Author: Nirvay

ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ରାଷ୍ଟ୍ରପତି ମୁର୍ମୁ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, “ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର…

ସ୍ଵାଧୀନତା ଦିବସରେ ଦେଶର ୧୦୯୦ ବୀରଙ୍କୁ ମିଳିବ ବୀରତ୍ଵ ପୁରସ୍କାର

ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ ସଂଶୋଧନ ସେବାରେ କାର୍ଯ୍ୟ କରୁଥିବା ୧୦୯୦ ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଥିବା ତାଲିକା…

ବିଭାଜନ ବିଭୀଷିକା ସ୍ମୃତିଦିନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତିଦିନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ବିଭାଜନ ଆମକୁ ଯେତିକି କଷ୍ଟ ଦେଇଛି, ତାଠାରୁ ଅଧିକ ଜୀବନ ସଂଗ୍ରାମ…

ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ରାଜ୍ୟବାସୀଙ୍କୁ
ଭୁଆଁ ବୁଲାଉଛନ୍ତି: ବିଜେଡି

ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ…

ବଢ଼ିଲା ଖରିଫ ଋତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ଚଳିତ ଖରିଫ ଋତୁ ପାଇଁ ପଞ୍ଜିକରଣ ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୧୯ ତାରିଖରୁ ଆରମ୍ଭ…

ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଜବାହଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର…

ଗେରୁଆ ରଙ୍ଗ ପାଇଁ ୩୦ ହଜାର କୋଟି

ସରକାରୀ କୋଠାବାଡ଼ି ରଙ୍ଗ ପରିବର୍ତ୍ତନ ପାଇଁ ସରକାର ଅତ୍ୟନ୍ତ ଜରୁରୀ ମନ୍ତ୍ରୀ ସ୍ତରୀୟ ମିଟିଙ୍ଗ ବସାଇ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚର ବରାଦ କରିଛନ୍ତି । ବିଜେପି ସରକାର ଗୋଟିଏ ବର୍ଷ ତଳେ ଶପଥ ନେଲା ବେଳକୁ ପ୍ରତିଜ୍ଞା କରିଥିଲା,…

କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଟିଟିଲାଗଡ ବ୍ଲକ କଣ୍ଡରା ଗାଁରେ କୀଟନାଶକ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ବର୍ଷା ଅଭାବରୁ ଧାନ ଓ କପା ଚାଷ ନଷ୍ଟ ହୋଇଯିବାରୁ କିଛିଦିନ…

ଛୁଟି ଦିନ ଓ ରବିବାରରେ ମଧ୍ୟ ହେବ ଚାଷୀ ପଞ୍ଜୀକରଣ

ରାଜ୍ୟ ସମବାୟ ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛୁଟି ଦିନରେ ମଧ୍ୟ ଚାଷୀ ପଞ୍ଜିକରଣ ହେବ । ଅଗଷ୍ଟ ୨୦ ତାରିଖରେ ପଞ୍ଜୀକରଣ ଶେଷ ହେଉଥିବା ବେଳେ ଟାର୍ଗେଟ୍ ପୂରଣ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ ।…

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ…