ରାଜ୍ୟ ହଷ୍ଟେଲରେ ବଢ଼ୁଛି ମୃତ୍ୟୁ ସଂଖ୍ୟା; ୮ ମାସରେ ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ March 7, 2025 Nirvay ଅନୁସୂଚିତ ଜନଜାତି ହଷ୍ଟେଲରେ ବଢ଼ିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ଏହି ସଂଖ୍ୟା ଗତ ଆଠ ମାସରେ ୨୬ ରେ ପହଁଚିଛି । ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ…
ରାଜ୍ୟ ଥାନା ଉତ୍ପୀଡ଼ନର ନିଜେ ଭୁକ୍ତଭୋଗୀ କହିଲେ ମୋହନ ମାଝୀ March 7, 2025 Nirvay ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମିସନରେଟ ପୋଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଠାରେ ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି । ସୂଚନା ଯୋଗ୍ୟଯେ, ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ନୟାପଲ୍ଲୀ…
ରାଜ୍ୟ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଅଟକିବ ତିନୋଟି ପ୍ରମୁଖ ଟ୍ରେନ୍ March 7, 2025 Nirvay ମଞ୍ଚେଶ୍ୱର ରେଳ ଷ୍ଟେସନରେ ତିନୋଟି ପ୍ରମୁଖ ଟ୍ରେନ୍ ଅଟକିବା ପାଇଁ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରବାସୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅନୁରୋଧ କରି ଆସୁଥିଲେ । ଭାରତୀୟ ରେଳବାଇ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁରୋଧକୁ ଆଜି ଗ୍ରହଣ କରିଛି । କୋଣାର୍କ ଏକ୍ସପ୍ରେସ୍, ବିଶାଖା…
ରାଜ୍ୟ ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି March 6, 2025 Nirvay ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି । ଜଷ୍ଟିସ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି । ଜାନୁଆରୀ…
ରାଜ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦରୁ ବିଦା ହେଲେ ମନ୍ଦାକିନୀ କର March 6, 2025 Nirvay ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ସସ୍ମିତା ନନ୍ଦ, ରୁବି ବିଶ୍ଵାଳ, ଜାଲିନା ପ୍ରିୟଦର୍ଶିନୀ,…
ରାଜ୍ୟ ଓଡ଼ିଶା ପୋଲିସର ଗୃପ ବି ପଦବୀ ପରୀକ୍ଷା ସ୍ଥଗିତ March 6, 2025 Nirvay ଆସନ୍ତା ୮ ଓ ୯ ତାରିଖରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ହୋଇଛି । ଓଡ଼ିଶା ପୋଲିସର ଗୃପ ବି ପଦବୀ ନିମନ୍ତେ ମିଳିତ ନିଯୁକ୍ତି ପରୀକ୍ଷା ୨୦୨୫ର…
ରାଜ୍ୟ ଜନଶୁଣାଣିରେ ବାଲଡା ନାଗେଶ୍ୱରୀ ପାହାଡ଼ରେ ଖଣି ଖନନକୁ ବିରୋଧ March 6, 2025 Nirvay କୋରାପୁଟ ଜିଲ୍ଲା, ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଠାରେ ଖଣି ଖନନ ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିରେ, ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟବାସୀ । ଏହି ପାହାଡର ଖଣିରୁ ଅଲୁମନିୟମ କଞ୍ଚାମାଲ ଉତ୍ତୋଳନ ହେବା ଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବା…
ରାଜ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍ March 6, 2025 Nirvay ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କୀଟ) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅସଦାଚରଣ ଘଟଣା ପରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍ ।…
ଖେଳ ଦେଶ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରେ ଭାରତ ଓ ନ୍ୟୁଜିଲାଣ୍ଡ March 5, 2025 Nirvay ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରି ବିଜୟ ହାସଲ କରିଛି । ଏଥିସହ ମାର୍ଚ୍ଚ ୯ ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ପ୍ରଥମ…
ଦେଶ ରାଜ୍ୟ ଖୁବ ଶୀଘ୍ର ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ March 5, 2025 Nirvay ଓଡ଼ିଶାର ନୂଆ ଗନ୍ତବ୍ୟ ନୀତି ଅଧୀନରେ ଉତ୍ତରପ୍ରଦେଶର ଗାଜିଆବାଦର ହିଣ୍ଡନ ବିମାନ ବନ୍ଦର ଏବଂ ଆଣ୍ଡାମାନର ପୋର୍ଟ ବ୍ଲେୟାରକୁ ଭୁବନେଶ୍ୱରରୁ ଖୁବ ଶୀଘ୍ର ଉଡ଼ିବ ବିମାନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଏହି ବିମାନ ସେବା । ରାଜ୍ୟର…