Author: Nirvay

ଅଣଓଡ଼ିଆ ଲୋକ ଓଡ଼ିଶାର ଶାସନକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି: ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର, ତା ୨୩.୦୫.୨୦୨୪ : ଆଜି ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କଡା ହମଲା କରିଥିଲେ ହିମନ୍ତ ବିଶ୍ବଶର୍ମା । ସେ କହିଥିଲେ, ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା…

ଥାନେ କାରଖାନାରେ ବିସ୍ଫୋରଣ ୭ ମୃତ , ୫୬ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଏମଆଇଡିସି ଅଞ୍ଚଳରେ ଏକ ରସାୟନ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୬ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବଏଲର ଫାଟିବା ଯୋଗୁଁ…

ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେ ବି ‘ଚୋର’ ଶବ୍ଦ ବାହାରିବ ନାହିଁ : ସମୀର ମହାନ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଭିଡିଓ AI ବୋଲି ଆଜି ପୁଣି ସନ୍ଦେହ କରିଛି ବିଜେପି । ଗତ କାଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି…

ବିଜେଡିକୁ ଶକ୍ତ ଝଟକା ଦେଲେ ଜିତୁ

ରୋଚକ ସ୍ଥିତିରେ ଖୋର୍ଦ୍ଧା ରାଜନୀତି। ନବୀନ ଦେଲେନି ଟିକେଟ ଜିତୁ ଦେଲେ ଶକ୍ତ ଝଟକା। ଇସ୍ତଫା ଦେଲେନି କି ଟିକେଟ ପାଇଁ ଲବି କଲେନି ସିଧାସଳଖ ଯାଇ ବିଜେପି ରାଲିରେ ପ୍ରଚାର କଲେ। ଆଜି ଖୋର୍ଦ୍ଧାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି…

ଆଜି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଚାର ଶେଷ

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ଆଜି ସନ୍ଧ୍ୟାରେ ବନ୍ଦ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟରେ ଆଠଟି ରାଜ୍ୟରେ ମୋଟ ୫୮ ଟି ଆସନ ପାଇଁ ମେ ୨୫ରେ ମତଦାନ ଅନୁଷ୍ଠିତ ହେବ। ଷଷ୍ଠ…

ଶେଷ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ସନ୍ଧ୍ୟାରେ ସରୁଛି ପ୍ରଚାର । ବୁଥ ଗୁଡିକ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବା ସହ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…

ବିଜେପିରେ ମିଶିଲେ ଜିତୁ ମିତ୍ର

ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ ଜିତୁ ମିତ୍ର।ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ’ରେ ସାମିଲ୍ ହେଲେ। ଏଥର ତାଙ୍କ ବଦଳରେ ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁଙ୍କୁ ଟିକେଟ…

ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ଅଶାନ୍ତ ହେଲା ନନ୍ଦିଗ୍ରାମ

କୋଲକତା : ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ନନ୍ଦିଗ୍ରାମରେ ଜଣେ ମହିଳା ବିଜେପି କର୍ମୀଙ୍କୁ ଶାସକ ଦଳ ଟିଏମସିର କିଛି କର୍ମୀ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଛି…

ଓଡ଼ିଶାରେ ଚାଲିଛି ମାଫିଆ ରାଜ: ଯୋଗୀ ଆଦିତ୍ୟନାଥ

ଆଜି ଓଡ଼ିଶା ଗସ୍ତରେ ଆସି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆର ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସମୟରେ ସେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ମଧ୍ୟ। ସେ…

ଆସୁଛି ବାତ୍ୟା, ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର : ବଙ୍ଗୋପସାଗରରେ ବଢିଲା ବାତ୍ୟା ଭୟ । ଆସନ୍ତା ୨୫ ତାରିଖ (ଶନିବାର) ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୨୬ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ…