Author: Nirvay

କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ; ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍‌ ୱାର୍ଣ୍ଣିଂ ଥିବାରୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି…

ବରଗଡ ରୋଡ-ନୂଆପଡା ନୂତନ ରେଳପଥ ମଞ୍ଜୁରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବରଗଡବାସୀ

ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଆଜି ଲୋକସେବା ଭବନକୁ ଆସି ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ସେମାନେ…

ମୋହନଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ମନ୍ତ୍ରୀ

ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ସରକାରକୁ ତିନି ମାସ ପୂରିବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୬ ମନ୍ତ୍ରୀ ଥିବା ବେଳେ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୨ ଛୁଇଁପାରେ ବୋଲି ଆଶା କରାଯାଉଛି…

ୱାଏନାଡ଼ ଭୂସ୍ଖଳନ; ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର ଓଡ଼ିଶା ଫେରିଲେ

ୱାଏନାଡ଼ ଭୂସ୍ଖଳନରେ ଫସି ରହିଥିଲେ ଝାରସୁଗୁଡ଼ାର ଡାକ୍ତର ସ୍ୱୀକୃତି ମହାପାତ୍ର। ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି। କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ। ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ…

ସୃଷ୍ଟି ହେଲା ଲଘୁଚାପ; ୨ରେ ଅବପାତ ରୂପ ନେବ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଜଣାପଡିଛି। ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ। କାଲି ସୁଦ୍ଧା ସୁଦୃଶ ଲଘୁଚାପରେ ପରିଣତ ହେବ। ଆସନ୍ତା ୨ ତାରିଖରେ…

ଆପାର୍ଟମେଣ୍ଟ ଭଙ୍ଗା ତଥ୍ୟ ଆସିନି: ମେୟର

ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍‌ସି ନୁହେଁ ବିଡିଏ ବି ଅନୁମତି ଦେଇଛି ବୋଲି କହିଛନ୍ତି ।…

ଏକତରଫା ପ୍ରେମର କରୁଣ ପରିଣତି; ଯୁବତୀଙ୍କ ଦାଦାକୁ ହାଣିଲେ ପ୍ରେମିକ

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଜଗତ ମଲିକ । ସ୍କୁଟିରେ…

ଗୁଜରାଟରେ ବନ୍ୟା ସ୍ଥିତି; ୨ ଦିନରେ ୨୯ ମୃତ

ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ…

ଜାମ୍ମୁ କାଶ୍ମୀରରେ ୩ ଆତଙ୍କୀ ନିହତ

ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଜାମ୍ମୁ କାଶ୍ମୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାଡ଼ା ଜିଲ୍ଲାର ଏଲ୍‌ଓସି ନିକଟରେ ପୃଥକ ପୃଥକ ୨ଟି ଏନ୍‌କାଉଣ୍ଟର ହୋଇଛି । ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଏନ୍‌କାଉଣ୍ଟର ହୋଇଛି।…

ଚିକିଟି ମଦ ମୃତ୍ୟୁ ଘଟଣା; ସାଲିଆ ସାହିରେ ବୁଲିଲା ବୁଲଡୋଜର

ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚଢ଼ଉ ଜାରି ରହିଛି । ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି।…