Author: Nirvay

ରତ୍ନ ଭଣ୍ଡାର ପାଇଁ ୧୬ ଜଣିଆ ନୂଆ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ଗଠନ ହୋଇଥିବା ୧୬ ଜଣିଆ ଯାଞ୍ଚ କମିଟି ସଦସ୍ୟଙ୍କ ତାଲିକା ଆସିଛି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି। ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ…

୬ରେ ରତ୍ନଭଣ୍ଡାରର ଚୂଡ଼ାନ୍ତ ନିଷ୍ପତ୍ତି: ଆଇନ ମନ୍ତ୍ରୀ

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୬ ତାରିଖରେ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏ ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ…

୮ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୮ ତାରିଖରେ ବନ୍ଦ ରହିବ। ରଥଯାତ୍ରା ପାଇଁ ସରକାରୀ ଛୁଟି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦେଇଛି।

ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ। ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା…

ବଲେ ବଲେ ଢାବା ସହ କିଛି ସମ୍ପର୍କ ନାହିଁ: ବିଜେଡି ନେତ୍ରୀ ଏଲିନା

ଯାଜପୁରର ବଲେ ବଲେ ଢାବା ସିଲ ଘଟଣା ଏବେ ଚର୍ଚ୍ଚାରେ ଅଛି। ଏହି ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ଏଲିନା ଲିଜରେ ଓ ବିନା କାଗଜପତ୍ରରେ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା । ହାଇକୋର୍ଟରେ…

ଥମୁନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ

ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ଆଜି ସିଧାସଳଖ ଦୁଇ ବରିଷ୍ଠ ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବରିଷ୍ଠ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର। ନାଁ ନନେଇ ଅଶୋକ ପଣ୍ଡା, ଅନନ୍ତ ଜେନାଙ୍କ ଆଡ଼କୁ ଇଙ୍ଗିତ କଲେ…

୮ରେ ରତ୍ନଭଣ୍ଡାର ଖୋଲିବା ନେଇ ଦ୍ୱନ୍ଦ୍ୱ

ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ସେଦିନ ହୁଏତ ରତ୍ନଭଣ୍ଡାର ଖୋଲିନପାରେ। ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟରୁ ଏଭଳି ବଡ଼ ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ…

ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ । ଏହି…

ବିଜେଡିରେ ଦଳୀୟ ବିବାଦ: ମୁହଁ ଖୋଲିଲେ ସୁଲୋଚନା

ବିଜେଡିରେ ଦଳୀୟ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ ଆମେ ସମସ୍ତେ ଏକଜୁଟ ଅଛୁ ବୋଲି କହିଛନ୍ତି । ବିଜେଡିର ୫୭ ଜଣ କର୍ପୋରେଟର ଏକାଠି ଅଛନ୍ତି । ବିଜେଡିର ସବୁ କର୍ପୋରେଟର ଏକାଠି କାମ କରୁଛନ୍ତି ।…

ରାଜନୀତିରୁ ସାମୟିକ ଅବ୍ୟାହତି ନେଲେ ଆନ୍ନାମଲାଇ

ରାଜନୀତିରୁ ସାମୟିକ ଅବ୍ୟାହତି ନେଇ ଛୁଟିରେ ଯିବେ କେ ଆନ୍ନାମଲାଇ। ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲ୍ଲାଇ ରାଜନୀତିରୁ ୩ ମାସ ପାଇଁ ବ୍ରେକ ନେଇଛନ୍ତି। ‘ଦ ଚେଭେନିଂ ଗୁରୁକୁଳ ଫେଲୋସିପ୍ ଫର ଲିଡରସିପ୍ ଆଣ୍ଡ ଏକ୍ସଲେନ୍ସ’ ନାମକ ଏକ ଫେଲୋସିପ…