Author: Nirvay

ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ମରାମତି ହେବ

ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଆଗ ମରାମତି କରାଯିବ। ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି,…

ଭିତର ରତ୍ନଭଣ୍ଡାରରୁ ବାହାରିବା ପରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ବାହାରିଲେ ଗଜପତି ମହାରାଜା। ଭିତର ରତ୍ନଭଣ୍ଡାରରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ ବୋଲି ଆଶା ରଖାଯାଇଛି। ଖଟଶେଯ ଘରେ ଗହଣା, ମୂଲ୍ୟବାନ ସାମଗ୍ରୀ ରଖାଯିବ। ମୂଲ୍ୟବାନ ସାମଗ୍ରୀ…

୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ରତ୍ନଭଣ୍ଡାରର ଖୋଲିବ। କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ନିର୍ଦ୍ଧାରିତ ସମୟ ୯ଟା ୫୧…

ଅରିନ୍ଦମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଅନୁପମ ଅତିରିକ୍ତ ସଚିବ ଭାବେ ନିଯୁକ୍ତ

କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କଳା ହିଁ ଜୀବନ: ଦୃଢ଼ ଇଛାଶକ୍ତି ବଳରେ ବଳୀୟାନ ଶ୍ବେତପଦ୍ମା

ଇଛାଶକ୍ତି ଆଗରେ ହାରମାନିଛି ଶାରୀରିକ ଅସୁସ୍ଥତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀ ଗାଁରେ ଜନ୍ମିତ ଶ୍ଵେତପଦ୍ମା ମିଶ୍ର। ସେ ଦୂରାରୋଗ୍ୟ ସ୍ନାୟବିକ ରୋଗରେ ପୀଡିତ। ବାପା-ମା’, ସାନ ଭାଇ, ଭାଉଜ ଓ ଜେଜେ ମା’ଙ୍କୁ ନେଇ…

ଆନ୍ଦୋଳନ ଥମିଲା: କାଲିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ

ଏସ୍‌ସିବି ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଫଳରେ ଆଉଟଡୋର, ୱାର୍ଡ, ICU, OTରେ କାର୍ଯ୍ୟ ବନ୍ଦ ହୋଇଥିଲା। ହେଲେ ଏବେ ଆନ୍ଦୋଳନରୁ ଓହରିଛି ହାଉସ ସର୍ଜନ ସଂଘ। କଳାବ୍ୟାଜ ପିନ୍ଧି ନର୍ସିଂ ସଂଘ…

ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ

ମହାରାଷ୍ଟ୍ର ଗଡ଼ଚିରୋଲିରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ପୋଲିସ ଏନ୍‌କାଉଣ୍ଟର କରିଥିବାବେଳେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଗୁଳିବିନିମୟ ବେଳେ ଜଣେ ପୋଲିସ ଓ ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି। ୩ଟି ଏକେ…

ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ

ଦଳ ଗଠନ ହେବା ଦିନଠୁ ରାଜ୍ୟବାସୀଙ୍କୁ ଶାସନ କରି ପ୍ରଥମ ଥର ହାରିବାର ସ୍ୱାଦ ଚାଖିଛି ବିଜେଡି। ପ୍ରଥମ ଥର ବିରୋଧୀ ଦଳ ଭାବେ ଉଭା ହୋଇଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବାକୁ…

ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ

ଦୀର୍ଘ ୨୪ ବର୍ଷ କାଳ ଶାସନ କରି ବିଜେଡି ପ୍ରଥମ କରି ବିରୋଧୀ ଦଳର ଭୂମିକା ନିଭାଉଛି। ତେଣୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ । ନିଜ ଦଳର ୫୦…

ଜୁଏଲ ଓରାମ ହେଲେ ନିତି ଆୟୋଗର ଆମନ୍ତ୍ରିତ ସଦସ୍ୟ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜୁଏଲ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ ହୋଇଥିବା ସୂଚନା ମିଳିଛି। ତାଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍‌ଡି କୁମାର…