ତାଜା ଖବର ରାଜ୍ୟ କାଲିଠୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା December 23, 2024 Papirani କାଲିଠାରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି…
ତାଜା ଖବର ରାଜ୍ୟ ରାଜଧାନୀରେ ଯୁବକଙ୍କୁ ଛୁରୀରେ ଆକ୍ରମଣ ସହ ବାନ୍ଧବୀକୁ ଅପହରଣ ଅଭିଯୋଗ December 23, 2024 Papirani ରାତି ଅଧରେ ରାଜଧାନୀରେ ଯୁବତୀଙ୍କୁ ଅପହରଣ। ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଅପହରଣ । ଯୁବକ ଓ ଯୁବତୀ ଦୁଇଜଣ ରାତିରେ ଯାଉଥିବା ସମୟରେ ଛୁରୀରେ ଆକ୍ରମଣ କରି ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ମିଳିଛି । ଯୁବତୀଙ୍କ…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନଉଠିଲେ କଂଗ୍ରେସର କରିବ ଆନ୍ଦୋଳନ ଓ ରାସ୍ତାରୋକ: ତାରା December 23, 2024 Papirani ଆସନ୍ତା ୨୫ ତାରିଖ ସୁଦ୍ଧା କୋରାପୁଟ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲାରେ ଆନ୍ଦୋଳନ ଓ ବନ୍ଦ କରାଯିବ ବୋଲି ଆଜି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।…
ତାଜା ଖବର ଦେଶ ପୋଲିସ ଏନ୍କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ December 23, 2024 Papirani ଉତ୍ତର ପ୍ରଦେଶର ପିଲିଭିତରେ ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଏନ୍କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସ୍ମନପ୍ରୀତ ସିଂହ। ସେମାନଙ୍କ ନିକଟରୁ ୨ଟି ଏକେ ୪୭ ଓ…
ଦେଶ ରାଜନୀତି ୨୪ ବିଦାୟ ଅବଗଣନା ଆରମ୍ଭ: ୬ ମାସିଆ ସ୍କୋର କାର୍ଡ଼; ଅଶ୍ବିନୀ ମ୍ୟାନ୍ ଅଫ ଦି ମ୍ୟାଚ୍ December 23, 2024 Papirani ଆଉ କେଇଟା ଦିନ ପରେ ୨୦୨୪ ବିଦାୟ ନେବ। ଅନେକ ଘଟଣାର ମୂକସାକ୍ଷୀ ହୋଇ ରହିଯିବ ବର୍ଷ ୨୦୨୪ । ସମସ୍ତେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ନୂଆବର୍ଷକୁ । ତେବେ ୨୦୨୪ର ରୋମନ୍ଥନ ଜରୁରୀ । ସେ ଦୃଷ୍ଟିରୁ ଆଜିର…
ଦେଶ ରାଜ୍ୟ ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା ବେଳେ ମୋଦୀ କହିଲେ ‘ଜୟ ଜଗନ୍ନାଥ’ December 23, 2024 Papirani ଦୁଇ ଦିନିଆ କୁଏତ ଗସ୍ତ ସମୟରେ ଶୁକ୍ରବାର ମିନା ଅବଦୁଲ୍ଲା ଅଞ୍ଚଳରେ ଥିବା । ଏକ ଶ୍ରମିକ କ୍ୟାମ୍ପକୁ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏକାଠି ସେମାନଙ୍କ ସହ ବସି…
ରାଜ୍ୟ ‘ନିର୍ଭୟ’ କହିଥିବା କଥା ହେଲା ସତ; ଏବେ ଅଧିକାଂଶ ଜିଲ୍ଲାରେ ଧାନ ଉଠାଉ ନାହାନ୍ତି ମିଲର୍ସ December 23, 2024 Papirani ନଭେମ୍ବର ୧୩ ତାରିଖ ନିର୍ଭୟ ସଂସ୍କରଣରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ‘ଧାନ ସଂଗ୍ରହରେ ଅପଯୋଗ ଆଶଙ୍କା ବଢ଼ୁଛି, ଭାଜପା ସରକାରକୁ ଘେରିବ ମିଲର୍ସ ସଂଘ ! ଠିକ୍ ତାହାହିଁ ହେଉଛି। ଭାଜପା ସରକାରଙ୍କୁ ଠିକ ଧାନ ସଂଗ୍ରହ ଋତୁରେ ବ୍ଲାକ୍ମେଲ…
ତାଜା ଖବର ରାଜନୀତି ରାଜ୍ୟ ପରଲୋକରେ ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତି December 22, 2024 Papirani ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ହଠାତ ଅସୁସ୍ଥ ହୋଇପଡ଼ିଥିଲେ।…
ତାଜା ଖବର ରାଜ୍ୟ ନୂଆବର୍ଷରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା December 21, 2024 Papirani ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀରେ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଜାନୁଆରୀରେ ମିଳିବ।…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ December 21, 2024 Papirani ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ସୁବର୍ଣ୍ଣପୁର ଡିଆଇସି ଜିଏମ୍ ବିପିନ ଦେହୁରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ…