Author: Nirvay

ନୂଆପଡ଼ା ଉପନିର୍ବାଚନ ୨୦୨୫: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୁଡାନ୍ତ ଭୋଟର୍ ତାଲିକା ପ୍ରକାଶିତ କରିଛନ୍ତି । ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ମଣ୍ଡଳୀ – ୭୧ ନୂଆପଡା, ୧୧ – କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ…

ବାଜିଲାଣି ନୂଆପଡ଼ା ଉପନିର୍ବାଚନ ବିଗୁଲ; କେଉଁଠି ନବୀନ?

ଓଡ଼ିଶାରେ ଏବେ ବିଜେପି ନେତୃତ୍ବାଧୀନ ସରକାର ସମୟରେ ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି । ନୂଆପଡ଼ା ବିଧାନସଭା କ୍ଷେତ୍ରରେ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଆସନ ଖାଲି ପଡ଼ିଛି । ଏହା ମୋହନ ସରକାରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ…

କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ ଉତ୍ପାଦର ପରୀକ୍ଷଣ ପାଇଁ CDSCOର ନିର୍ଦ୍ଦେଶ

ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି କଫ ସିରପ । କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସେଣ୍ଟ୍ରାଲ ଡ୍ରଗ୍ସ…

ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ 5G ନେଟୱର୍କ ପହଞ୍ଚିସାରିଛି: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିରେ ଆୟୋଜିତ ଏସିଆର ସର୍ବବୃହତ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ ରେ ଯୋଗ ଦେଇ ଟେଲିକମ୍ କ୍ଷେତ୍ରରେ ଭାରତର ସଫଳତା ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳତାର…

୧୧ ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଲା ବିଜେଡି

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୧ ଜଣ ବରିଷ୍ଠ ନେତାଙ୍କୁ ସାଂଗଠନିକ ତାୟିତ୍ୱ ଦେଇଛି ବିଜୁ ଜନତା ଦଳ । ଉପସଭାପତି, ବରିଷ୍ଠସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ନିଯୁକ୍ତି ନେଇ ଘୋଷଣା କରିଛି ବିଜୁ ଜନତା…

ପୋଲିସ୍ SI ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ: ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲା ବିଜେଡି

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ କରାଯିବ ବୋଲି ଆଜି ଦଳ ତରଫରୁ ଘୋଷଣା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ,…

କଟକରେ ଶାନ୍ତି ସ୍ଥାପିତ ପାଇଁ ମୋହନ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ

ଭାଇଚାରାର ସହର କଟକରେ ଧୀରେ ଧୀରେ ଶାନ୍ତି ଫେରୁଛି । ସହରରେ ଶାନ୍ତି ଫେରାଇ ଆଣିବାକୁ ମୋହନ ସରକାରଙ୍କ ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ । ପରିସ୍ଥିତି ଉଦବେଗଜନକ ହେବା କ୍ଷଣି ତୁରନ୍ତ ଆକ୍ସନ ନେଇ କର୍ଫ୍ୟୁ ଜାରି କରିବା ସହ ୩୬…

ନୂଆପଡ଼ା ଉପନିର୍ବାଚନ: କେତେ ଦମ୍ ରେ ଲଢ଼ିବ ବିଜେଡି ?

ନୂଆପଡ଼ା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ମତଦାନ ଓ ୧୪ରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ରାଜ୍ୟରେ ନୂଆ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱରେ…

ଜୈବିକ କୃଷି ଏକ ବିକଳ୍ପ କି ?

ଜୈବିକ କୃଷିସାରର ପ୍ରୟୋଗ କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଫସଲର ପୁଷ୍ଟିକର ମାନ ବଢ଼ାଇଥାଏ । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟତଃ- କୃଷି ଜମି ମୃତ୍ତିକା ଏବଂ ମଞ୍ଜିରେ…

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ…