ଦେଶ ରାଜ୍ୟ କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ February 21, 2025 Nirvay କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ନେଇ ଦୁଃଖପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଘଟଣା ଘଟିବା ପରଠାରୁ ବୈଦେଶିକ ମନ୍ତ୍ରଣାଳୟ ଓଡ଼ିଶା ସରକାର, କିଟ୍ ଏବଂ ନେପାଳ କର୍ତ୍ତୃପକ୍ଷଙ୍କ…
ଦେଶ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି; ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା February 20, 2025 Nirvay ଶପଥ ନେଉ ନେଉ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଆଜି ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ…
ଖେଳ ଦେଶ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ February 20, 2025 Nirvay ଦୁବାଇରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ଦଳ । ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ…
ରାଜନୀତି ରାଜ୍ୟ ପୁରୀରେ ଶେଷ ହେଲା କଂଗ୍ରେସର ସଂକଳ୍ପ ପଦଯାତ୍ରା February 20, 2025 Nirvay ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଥିବା ତିନି ଦିନିଆ ସଂକଳ୍ପ ପଦଯାତ୍ରା ଆଜି ପୁରୀରେ ଶେଷ ହୋଇଛି । ସଂକଳ୍ପ ଯାତ୍ରାରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଆଜି ସାମିଲ ହୋଇଥିଲେ ।…
ତାଜା ଖବର ରାଜ୍ୟ କିଟ କାଣ୍ଡରେ ଆଉ ୫ ଗିରଫ February 20, 2025 Nirvay କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ ହୋଇଥିବା ସୂଚନା ମିଳିଛି । ୪ ବାଉନସର୍ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସରଙ୍କୁ ଗିରଫ କରାଯାଇଛି । ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ…
ରାଜ୍ୟ କିଟ୍ ପକ୍ଷରୁ ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା February 19, 2025 Nirvay କିଟ୍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ସାମନ୍ତ ଗଭୀର…
ଦେଶ ଦିଲ୍ଲୀରେ ଆରଏସଏସର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ’ ଉଦ୍ଘାଟିତ February 19, 2025 Nirvay ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିଜର ନୂତନ ଏବଂ ଭବ୍ୟ କାର୍ଯ୍ୟାଳୟ ‘କେଶବ କୁଞ୍ଜ’ ନିର୍ମାଣ କରିଛି ଯାହା ଆଜି ଉଦଘାଟିତ ହୋଇଛି । କୁହାଯାଉଛି ଏହାକୁ ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ଦେଢ଼ ଶହ…
ଦେଶ ରାଜନୀତି ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ February 19, 2025 Nirvay ଭାରତୀୟ ଜନତା ପାର୍ଟି ନେତ୍ରୀ ରେଖା ଗୁପ୍ତାଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ବୁଧବାର ସନ୍ଧ୍ୟାରେ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି । ଆଜି…
ରାଜ୍ୟ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫଙ୍କୁ ଗିରଫ କରୁ କରୁ ମିଳିଗଲା ଜାମିନ February 18, 2025 Nirvay କୀଟ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଏବଂ ନେପାଳୀ ଛାତ୍ର ଛାତ୍ରୀଙ୍କ ପ୍ରତି ହୋଇଥିବା ଅପବ୍ୟବହାର ଘଟଣାରେ ୫ ଗିରଫଙ୍କୁ ଭୁବନେଶ୍ୱର ଜେଏମ୍ଏଫ୍ସି-୨ ଜାମିନ ଦେଇଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ଅପରାହ୍ନରେ ପୋଲିସ ୩ ନିର୍ଦ୍ଦେଶକଙ୍କ…
ରାଜ୍ୟ ଭାଇରାଲ ହେଉଛି ହାତଲେଖା ଚିଠି; ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ! February 18, 2025 Nirvay ଆଇଏସ ପଦରୁ ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ହାତଲେଖା ଚିଠି । ଯେଉଁଥିରେ ସେ ମୁଖ୍ୟ ଶାସନ ସଚିବଙ୍କୁ ନିଜର ଇସ୍ତଫା ପଠାଇଥିବା ଲେଖା ହୋଇଛି । ଇସ୍ତଫା ପତ୍ରରେ ଲେଖା ଅଛି…