Author: Nirvay

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଆଲୋଚନା ନେଇ କଂଗ୍ରେସ ବିଧାୟକ ଦଳ ବୈଠକ

ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି…

ବେଆଇନ ବୈଦେଶିକ ମୁଦ୍ରା କାରବାର ଅଭିଯୋଗରେ ଇଡି ଦ୍ୱାରା ଜେଡ ଇଷ୍ଟେଟରେ ଚଢ଼ାଉ : ୧.୩୯ କୋଟି ଜବତ

ଭୁବନେଶ୍ୱରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର ୨୨ ରେ ଓଡ଼ିଶା, ଦିଲ୍ଲୀ ଏବଂ ଗୁରୁଗ୍ରାମର ନଅଟି ସ୍ଥାନରେ ଅନୁସନ୍ଧାନ କରିଥିଲା, ଯାହା ମେସର୍ସ ଜେଡ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଡଇପିଏଲ) ସହିତ ଜଡିତ ଥିଲା।ଏହି ଅପରେସନ ସମୟରେ ଇଡି ୧.୩୯ କୋଟି…

ଯାଜପୁରରେ ଭବ ଦାସ ଓ ବିଜେଡି କର୍ମୀଙ୍କ ଗିରଫକୁ ନେଇ ତାତିଲା ବିଜେଡି

ବିଜେଡି ମୁଖପାତ୍ର ମାନେ ଡି. ଜି. ପି. ୱାଇ. ବି. ଖୁରାନିଆଙ୍କୁ ଭେଟିବା ପରେ ଅଭିଯୋଗ କରିଛି ଯେ ରାଜନୈତିକ ଚାପରେ ପୋଲିସ ବଛା ବଛା କାର୍ଯ୍ୟାନୁଷ୍ଠାନ ନେଉଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଯାଜପୁରରେ ଚାଲିଥିବା ଗିରଫଦାରୀର…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।…

ଦିଲ୍ଲୀ ରେ ଆୟୋଜିତ ଓଡିଶା ପର୍ବ ୨୦୨୪ ରେ ପ୍ରଧାନମନ୍ତ୍ରୀ ଙ୍କ ଉଦବୋଧନ

ଦିଲ୍ଲୀ ରେ ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନଭେମ୍ବର 22ରୁ 24 ଯାଏଁ ତିନି…

IPL ମେଗା ଅକ୍ସନ-୨୦୨୫ , ଋଷଭ ପନ୍ତ ସାଜିଲେ IPL ର ସବୁଠୁ ଦାମୀ ଖେଳାଳୀ

ରିଷଭ ପନ୍ତ ଶ୍ରେୟସ ଆୟରଙ୍କୁ ପଛରେ ପକାଇ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଠାରୁ ୨୭ କୋଟି ଟଙ୍କା ରେ ବିକ୍ରି ହୋଇ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳୀ ଭାବେ ବିବେଚିତ ହୋଇଛନ୍ତି | ଚଳିତ ବର୍ଷ ପ୍ରାରମ୍ଭରେ କୋଲକାତା ନାଇଟ୍…

ପର୍ଥ ଟେଷ୍ଟ ରେ ପରାଜୟର ଦ୍ୱାରଦେଶରେ ଅଷ୍ଟ୍ରେଲିଆ; ଦୃଢ଼ ସ୍ଥିତିରେ ଭାରତ

ଅଧିନାୟକ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇ ଦ୍ୱିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆକୁ ୧୨/୩ ରେ ସୀମିତ ରଖି ପରାଜୟର ଦ୍ୱାର ଦେଶକୁ ଠେଲି ଦେଇଛନ୍ତି । ପର୍ଥ ଷ୍ଟାଡିୟମରେ ବର୍ଡର-ଗାଭାସ୍କର…

୨୦ଲକ୍ଷ ରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତିର ତୃତୀୟ ପର୍ଯାୟ ଟଙ୍କା ବଣ୍ଟନ

ରବିବାର ଦିନ ସୁନ୍ଦରଗଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଓଡ଼ିଶା ସରକାର ରାଜ୍ଯର ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଜାରି କରିଛନ୍ତି।ସୂତ୍ରରୁ ପ୍ରକାଶ ଯେ ସରକାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ୧୦୦୦କୋଟିରୁ ଅଧିକ…

ନୂଆପଡାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ, ୮୧ଜଣ ଗିରଫ

ବେଆଇନ ଜୁଆ କାର୍ଯ୍ଯକଳାପ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଫଳରେ ୮୧ ଜଣ ଜୁଆ ଖେଳାଳୀଙ୍କୁ ଗିରଫ କରିଛି ପୋଲିସ | ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଖରିଆର ରୋଡ ନିକଟସ୍ଥ ଥେଲକୋଡୁଙ୍ଗୁରୀରେ ଏକ ଜୁଆ ଖେଳରୁ ବିଳାସପୂର୍ଣ୍ଣ ଗାଡି ସହିତ ୨୯ଲକ୍ଷ ଟଙ୍କାରୁ…

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ, ୨୩ ବାଂଲାଦେଶୀ ଯୁବତୀ ଉଦ୍ଧାର

ଭୁବନେଶ୍ୱର ସହରରେ ଚାଲୁଥିବା ଏକ ବେଶ୍ୟାବୃତ୍ତି ଚକ୍ରରୁ ୨୩ଜଣ ବାଂଲାଦେଶୀ ମହିଳାଙ୍କୁ ଉଦ୍ଧାର କରାଯାଇଛି। ପୀଡ଼ିତମାନେ, ଯେଉଁମାନଙ୍କୁ ଚୋରାଚାଲାଣ କରାଯାଇଥିଲା ଏବଂ ବେଶ୍ୟାବୃତ୍ତି ପାଇଁ ବାଧ୍ଯ କରାଯାଇଥିଲା, ସେମାନେ ପ୍ରକାଶ କରିଥିଲେ ଯେ ସେମାନଙ୍କୁ ପ୍ରଲୋଭିତ କରିବା ଏବଂ ଶୋଷଣ କରିବା…

loader