ରାଜନୀତି ବିଜେପିରେ ଯୋଗ ଦେଲେ ଟେଲି ଅଭିନେତ୍ରୀ ଅନୁପମା May 1, 2024 Nirvay ନୂଆଦିଲ୍ଲୀ ; ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟେଲି ଅଭିନେତ୍ରୀ ଅନୁପମା ତଥା ରୂପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାପଡ଼ିଛି। ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା…
ଦେଶ ରାଜନୀତି ରାଜ୍ୟ ମେ ୬ ରେ ଓଡ଼ିଶା ଆସୁଛନ୍ତି ମୋଦି, ଉତ୍ସାହିତ ବିଜେପି କର୍ମୀ May 1, 2024 Nirvay ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ…
ଦେଶ ଦିଲ୍ଲୀ-ଏନସିଆର ରେ ଏକାଧିକ ସ୍କୁଲକୁ ବୋମା ଧମକ May 1, 2024 Nirvay ନୂଆଦିଲ୍ଲୀ ; ଦିଲ୍ଲୀ-ଏନସିଆର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର…
ରାଜନୀତି ରାଜ୍ୟ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ May 1, 2024 Nirvay କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଚ୍ କ୍ରାଫ୍ଟ -୨୦୦କୁ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ । ମାଲକାନଗିରିର ମିଶ୍ରଣ ପର୍ବକୁ ଯାଉଥିବାବେଳେ ତାଙ୍କ ବିମାନ ଯାଞ୍ଚ ହୋଇଥିବା ଜଣା ପଡ଼ିଛି । ତେବେ କେଉଁ କାରଣରୁ ତାଙ୍କ ବିମାନ ଯାଞ୍ଚ ହୋଇଥିଲା ତାହା…
ଦେଶ ରାଜନୀତି ରାଜ୍ୟ ଆକ୍ସନ ମୋଡରେ ରାଜ୍ୟ ବିଜେପି,ଘନ ଘନ ଆସୁଛନ୍ତି କେନ୍ଦ୍ରୀୟ ନେତା May 1, 2024 Nirvay ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳ ଚଞ୍ଚଳ ବିଜେପି ଶିବିର। ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ଓଡ଼ିଶାକୁ ଘନ ଘନ ଆସୁଛନ୍ତି କେନ୍ଦ୍ର ନେତୃମଣ୍ଡଳୀ। ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା, ତାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…
ରାଜ୍ୟ ଆଜିବି ଜାରି ରହିବ ତାତି,୧୧ ଜିଲ୍ଲାକୁ ରେଡ୍ ଆଲର୍ଟ May 1, 2024 Nirvay ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ଖରା। ଆକାଶରୁ ଖରା ତ ନୁହଁ ଯେପରି ନିଆଁ ବର୍ଷା ହେଉଛି । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି…
ଦେଶ ବ୍ୟବସାୟ ପହିଲାରୁ କମିଲା ଗ୍ୟାସ ଦର May 1, 2024 Nirvay ମଇ ମାସ ପହିଲାରୁ ବଦଳିଲା ଗ୍ୟାସ ଦର।କମିଲା ଗ୍ୟାସ ଦର । ୧୯ କେଜି କମର୍ସିଆଲ LPG ସିଲିଣ୍ଡର ଦାମ୍ ୧୯ ଟଙ୍କା କମିଲା।ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି ।ନୂତନ…
ରାଜନୀତି ରାଜ୍ୟ ବିଜେପି ସରକାର ଆସିଲେ ବି ବନ୍ଦ ହେବନି BSKY, ମିଳିବ ଡବଲ ଲାଭ April 30, 2024 Nirvay ବିରୋଧୀଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର BSKY ବନ୍ଦ କରିବାକୁ ଚାହୁଁଛନ୍ତି , ସେ ବିକାଶ ବିରୋଧୀ, ଓଡ଼ିଆ ଲୋକଙ୍କ ମଙ୍ଗଳ ଚାହୁଁ ନାହାନ୍ତି କହି ବହୁଦିନ ଧରି ବିରୋଧୀ ଅପପ୍ରଚାର କରି ଆସୁଥିଲେ। କିନ୍ତୁ…
ଖେଳ ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ: ରୋହିତ ଶର୍ମା ଅଧିନାୟକ April 30, 2024 Nirvay ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ…
ରାଜନୀତି ରାଜ୍ୟ ବିଜେଡି ଛାଡିଲେ ସୁରେନ୍ଦ୍ର ଓ ଭାଗିରଥୀ April 30, 2024 Nirvay ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ବିଧାୟକ ସୁରେନ୍ଦ୍ର ସେଠୀ । ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବାର…