ୍ରେମ କରି ଫସାଇବା ପରେ ପ୍ରତାରଣା କରିଥିବା…
ତାଜା ଖବର ରାଜ୍ୟ ସ୍ପଷ୍ଟୀକରଣ ରଖିଲା ସିବିଏସ୍ଇ; ପରୀକ୍ଷାରେ ଓଡ଼ିଆ ସମେତ ରହିବ ଅନ୍ୟାନ୍ୟ ଆଞ୍ଚଳିକ ଭାଷା February 26, 2025 Papirani ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ ଆଜି ସ୍ପଷ୍ଟୀକରଣ ଦେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE )। ୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ । ୨୫ ତାରିଖରେ ଚିଠା ଯୋଜନାରେ ବାଦ ପଡ଼ିଥିଲା ଓଡ଼ିଆ…
ତାଜା ଖବର ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ February 26, 2025 Papirani ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ , ରାଷ୍ଟ୍ରୀୟ ସା. ସମ୍ପାଦକ ତରୁଣ ଚୁଗ୍, ପ୍ରଭାରୀ ବିଜୟପାଲ…
ତାଜା ଖବର ରାଜ୍ୟ ଦଶମ ଶ୍ରେଶୀ ଛାତ୍ରୀ ପ୍ରସବ କରିବା ଘଟଣା: ନିଲମ୍ବନ ହେଲେ ପ୍ରଧାନଶିକ୍ଷକ February 26, 2025 Papirani ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀ ମାଆ ହେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଜିଲ୍ଲା…
ରାଜ୍ୟ ବର୍ଷକୁ ଦୁଇଥର ହେବ ଦଶମ ବୋର୍ଡ ପରୀକ୍ଷା February 26, 2025 Papirani କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂଆ ନିୟମ। ଏଣିକି ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ ଦଶମ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି । ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ…