Author: Nirvay

ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ

ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ…

ଝାଡ଼ଖଣ୍ଡରୁ ତଡ଼ିପାର ହେବେ ଅନୁପ୍ରବେଶକାରୀ: ଅମିତ ଶାହ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଘୋଷଣା କରିଛନ୍ତି ଯେ ଯଦି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୁଏ, ତେବେ ରାଜ୍ଯରୁ “ଅନୁପ୍ରବେଶକାରୀ” ମାନଙ୍କୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯିବ। ସେରାଇକେଲାରେ ଏକ ସମାବେଶରେ…

ପଞ୍ଚୁକରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ

ନଭେମ୍ବର ୧୨ ରୁ ଆରମ୍ଭ ହେଉଥିବା ପଞ୍ଚୁକ ପର୍ବ ସମୟରେ ଭକ୍ତମାନେ ଯେପରି ନିରବଚ୍ଛିନ୍ନ ଦର୍ଶନ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଟ ସୁରକ୍ଷା ସତର୍କତା ଅବଲମ୍ବନ କରିଛି। ଭକ୍ତ ମାନେ କେବଳ ସିଂହ ଦ୍ୱାର…

ବିଜେଡି ସରକାର ପୁନର୍ଗଠନ କୁ ନେଇ ମୁନ୍ନା ଖାଁ ଙ୍କ ପରେ ଅତନୁ ସବ୍ୟସାଚୀ ଙ୍କ ନୂଆ ବୟାନ

ବିଜୁ ଜନତା ଦଳ (ବିଜେଡ଼ି) ର ରାଜ୍ଯସଭା ସଦସ୍ଯ ତଥା ମୁନ୍ନା ଖାଁ ଦାବି କରିଥିଲେ ଯେ କ୍ଷମତାକୁ ଫେରିବା ପାଇଁ ବିଜେଡ଼ିକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ ବର୍ତମାନ ଅନ୍ଯ ଜଣେ ବରିଷ୍ଠ ନେତା ଅତନୁ ସବ୍ଯସାଚୀ…

ଓଡିଶା ରେ ଖୁବ ଶୀଘ୍ର ନୂଆ ମହିଳା କମିଶନର ନିଯୁକ୍ତି ନେଇ ପ୍ରଭାତୀ ପରିଡା ଙ୍କ ସୂଚନା

ଖୁବ୍‌ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନର ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା | ପୂର୍ବ ମହିଳା କମିଶନର ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଣମାଧ୍ୟମ ରେ ମନ୍ତବ୍ୟ ରଖିଛନ୍ତି | ମହିଳା କମିଶନଙ୍କ…

ମଣିପୁର ର ଜିରିବାମ ଜିଲ୍ଲା ରେ ୧୧ ସନ୍ଦିଗ୍ଧ ଆତଙ୍କବାଦୀ ନିହତ

ସୋମବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ଭାରତୀୟ ସେନା ସୁରକ୍ଷା କର୍ମୀଙ୍କ ସହ ଲଢ଼େଇରେ ୧୧ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ , ବୋରୋବେକ୍ରା ସବ୍-ଡିଭିଜନର ଜାକୁରାଡୋର କାରୋଙ୍ଗରେ ଭୟଙ୍କର ଗୁଳି ବିନିମୟ ସମୟରେ ଦୁଇ…

କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଧାରଣା

କୋରାପୁଟ ଜିଲ୍ଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ସୁବିଧା ଦାବି କରି ବିଶ୍ୱବିଦ୍ୟାଳୟ ମୁଖ୍ଯ ପ୍ରବେଶ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ହଷ୍ଟେଲ୍ କର୍ମଚାରୀମାନେ ନିମ୍ନମାନର ଖାଦ୍ଯ ଯୋଗାଇବା ଅଭିଯୋଗ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ହଷ୍ଟେଲ୍…

ଗଜପତି ଜିଲ୍ଲା ୫ଟି ସ୍କୁଲ ରେ ପାଣି ଅଭାବ, ଶିକ୍ଷକ ଓ ଛାତ୍ରଛାତ୍ରୀ ହନ୍ତସନ୍ତ – Copy

ଶିକ୍ଷାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ | ଗତ ସରକାର ୫-ଟି ମାଧ୍ୟମରେ ସ୍କୁଲଗୁଡ଼ି କୁ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ କରିଇଥିଲେ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଝାମୀ ଫଚାୟତର…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ

ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ପଡୋଶୀ ରାଜ୍ଯର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ପ୍ରଚାର କରିବାକୁ ଆସନ୍ତାକାଲି (ନଭେମ୍ବର ୧୧) ଝାଡ଼ଖଣ୍ଡ ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି। ନଭେମ୍ବର ୧୩ ରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ…

ଗୋହତ୍ୟା ଓ ଗୋଚାଲାଣ ବିରୁଦ୍ଧ ରେ ରାଜ୍ୟ ରେ ଲାଗୁ ହବ ନୂଆ ଆଇନ

ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଗୋହତ୍ୟା ଓ ଗୋଚାଲାଣ ବିରୋଧରେ ଆଇନ ଆସିବାକୁ ଯାଉଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ…

loader