Author: Nirvay

ଆଇଏଏସ୍‌ସ୍ତରରେ ଅଦଳବଦଳ: ହଟିଲେ ମାଥିଭାଥାନନ୍ ଓ ଭିନିଲ କ୍ରିଷ୍ଣା

ରାଜ୍ୟରେ ପ୍ରଥମ କରି ସରକାର କରିଥିବା ବିଜେପି ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛି। ବିଜେଡି ସରକାରର ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କୁ ଗୁରୁତ୍ବହୀନ ପଦବୀକୁ ବଦଳି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌ ଓ ଆର.ଭିନିଲ କ୍ରିଷ୍ଣାଙ୍କୁ…

ଆଡ଼ପ ପହଣ୍ଡି ବିଭ୍ରାଟ: ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା

ଆଡ଼ପ ପହଣ୍ଡିରେ ଗୁରୁତର ତ୍ରୁଟି। ଏହି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ ଦେଖାଦେଇଛି। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ। ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଏତେ ଖାମଖିଆଲ, ଏତେ ବେପରୁଆପଣ କାହିଁକି?…

ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ!

ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ଅବରୋଧ ମାମଲା ପରେ ଚେତା ପଶିଛି। ସେପଟେ କେମିତି ସୁରକ୍ଷା ଭେଦିଲେ ମହିଳା, ସେ ନେଇ କମିଶନରେଟ ପୋଲିସର ଚାଲିଛି ତନାଘନା। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ପୂର୍ବରୁ ପାଇଲଟିଂ ଗାଡ଼ିରେ…

ଚାଷୀ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର

ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର। ମୁଖ୍ୟମନ୍ତ୍ରୀ କିଷାନ ଶିକ୍ଷା ପ୍ରୋତ୍ସାହନ ଯୋଜନା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ସ୍ୱଳ୍ପ ଆୟ ବର୍ଗର ପରିବାର, ଛୋଟ, ମାର୍ଜିତ, ଭାଗଚାଷୀ କୃଷକ ଏବଂ…

ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର

ଓଡ଼ିଶାର ଚାଳକଙ୍କୁ ବିଦେଶରେ ମିଳିଛି ନିଯୁକ୍ତିର ସୁଯୋଗ। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କ ସମେତ ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା…

ଆଡ଼ପ ପହଣ୍ଡି ଅଘଟଣ: ତଦନ୍ତ କରିବ ୩ ଜଣିଆ କମିଟି

ଆଡ଼ପ ପହଣ୍ଡି ଅଘଟଣ ନେଇ ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଜଣେ ଏଡିଏମ୍‌, ଉନ୍ନୟନ…

୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଅଣକୁଶଳୀ ମଜୁରୀ ୩୫ରୁ…

ଚିଲିକାରେ ପକ୍ଷୀ ଶିକାର ବେଧଡ଼କ ଜାରି

ଚିଲିକାରେ ବେଧଡ଼କ ପକ୍ଷୀ ଶିକାର ଜାରି ରହିଛି। ଏବେ ପୁଣି ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିଧାରପୁର…

ଆଡ଼ପ ବିଜେ ଅଘଟଣ: ତାରା ବାହିନୀପତିଙ୍କ ପ୍ରତିକ୍ରିୟା

କାଲି ଶ୍ରୀଜୀଉଙ୍କ ଆଡ଼ପ ବିଜେ ସମୟରେ ବଡ଼ଠାକୁର ଛାତ୍ରମାଲ୍ରୁ ପଡିଯାଇଥିଲେ। ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଘଟଣାକୁ ରାଜ୍ୟ ସରକାର ସାମାନ୍ୟ କହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ପାଇଁ ଘଟଣା ସାମାନ୍ୟ ହୋଇପାରେ,…

ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ଉ

ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସ୍ଟି ଅଫିସରେ ଚଢ଼ାଉ କରିଛି ସିବିଆଇ। ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଟଙ୍କା ଫେରସ୍ତ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଏ ନେଇ ୧୫ ଜଣିଆ ଟିମ ଚଢ଼ାଉ କରିଛି।