ତାଜା ଖବର ରାଜନୀତି ରାଜ୍ୟ ୨୨ ତାରିଖକୁ ଘୁଞ୍ଚିଲା ବାଲେଶ୍ବରରେ ହେବାକୁଥିବା ନାରୀ ନ୍ୟାୟ ଯାତ୍ରା August 13, 2025 Papirani ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ବରରେ ପିସିସି ପକ୍ଷରୁ ନାରୀ ନ୍ୟାୟ ପଦଯାତ୍ରା ହେବାର ଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ…
ତାଜା ଖବର ରାଜ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର August 13, 2025 Papirani ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ୨୪ ଘଣ୍ଟାରେ ଲଘୁଚାପର ରୂପ ଅଧିକ ସ୍ପଷ୍ଟ ହେବ । ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ଗତି…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ଭାଙ୍ଗିବାକୁ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା; ସଂପୃକ୍ତ ବ୍ୟକ୍ତିଙ୍କୁ କରାଯାଇଛି ଚିହ୍ନଟ: ପିନାକ ମିଶ୍ର August 13, 2025 Papirani ଶ୍ରୀମନ୍ଦିରକୁ ଭାଙ୍ଗିଦେବାକୁ ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ତତ୍ପରତା ଦେଖାଇଛି ପୁରୀ ପୋଲିସ। ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ବାଧିକ…
ରାଜ୍ୟ ପୁଣିଥରେ ମ୍ୟାଲେରିଆରେ ଓଡ଼ିଶା ଏକ ନମ୍ବର August 13, 2025 Papirani କିଛି ବର୍ଷ ପୂର୍ବେ ମ୍ୟାଲେରିଆ ହ୍ରାସର ଏକ ଜ୍ଵଳନ୍ତ ଉଦାହରଣ ଥିଲା ଓଡ଼ିଶା। ଏବେ କିନ୍ତୁ ଓଡ଼ିଶା ସମୟକୁ ଓଲଟାଇ ଦେଇଛି ଏବଂ ଗତ ଛଅମାସରେ ୩୬,୦୦୦ରୁ ଅଧିକ ମ୍ୟାଲେରିଆ ରୋଗୀ ସଂକ୍ରମଣ ଚିହ୍ନଟ କରି ଲଗାତାର ତୃତୀୟ ବର୍ଷ ପାଇଁ…
ରାଜ୍ୟ ରାଜ୍ୟରେ ହରିଜନ ଉପରେ ରୋକ୍ August 13, 2025 Papirani ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ ହରିଜନ ଶବ୍ଦ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ହରିଜନ ଶବ୍ଦଟି କୌଣସି ସରକାରୀ…
ରାଜନୀତି ରାଜ୍ୟ କେଉଁ ସୁଯୋଗକୁ ଅନେଇ ବସିଚନ୍ତି ନବୀନ ? August 13, 2025 Papirani ଶଙ୍ଖ ଦଳର ଅଘୋଷିତ ଚିଫ୍ ପିଆରଓ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ନବୀନ ବାବୁ କୁଆଡେ ସୁଯୋଗ ଅପେକ୍ଷାରେ ଅଛନ୍ତି । ସୁଯୋଗ ପାଇଲେ ବୋଧେ ଖେଳ କରିବେ । କିନ୍ତୁ ସୁଯୋଗଟା କ’ଣ ? ସୁଯୋଗ କଥା କିନ୍ତୁ ସେହି…
ତାଜା ଖବର ରାଜ୍ୟ ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ August 12, 2025 Papirani ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ ।ସିକନ୍ଦରକମାମ ଗାଁରେ ଭ୍ୟାନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ । ମୃତକ ୩ ଜଣ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମର । ଦାଦନ ଖଟିବାକୁ ଯାଇଥିଲେ ମୃତ…
ତାଜା ଖବର ଦେଶ ରାଜ୍ୟ ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ August 12, 2025 Papirani ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ । ଏ ନେଇ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି। ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ।…
ତାଜା ଖବର ରାଜ୍ୟ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା: ଗଠନ ହେଲା ୩ ଜଣିଆ ତଦନ୍ତ କିମିଟି August 12, 2025 Papirani ଆହ୍ଲାବାଦ ହାଇକୋର୍ଟ ବିଚାରପତି ତଥା ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ଘଟଣାରେ ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍ ବିର୍ଲା । ତାଙ୍କୁ ବହିଷ୍କାର କରିବା ପାଇଁ…
ତାଜା ଖବର ରାଜ୍ୟ ଭୁବନେଶ୍ବରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ August 12, 2025 Papirani ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଦିନକୁ ଦିନ ରାଜ୍ୟରେ ଗୋଟେ ପରେ ଗୋଟେ ଆତ୍ମାହୁତି ମାମଲା ସାମ୍ନାକୁ ଆସିବାରେ ଲାଗିଛି । ବଢୁଥିବା ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ରାଜଧାନୀ ଭୁବନେଶ୍ୱରରେ ଆତ୍ମାହୃତି ଉଦ୍ୟମ…