Author: Nirvay

ଏଠି ଗୋଟିଏ ଟି ଅଛି, ସେ ଟି’ର ନାଁ ତାମିଲନାଡୁ’ : ବିଶ୍ୱଶର୍ମା

କେନ୍ଦ୍ରାପଡ଼ା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ପ୍ରଚାର ଚାଲିଛି । ଏବେ ସବୁ କେନ୍ଦ୍ର ମନ୍ତ୍ରୀଙ୍କ ଭିଡ ଲାଗିଛି ଓଡ଼ିଶାରେ । କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରା ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ…

ନବୀନ କବ୍‌ଜାକାରୀଙ୍କ କଥା ପ୍ରମ୍ପଟିଂ କରୁଛନ୍ତି : ବୈଜୟନ୍ତ

ବିଜେଡିକୁ ବଡ ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେବେ ଫେରାଇବେ ପଚାରନ୍ତୁ କହିଲେ ବୈଜୟନ୍ତ। ଚାବି ଦେବେ ନା ୧୦ ପରେ ଗୋଡ଼ାଇ ଗୋଡ଼ାଇ ତାମିଲନାଡୁରୁ ଆଣିବୁ କହିଲେ।କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ ଆରୋପ…

ବିଜେଡି ସମର୍ଥକଙ୍କ ଆକ୍ରମଣରେ ଯୁବକ ଗୁରୁତର

ଯାଜପୁର : ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି । କିଛିଦିନ ଭିତରେ ନିର୍ବାଚନୀ ହିଂସା କାରଣରୁ ସାଧାରଣ ଜନତାଙ୍କ ପ୍ରାଣହାନୀ ସହ ବିଭିନ୍ନ ଅସୁବିଧା ହେଉଠିହେଉଥିଲେ ମଧ୍ୟ ପୋଲିସ ସାଜିଛି ନିରବଦ୍ରଷ୍ଟା । ସୁକିନ୍ଦା ନିର୍ବାଚନମଣ୍ଡଳୀର ଯଖପୁରା ଗ୍ରାମରେ ରାଜନୈତିକ…

ବଡ଼ମ୍ବାରେ ବଦଳିବ ଇତିହାସ

ରାଜ୍ୟ ରାଜନୀତିରେ ବଡମ୍ବା ନିର୍ବାଚନ ମଣ୍ଡଳୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତୃତୀୟ ପର୍ଯ୍ୟାୟରେ ଏଠି ସରିଛି ମତଦାନ। ହେଲେ ଏଥର ବଡମ୍ବାରେ ଇତିହାସ ବଦଳିବ ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷ ଧରି ଏଠାରେ ଗାଦି ସମ୍ଭାଳିଥିବା ବିଜେଡି ବିଧାୟକ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରମୁଣ୍ଡାରେ ବୋମାମାଡ଼

ଭୁବନେଶ୍ୱର : ବରମୁଣ୍ଡା ଇପିକଲ୍ ରାସ୍ତାରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମା ମାଡ଼ କରାଯାଇଛି । ପୂର୍ବ ଶତ୍ରୁତାରୁ ଗୋଟିଏ…

ପ୍ରଶାନ୍ତଙ୍କ ଗିରଫ ପ୍ରତିବାଦ ଦାବିରେ ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫର ପ୍ରତିବାଦ । ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରି ହଜାର ହଜାର…

ନିମାପଡ଼ା ତେରୁଣ୍ଡିଆରେ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ

ନିମାପଡ଼ାରେ ଉତ୍ତେଜନା। ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ବାନ୍ଧିନେଲା ପୋଲିସ। ରବିବାର ସନ୍ଧ୍ୟାରେ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ତାଙ୍କର କିଛି ସମର୍ଥକ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଯାଉଥିଲେ। ତେବେ ନିର୍ବାଚନ ସମୟରେ ଅନ୍ୟ ନିର୍ବାଚନ…

ଆଇପିଏଲ୍‌ ୨୦୨୪ର ଚମ୍ପିଆନ୍‌ କୋଲକାତା ନାଇଟ୍‌ ରାଇଡର୍ସ

ଆଇପିଏଲ୍‌ ୨୦୨୪ ଚମ୍ପିଆନ୍‌ ହେଲା କୋଲକାତା ନାଇଟ୍‌ ରାଇଡର୍ସ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି। ହାଇଦ୍ରାବାଦକୁ ୮ ୱିକେଟ୍‌ରେ ହରାଇ ଚଳିତ ସଂସ୍କରଣର ଚମ୍ପିଆନ୍‌…

ଭୁବନେଶ୍ୱରରେ ଭୋଟ ହାର ୫୦% ଟପିଲା; ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ସିଇଓ

ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ ର ଷଷ୍ଠ ପର୍ଯ୍ୟାୟରେ ୧୧୨- ଭୁବନେଶ୍ୱର ମଧ୍ୟ , ୧୧୩- ଭୁବନେଶ୍ୱର-ଉତ୍ତର, ୧୧୪- ଭୁବନେଶ୍ୱର-ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୦ ପ୍ରତିଶତ ଉପରେ ରହିଛି । ଏହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ…

ତୃତୀୟ ପର୍ଯ୍ୟାୟରେ ରାଜ୍ୟର ମୋଟ ଭୋଟହାର ୭୪.୪୫%

ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…