ତାଜା ଖବର ରାଜ୍ୟ ଭୁବନେଶ୍ବରରେ ହେବ ନାହିଁ ଏଲିଭେଟେଡ୍ ମେଟ୍ରୋ June 8, 2025 Papirani ଭୁବନେଶ୍ବରରେ ହେବନି ଏଲିଭେଟେଡ୍ ମେଟ୍ରୋ । ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜଧାନୀରେ ହେବ ନାହିଁ ଏଲିଭେଟେଡ୍ ମେଟ୍ରୋ । କିନ୍ତୁ ପ୍ରଶାସନ ବର୍ତ୍ତମାନ ଅଣ୍ଡରଗ୍ରାଉଣ୍ଡ…
ତାଜା ଖବର ରାଜ୍ୟ ବଡ଼ ଦାଣ୍ଡରେ ବିକ୍ରି ହେବ ନାହିଁ ମଦ ଓ ଆମିଷ: ଆଇନମନ୍ତ୍ରୀ June 8, 2025 Papirani ବଡ଼ ଦାଣ୍ଡରେ ବିକ୍ରି ହେବନି ମଦ ଓ ଆମିଷ । ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର ବୋଲି ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପୁରୀ ବଡ଼…
ତାଜା ଖବର ରାଜ୍ୟ ସ୍ନାନ ପୂର୍ଣ୍ଣିମା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା June 8, 2025 Papirani ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ସ୍ନାନ ପୂର୍ଣ୍ଣିମା ପାଇଁ ଜାରି ହେଲେ ଟ୍ରାଫିକ୍ ଆଡଭାଇଜରୀ । ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା ।…
ତାଜା ଖବର ରାଜ୍ୟ ନନ୍ଦନକାନନରେ ନୂଆ ଅତିଥି; ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ June 8, 2025 Papirani ନନ୍ଦନକାନନକୁ ଆସିଲେ ୨ ନୂଆ ଅତିଥି । ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ । ଏହାକୁ ମିଶେଇ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ୨ ଶାବକ, ୧୭ ମହାବଳ…
ତାଜା ଖବର ରାଜ୍ୟ ମହାନଦୀରେ ଅଘଟଣ; ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା June 8, 2025 Papirani ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା । ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ । ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଉଦ୍ଧାର ୩ ଜଣଙ୍କୁ ଚିକିତ୍ସା ପାଇଁ…
ତାଜା ଖବର ରାଜ୍ୟ ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ June 8, 2025 Papirani ଦିନକୁ ଦିନ ଦେଶ ସହ ରାଜ୍ୟରେ ବି ଉପରମୁହାଁ କରୋନା । ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫,୭୫୦ ଟପିଥିବା ବେଳେ ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ୍ ସଂଖ୍ୟା। ଆଜି ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ…
ତାଜା ଖବର ବିଶ୍ୱ କଲମ୍ବିଆ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ June 8, 2025 Papirani ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ମୁଣ୍ଡରେ ଗୁଳିମାଡ଼ରାଜନୈତିକ ରାଲିରେ ପ୍ରଚାର ବେଳେ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ କାବୁ କଲା ପୋଲିସ । ଅନ୍ୟପଟେ। ଗୁଳିମାଡ଼ ଘଟଣାକୁ ନିନ୍ଦା କଲେ କଲମ୍ବିଆ ସରକାର…
ତାଜା ଖବର ରାଜ୍ୟ ଡ୍ରୋନ୍ ସହାୟତାରେ ଚାଲିଛି ମାଓ ସର୍ଚ୍ଚ ଅପରେସନ June 8, 2025 Papirani ପଶ୍ଚିମ ଓଡିଶା ମୁହାଁ ହେଉଛନ୍ତି ମାଓବାଦୀ । ସମ୍ବଲପୁର ଓ ସୋନପୁର ସୀମାରେ ମାଓବାଦୀ ଘୂରି ବୁଲୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବାପରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଘନ ଘନ ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀମାନେ ସମ୍ବଲପୁରର…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ମିଶିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ June 6, 2025 Papirani ଗଞ୍ଜାମ ବିଜେଡିକୁ ଶକ୍ତ ଝଟ୍କା । ଶଙ୍ଖ ଛାଡି ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ…
ତାଜା ଖବର ରାଜ୍ୟ ୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 6, 2025 Papirani ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ…