Author: Nirvay

ବିଜେଡି ସରକାରକୁ ଟାର୍ଗେଟ କଲେ ମୋହନ ମାଝୀ; ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ ହୋଇଛି

ଯାଜପୁର ଜିଲ୍ଲା ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଛନ୍ତି। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ମୋହନ ମାଝୀ। ବିଜେଡିର ଗାଁକୁ କାମ,…

ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ହଜାରେ ବର୍ଷର ପୁରୁଣା ସହର କଟକରେ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ ରେଭେନ୍ସା କଲେଜକୁ ‘କଟକ କଲେଜ’ ନାମରେ ନାମିତ କରାଯାଇଥିଲା। ବ୍ରିଟିଶ ଶାସନ ହାତରେ ଦୀର୍ଘଦିନ ପରାଧୀନ ରହିବା ସହ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ନିର୍ଯାତନା ସହୁଥିଲେ ଓଡ଼ିଶାବାସୀ।…

ବିନା କ୍ଷମତାରେ ଛଟପଟ ବିଜେଡି; ଶଙ୍ଖଭବନ ବିବାଦ ପଶିଲାଣି ବିଏମସିରେ

ପ୍ରସିଦ୍ଧ ନିର୍ଦ୍ଦେଶକ ଭି ଶାନ୍ତରେରାମଙ୍କ ଏକ ସୁନ୍ଦର ରୋମାଣ୍ଟିକ ଫିଲ୍ମର ନାଁ ଥିଲା ‘ଜଲ ବିନ ମଛଲି, ନୃତ୍ୟ ବିନ ବିଜଲି’। କାହାଣୀ ଅପେକ୍ଷା ଫିଲ୍ମର ନାଁ ବିଜୁ ଜନତା ଦଳର ସାମ୍ପ୍ରତିକ ସ୍ଥିତି ସହ ସମ୍ପୂର୍ଣ୍ଣ ଖାପ ଖାଇଯାଉଛି। ମାଛ…

ମନ କି ବାତ୍‌ରେ ମୟୂରଭଞ୍ଜ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୪ତମ ମନ କି ବାତ ଅଧ୍ୟାୟରେ ଦେଶବାସୀଙ୍କ ସହ କଥା ହେଉଛନ୍ତି। ଏହି ଅବସରରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦି। ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା ମୋଦି କହିଲେ।…

ଅକ୍ଟୋବର ୯ରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ‘ସୁଭଦ୍ରା’ କିସ୍ତି ଟଙ୍କା ଅକ୍ଟୋବର ୯ ତାରିଖରେ ଆସିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିସ୍ତି ଟଙ୍କା ପ୍ରଦାନ କରିବେ। ୪୦ ଲକ୍ଷରୁ…

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ; ସ୍ବାସ୍ଥ୍ୟସେବା ସ୍ୱାଭାବିକ

ସାରା ରାଜ୍ୟରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ବ ନର୍ସିଂ କର୍ମଚାରୀ ୧୦ ଦଫା ଦାବି ନେଇ ଆନ୍ଦୋଳନରେ ବସିଥିଲେ। ୪ ଦିନ ଧରି ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଶନିବାର ଆଲୋଚନା…

ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ

ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ ହୋଇଛନ୍ତି। ଟେରାମ୍‌- ଗୁଡୁମ୍‌ ଗାଁ ଜଙ୍ଗଲରେ ଆଇଇଡି ବିସ୍ଫୋରଣ ହୋଇଛି। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ଚିତ୍ରାଗେଲୁର କେରିପୁ କ୍ୟାମ୍ପରୁ ଯବାନମାନେ ଆଇଇଡି ନିଷ୍କ୍ରିୟ ପାଇଁ ଯିବାବେଳେ ବିସ୍ଫୋରଣ…

ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍‌ ହିଁ କରିବେ: ସୂର୍ଯ୍ୟବଂଶୀ ସୂରଜ

ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ -୨୦୨୦ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ…

ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟିର କ୍ୟାମ୍ପସ

ଓଡିଶାରେ ‘ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

loader