Author: Papi Jena

୨୩ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଓଡ଼ିଶାରେ ବଡ଼ ବିଜୟ ପାଇଁ ଚାଲିଛି କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର । ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି। ସେହିପରି ଆସନ୍ତା ୨୩ରେ ପୁଣି ଓଡ଼ିଶା ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ନିର୍ବାଚନ ପ୍ରଚାର ପାଇଁ ଚିଲିକା ଓ ସାଲେପୁର ଆସିବେ ଯୋଗୀ ଆଦିତ୍ୟନାଥ

ଓଡ଼ିଶାରେ ଚଳିତବର୍ଷ ନିର୍ବାଚନ ପ୍ରଚାର ପାଇଁ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ପ୍ରଚାର ତାଲିକାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ହେବିୱେଟ୍ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ର ଓ ସାଲେପୁରରେ…

ହିଞ୍ଜିଳିରେ ଭୋଟ ହାର ସବୁଠାରୁ କମ; ଦାଦନ ଓ ଅନାଗ୍ରହ ଦାୟୀ!

ରାଜ୍ଯରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏ ଅଧୀନରେ ଥିବା ୩୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମତ ସାବ୍ଯସ୍ତ କଲେ ଜନତା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ କାମ ମତଦାନ ହୋଇଛି ହିଞ୍ଜିଳିରେ । ରାଜ୍ୟରେ…

ନିର୍ବାଚନ ପ୍ରଚାର ପାଇଁ ୩ ଦିନିଆ ବାଲେଶ୍ୱର ଗ୍ରସ୍ତରେ ରେଳମନ୍ତ୍ରୀ

ଆଜି ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେଠାରେ ୩ଦିନ ନିର୍ବାଚନୀ ପ୍ରଚାର କରିବେ । ଟ୍ରେନ୍ ରେ ଗସ୍ତବେଳେ ସେ ଗଣମାଧ୍ୟମକୁ କହିଛନ୍ତି ୨୦୧୪ ପୂର୍ବରୁ ରେଲୱେ ପାଇଁ ଓଡିଶାକୁ ମିଳୁଥିଲା ବର୍ଷକୁ ମାତ୍ର ୮୦୦…

ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ କରିବେ ସମ୍ବିତ ପାତ୍ର

ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି…

ଆଜି ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହା

ବିଜେପି ଫୋକସରେ ଏବେ ଓଡ଼ିଶା ରହିଥିବା ବେଳେ ଜଣକ ପରେ ଜଣେ ବିଜେପିର ହେବିୱେଟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି…

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’

ଦ୍ୱିତୀୟ ଥର ପାଇଁ ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର। ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ…

ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ ହେଲେ ୪ ଆତଙ୍କବାଦୀ

ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ…

ରାଜ୍ୟରେ ଆଗାମୀ ୫ ଦିନ ଯାଏ ଲାଗି ରହିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨, ୨୩ ଓ ୨୪…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ହୋଇଛି ୩୫.୩୧ ପ୍ରତିଶତ ମତଦାନ

ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧…