Author: Nirvay

ନନ୍ଦନକାନନରେ ୩୬ ବର୍ଷ ବୟସରେ ଆଖି ବୁଜିଲା ସିମ୍ପାଞ୍ଜି ଜୁଲୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ଉଦ୍ୟାନର ସବୁଠୁ ବୟସ୍କ ସିମ୍ପାଞ୍ଜି ଜୁଲୁ । ୧୯୯୪ ମସିହାରେ ସିଙ୍ଗାପୁର ଚିଡ଼ିଆଖାନାରୁ ଜୁଲୁକୁ ଅଣାଯାଇଥିଲା ।ଆଣିବାବେଳେ ଜୁଲୁକୁ ସାଢ଼େ ତିନିବର୍ଷ ହୋଇଥିଲା ଏବଂ ମୃତ୍ୟ ବେଳକୁ ତାକୁ ୩୬ ବର୍ଷ ହୋଇଥିଲା ।…

ଇଂରାଜୀ ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା

ଇଂରାଜୀ ନୂଆବର୍ଷ ସମୟରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଜାରି କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦିନ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ। ଅନ୍ୟ ତିନି…

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀ ମୃତ

ଏକ ଆକସ୍ମିକ ଘଟଣାକ୍ରମରେ ରାଇରଙ୍ଗପୁରର ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ବିଶ୍ୱନାଥ ମୁର୍ମୁଙ୍କୁ ମହୁଲଡିହା ସ୍ଥିତ କ୍ୱାର୍ଟର୍ସରେ…

କ୍ରିକେଟ ଖେଳ ପଡ଼ିଆକୁ ନେଇ ତୁମ୍ବି ତୋଫାନ; ଲଷ୍ମୀସାଗର ଛକରେ ରାସ୍ତା ଅବରୋଧ

ଭୁବନେଶ୍ବର ଲକ୍ଷ୍ମୀସାଗର ଛକରେ କ୍ରିକେଟ ଖେଳ ପଡ଼ିଆ ବାରଣକୁ ନେଇ ଭୀଷଣ ଗଣ୍ଡଗୋଳ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ରସୁଲଗଡ଼-କଳ୍ପନା ରାସ୍ତାରେ ଅଟକିଛି ଶହ ଶହ ଗାଡ଼ିମୋଟର । ବୁଝାସୁଝା ପାଇଁ ଯାଇଥିବା ପୋଲିସକୁ ମଧ୍ୟ…

ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । ଏହି ପରିପ୍ରେକ୍ଷୀରେ ଫସଲ କ୍ଷୟକ୍ଷତି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ।…

ବରଗଡ଼ ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର

ବରଗଡ଼ ଧନୁଯାତ୍ରା କୁ ନେଇ ବଡ ଘୋଷଣା । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି…

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଏକାଧିକ ଲୋକ ଆହତ

ଭୁବନେଶ୍ୱର ଜାଭିଅର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛକୁ ପଛ ପିଟି ହୋଇଛି କାର୍‌-ଭ୍ୟାନ୍‌-ଅଟୋ । ଏଥିରେ ୭ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରେ ଜଣେ ଶିଶୁ ଥିବା…

ସୁଚେତା ପ୍ରିୟଦର୍ଶିନୀ ହେଲେ ଓଡ଼ିଶା ସୂଚନା ସେବା ସଂଘର ସଭାପତି, ପଠାଣି ରାଉତ ସାଧାରଣ ସଂପାଦକ

ଓଡ଼ିଶା ସୂଚନା ସେବା ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଓଡ଼ିଶା ସୂଚନା ସେବା ସଂଘର କ୍ୟାଡ଼ରକୁ ସୁଦୃଢ଼ କରାଯିବା ସହ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଯେଭଳି ଦକ୍ଷତାର ସହିତ ସେମାନଙ୍କର…

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ୩୦ ତାରିଖ ସୁଦ୍ଧା ସରିବ ଆକଳନ

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ…

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ; ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ

ଅମଳ ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛନ୍ତି । ଏମିତି ସ୍ଥିତିରେ ଆସନ୍ତା ଡିସେମ୍ବର…