ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ September 5, 2025 Nirvay ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଛାତ୍ର…
ରାଜ୍ୟ ଏଣିକି ସମସ୍ତ ସରକାରୀ ଅଫିସରେ ବାଧ୍ୟତାମୂଳକ ହେବ ବିଏସ୍ଏନ୍ଏଲ୍ ନେଟ୍ୱର୍କ September 5, 2025 Nirvay ରାଜ୍ୟ ସରକାର ଭାରତ ସଂଚାର ନିଗମ ଲିମିଡେଟ୍ (BSNL) ନେଟ୍ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସ୍ଏନ୍ଏଲ୍ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ…
ରାଜନୀତି ରାଜ୍ୟ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ September 4, 2025 Nirvay ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ଛୁରିଆଙ୍କ ଉପରେ ପୁଣିଥରେ ନବୀନ…
ରାଜ୍ୟ କୋମାରେ, ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର September 4, 2025 Nirvay ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ସେ ନିମୋନିଆରେ ପୀଡ଼ିତ ଅଚ୍ଛନ୍ତି । ଆଜି ମଧ୍ୟାହ୍ନ ପରଠାରୁ ଭେଣ୍ଟିଲେଟର…
ଦେଶ କମିଲା ଜିଏସଟି ହାର; ୧୨ ଓ ୨୮% ସ୍ଲାବ୍ ଉଚ୍ଛେଦ, ଶସ୍ତା ହେବ ଏହି ସବୁ ସାମଗ୍ରୀ September 3, 2025 Nirvay କମିଲା ଜିଏସଟି ହାର । ବୁଧବାର ଦିନ ଅନୁଷ୍ଠିତ ଜିଏସଟି (GST) କାଉନସିଲ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ କେବଳ ଜିଏସଟିରେ ଦୁଇଟି ସ୍ଲାବ୍ ରହିବ । ସାରା ଦେଶରେ କେବଳ ୫ ପ୍ରତିଶତ ଓ…
ରାଜ୍ୟ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା September 3, 2025 Nirvay ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଛି । ୨୦୧୫ରେ ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି ୬ ସପ୍ତାହ ମଧ୍ୟରେ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଜ୍ଞପ୍ତି ସଂରକ୍ଷଣ…
ରାଜ୍ୟ ନବରଙ୍ଗପୁର ଜିଲ୍ଲାରେ ସାମ୍ବାଦିକଙ୍କୁ ଛୁରାମାଡ଼ ଘଟଣାରେ ଡିଜିପିଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ September 3, 2025 Nirvay ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…
ରାଜ୍ୟ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସ୍ଟାଟସ ରିପୋର୍ଟ ମାଗିଲେ ଓଡିଶା ମାନବିକ ଅଧିକାର କମିଶନ September 3, 2025 Nirvay କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ସମେତ ସୁପ୍ରିମକୋର୍ଟ ଙ୍କ ବିଶାଖା ମାମଲା ନିର୍ଦ୍ଦେଶାବଳୀ ଓ ଓଡିଶା ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଓ ସେଥିସହ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ କି କି…
ରାଜ୍ୟ ଛତିଶା ନିଯୋଗ ବୈଠକରେ ହେଲା ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟ September 2, 2025 Nirvay ଆସନ୍ତା ୭ ତାରିଖ ଭାଦ୍ରବ ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ…
ରାଜ୍ୟ ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ September 2, 2025 Nirvay ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ,…