Author: Papirani

T20 World Cup: ଟି ୨୦ ବିଶ୍ବକପ୍ ସେମିଫାଇନାଲରେ ଭାରତ

ଇଡେନ୍ ଗାର୍ଡେନରେ ହୋଇଥିବା ଟି ୨୦ ବିଶ୍ବକପରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଫାଇନାଲ୍‌ରେ ପହଞ୍ଚିଲା ଭାରତ । ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ଚତୁର୍ଥ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୬ର ସେମି ଫାଇନାଲରେ ପହଞ୍ଚିଛି । ଏବେ ସେମିରେ ଭାରତ ଇଂଲଣ୍ଡ…

CCS Meeting: ଆଜି ରାତି ୯ଟା ୩୦ରେ ଗୁରୁତ୍ବପୂର୍ଣ୍ଣ ସିସିଏସ୍ ବୈଠକ

ଆଜି ରାତି ୯ଟା ୩୦ରେ ଗୁରୁତ୍ବପୂର୍ଣ୍ଣ ସିସିଏସ୍ । ଆଜି ରାତିରେ ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍)ର ଏକ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ଦୁଇ ଦିନିଆ ଗସ୍ତ ପରେ…

Flights Cancelled At Delhi Airport: ଦିଲ୍ଲୀରୁ ୧୦୦ ବିମାନ ବାତିଲ୍‌

ଇରାନ-ଇସ୍ରାଏଲ ବିବାଦ ବୃଦ୍ଧି ପାଇବା ପରେ ମଧ୍ୟପ୍ରାଚ୍ୟର ଅଧିକାଂଶ ଦେଶ ସେମାନଙ୍କର ଆକାଶ ମାର୍ଗ ବନ୍ଦ କରିଦେଇଥିବାରୁ, ଭାରତରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଆକଶପଥ କଟକଣା ପାଇଁ ଦିଲ୍ଲୀରୁ ପ୍ରାୟ ୧୦୦ ବିମାନ ବାତିଲ । ଉଡ଼ାଣ…

CBSE Board Exams Postponed: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ମାର୍ଚ୍ଚ ୨ CBSE ପରୀକ୍ଷା ସ୍ଥଗିତ

ମାର୍ଚ୍ଚ ୨ CBSE ପରୀକ୍ଷା ସ୍ଥଗିତ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମଧ୍ୟପ୍ରାଚ୍ୟରେ ପ୍ରଚଳିତ ପରିସ୍ଥିତି ଯୋଗୁଁ ମାର୍ଚ୍ଚ ୨ ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବାହାରିନ, ଇରାନ,…

Prabhat Slams Debashish Samantaray: ସାଂସଦ ଦେବାଶିଷଙ୍କୁ କଡା ଟାର୍ଗେଟ୍ କରିଛନ୍ତି ପ୍ରଭାତ ବିଶ୍ବାଳ

ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ପ୍ରଭାତ ବିଶ୍ବାଳ । ଦେବାଶିଷଙ୍କ ଅକୃତଜ୍ଞ ଓ ଲାଲବାଗର ଜବାବ ରଖିଛନ୍ତି ପ୍ରଭାତ । ଦଳରୁ ନିଲମ୍ବିତ ହେବା ପରେ ସେ କହିଛନ୍ତି ମୁଁ କ’ଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି…

Maoist Surrender: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡ଼ିଶା କ୍ୟାଡର୍ ୧୫ ମାଓବାଦୀ

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡ଼ିଶା କ୍ୟାଡର୍ ୧୫ ମାଓବାଦୀ । BBM ଡିଭିଜନର ମୁଖିଆ ବିକାଶ ସମେତ ରାଜ୍ୟ କମିଟି ସଦସ୍ୟଙ୍କ ଆତ୍ମସମର୍ପଣ । ପଡ଼ୋଶୀ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବଲୋଦା ଥାନାରେ ରାତି ୨ ରୁ ୪ଟା ସମୟରେ ଏମାନେ…

YouTuber Stabbed To Death: ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା

ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା। ଶନିବାର ରାତିରେ ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜିଜିପି କଲୋନି ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ରସୁଲଗଡ଼ର ଏକ ସ୍କୁଲ ଖେଳ…

Israel-Iran Conflict: ସମସ୍ତ ବିମାନଯାତ୍ରା ଉପରେ ରୋକ ଲଗାଇଲା ଦୁବାଇ

ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ଏବଂ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ଶନିବାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ଦୁବାଇର ବିଳାସପୂର୍ଣ୍ଣ ହୋଟେଲ, ପାମ୍ ଜୁମୈରା ଦ୍ବୀପ ଓ ଦୁବାଇର ବ୍ୟସ୍ତବହୁଳ ବିମାନବନ୍ଦର ଉପରେ…

Election Petition Dismissed: ଡାନିଙ୍କ ନିର୍ବାଚନୀ ମାମଲା ଖାରଜ

ଖାରଜ ହେଲା ଡାନି ଘଡ଼େଇଙ୍କ ନିର୍ବାଚନୀ ମାମଲା । ଓଡ଼ିଶା ହାଇକୋର୍ଟ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ (ଡାନି ଘଡେଇ)ଙ୍କ ସମ୍ପର୍କିତ ନିର୍ବାଚନୀ ମାମଲାକୁ ଖାରଜ କରିଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ…

Rajya Sabha Election 2026: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି: ସାରଦା ଜେନା

ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ବିଧାୟକ ସାରଦା ଜେନା। ସେ କହିଛନ୍ତି ଚତୁର୍ଥ ଆସନକୁ ବିଜେଡି ଓହ୍ଲାଇବା କଥା, ଆଜି ବୈଠକରେ ସ୍ପଷ୍ଟ ହେବ । ବିଜେଡି…