Author: Papirani

ଆସିଲା ସୁଭଦ୍ରା ଟଙ୍କା; ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା

ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପଞ୍ଚମ ପର୍ଯ୍ୟାୟ ଟଙ୍କାରେ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲା ମେହେର

ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ର ପାର୍ସଲ ବୋମା ଘଟଣାରେ ଆଜି କୋର୍ଟରେ ହଜାର ହେଲେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । କୋର୍ଟରେ ଆଜି ତାଙ୍କ ବୟାନ ରେକର୍ଡ କରାଯିବ । ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ସେ ମହଲତ ମାଗିଥିଲେ…

ଆତ୍ମଘାତୀ ଗୋଲ୍; ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ତାରିଖ ବଦଳାଇଲେ ମୋହନ ସରକାର

ପଞ୍ଚାୟତିରାଜ ଦିବସ ବିବାଦ ଆପେକ୍ଷିକ କି ଅନାପେକ୍ଷିକ, ତାହା ବଡ଼ ତର୍କର ବିଷୟ ହୋଇଯାଇଛି । ଅନାସକ୍ତ ଭାବେ ଏବଂ ସମ୍ପୂର୍ଣ ରାଜନୈତିକ ଦୃଷ୍ଟିକୋଣରୁ ବାହାରି ଏହାକୁ ବିଚାର କରିବା ଯଥାର୍ଥ ହେବ । ଅନୁଚିତ ବିବାଦ ଦ୍ବାରା ଅନିଚ୍ଛା ସତ୍ତ୍ୱେ…

ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଆଜି ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୪୭ରେ ଗୃହ ପ୍ରବେଶ କଲେ ମୋହନ ଚରଣ ମାଝୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜା ଅର୍ଚ୍ଚନା ପରେ…

ଆଜି ସରୁଛି ମାଟ୍ରିକ ପରୀକ୍ଷା; ୧୯ରୁ ଆରମ୍ଭ ଖାତା ଦେଖା

ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ଶେଷ ହେଉଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ…

ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତି

ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର। ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର, ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ…

କିମ୍ସ, ହାଇଟେକ ଓ ସମ୍ ହସ୍ପିଟାଲରେ ଇଡି ଚଢାଉ; ଏନଆରଆଇ କୋଟାରେ ଆଡମିଶନ ନେଇ ଘୋଟଲା ହୋଇଥିବା ସୂଚନା

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ହାଇ-ଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଚଢାଉ । ଏକାସାଙ୍ଗରେ ରାଜଧାନୀରରେ ଥିବା ୩ ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଚଢାଉ ଆରମ୍ଭ କରିଛି…

କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ

କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ସାରଥୀ। ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ।…

ଗେରୁଆ ରଙ୍ଗ ହେବ ରାଜ୍ୟର ସରକାରୀ ସ୍କୁଲ

ବଦଳିବ ସରକାରୀ ସ୍କୁଲର ରଙ୍ଗ । ସରକାରୀ ସ୍କୁଲ୍ ସହ ପିଏମ୍ ଶ୍ରୀ ଅଧିନସ୍ଥ ସ୍କୁଲ୍‌ର ରଙ୍ଗ ବଦଳିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ଗେରୁଆ ରଙ୍ଗର ହେବ ରାଜ୍ୟର ସମସ୍ତ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲ । ଏନେଇ…

ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ ସରକାର

ସାର୍ବଜନୀନ ହେବନି କମିଶନଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ସରକାର କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହଁନ୍ତି ବୋଲି ଉଲ୍ଲେଖ ରହିଛି । ବିଚାରପତି ରଘୁବାର…